200 | ଉପଯୁକ୍ତ ଡିଭାଇସ୍ |
Companion Device |
201 | ଓକେ |
Ok |
300 | ଡିଭାଇସ୍ ସହିତ ସାଇନ୍ ଇନ୍ କରିପାରିଲେ ନାହିଁ. ଅନ୍ୟ ଏକ ସାଇନ୍-ଇନ୍ ବିକଳ୍ପ ବ୍ୟବହାର କରନ୍ତୁ. |
Couldn't sign in with the device. Use another sign-in option. |
301 | କିଛି ଭୁଲ୍ ହେଲା. ଅନ୍ୟ ଏକ ସାଇନ୍-ଇନ୍ ବିକଳ୍ପ ବ୍ୟବହାର କରନ୍ତୁ, ଏବଂ ତାପରେ ପୁନଃ ଡିଭାଇସ୍ ସେଟ୍ ଅପ୍ କରନ୍ତୁ. |
Something went wrong. Use another sign-in option, and then set up the device again. |
302 | ଏକ ପୁନଃପ୍ରାରମ୍ଭ କିମ୍ବା ଲଗ୍ଅଫ୍ ପରେ, ଏହି ଡିଭାଇସ୍ ଏହାକୁ ବ୍ୟବହାର କରିବା ପୂର୍ବରୁ ଯାଞ୍ଚକରଣ ଆବଶ୍ୟକ କରିଥାଏ. ଅନ୍ୟ ଏକ ସାଇନ୍-ଇନ୍ ବିକଳ୍ପ ବ୍ୟବହାର କରନ୍ତୁ. |
After a restart or logoff, the device requires verification before using it. Use another sign-in option. |
303 | କେହିଜଣେ ପୂର୍ବରୁ ସାଇନ୍ ଆଉଟ୍ କରିଛନ୍ତି. ଆପଣ ସାଇନ୍ ଇନ୍ କରିବା ପୂର୍ବରୁ ସେମାନଙ୍କୁ ସାଇନ୍ ଇନ୍ କରିବା ଆବଶ୍ୟକ. |
Someone is already signed in. They need to sign out before you can sign in. |
304 | ସୁରକ୍ଷା କାରଣଗୁଡିକ ପାଇଁ ଏହି ଡିଭାଇସ୍ ଲକ୍ଯୁକ୍ତ ହୋଇଛି. ଅତିକମ୍ରେ ଦୁଇ ଘଣ୍ଟା ପାଇଁ ଆପଣଙ୍କର ଡିଭାଇସ୍କୁ ଏକ ପାୱାର୍ ଉତ୍ସ ସହିତ ସଂଯୋଗ କରନ୍ତୁ, ଏବଂ ତାପରେ ପୁଣି ଚେଷ୍ଟା କରିବାକୁ ଏହା ପୁନଃପ୍ରାରମ୍ଭ କରନ୍ତୁ. |
This device has been locked for security reasons. Connect your device to a power source for at least two hours, and then restart it to try again. |
400 | ଡିଭାଇସ୍ |
device |
2001 | %1!s! ସହିତ ସାଇନ୍ ଇନ୍ କରିବା ପାଇଁ ଉପରକୁ ସ୍ୱାଇପ୍ କରନ୍ତୁ କିମ୍ବା ସ୍ପେସ୍ ଦଣ୍ଡିକା ଦବାନ୍ତୁ. |
Swipe up or press space bar to sign in with %1!s!. |
2002 | ସାଇନ୍ ଇନ୍ କରିବାକୁ %1!s! କୁ NFC ରିଡର୍କୁ ଟାପ୍ କରନ୍ତୁ. |
Tap %1!s! to the NFC reader to sign in. |
2003 | ସାଇନ୍-ଇନ୍ ନିର୍ଦ୍ଦେଶାବଳୀ ପାଇଁ %1!s! ଦେଖନ୍ତୁ. |
See %1!s! for sign-in instructions. |
2004 | %1!s! ପାଇଁ ଖୋଜୁଛି... |
Looking for %1!s! ... |
2005 | ସାଇନ୍ ଇନ୍ କରିବା ପାଇଁ %1!s! କୁ ଏକ USB ପୋର୍ଟ୍ରେ ପ୍ଲଗ୍ ଇନ୍ କରନ୍ତୁ. |
Plug %1!s! into a USB port to sign in. |
2006 | ସାଇନ୍ ଇନ୍ କରିବା ପାଇଁ %1!s! ବ୍ୟବହାର କରିବାକୁ Bluetooth ଟର୍ନ୍ ଅନ୍ କରନ୍ତୁ. |
Turn on Bluetooth to use %1!s! to sign in. |
2007 | ସାଇନ୍ ଇନ୍ କରିବାକୁ %1!s! ବ୍ୟବହାର କରିବା ପାଇଁ NFC ଟର୍ନ୍ ଅନ୍ କରନ୍ତୁ. |
Turn on NFC to use %1!s! to sign in. |
2008 | ସାଇନ୍ ଇନ୍ କରିବାକୁ %1!s! ବ୍ୟବହାର କରିବା ପାଇଁ ଏକ Wi-Fi ନେଟ୍ୱାର୍କକୁ ସଂଯୋଗ କରନ୍ତୁ. |
Connect to a wireless network to use %1!s! to sign in. |
2009 | %1!s! ପୁନଃ ଟାପ୍ କରନ୍ତୁ. |
Tap %1!s! again. |
2010 | ଆପଣଙ୍କ ଏଣ୍ଟରପ୍ରାଇଜ୍ %1!s! ସହିତ ସାଇନ୍ ଇନ୍ କରିବାକୁ ପ୍ରତିରୋଧ କରୁଛି. ଅନ୍ୟ ଏକ ସାଇନ୍-ଇନ୍ ବିକଳ୍ପ ବ୍ୟବହାର କରନ୍ତୁ. |
Your enterprise prevents sign in with %1!s!. Use another sign-in option. |
2011 | ସାଇନ୍ ଇନ୍ କରିବାକୁ %1!s! ଟାପ୍ କରନ୍ତୁ. |
Tap %1!s! to sign in. |
2012 | ସାଇନ୍ ଇନ୍ କରିବାକୁ ଆପଣଙ୍କ ଆଙ୍ଗୁଠିକୁ %1!s! ଉପରେ ରଖନ୍ତୁ. |
Rest your finger on %1!s! to sign in. |
2013 | ସାଇନ୍ ଇନ୍ କରିବାକୁ ଆପଣଙ୍କ ଆଙ୍ଗୁଠିକୁ %1!s! ଉପରେ ସ୍ୱାଇପ୍ କରନ୍ତୁ. |
Swipe your finger on %1!s! to sign in. |
2014 | %1!s! ସହିତ ସାଇନ୍ ଇନ୍ କରିପାରିଲେ ନାହିଁ. ଅନ୍ୟ ଏକ ସାଇନ୍-ଇନ୍ ବିକଳ୍ପ ବ୍ୟବହାର କରନ୍ତୁ. |
Couldn’t sign in with %1!s!. Use another sign-in option. |
2015 | କିଛି ଭୁଲ୍ ହେଲା. ଅନ୍ୟ ଏକ ସାଇନ୍-ଇନ୍ ବିକଳ୍ପ ବ୍ୟବହାର କରନ୍ତୁ, ଏବଂ ତାପରେ %1!s! ପୁନଃ ସେଟ୍ ଅପ୍ କରନ୍ତୁ. |
Something went wrong. Use another sign-in option, and then set up %1!s! again. |
2016 | ପୁନଃ ଚେଷ୍ଟା କରନ୍ତୁ. |
Try again. |
2017 | ଆପଣଙ୍କ କଥିତ ପାସ୍ଫ୍ରେଜ୍କୁ %1!s! ରେ କୁହନ୍ତୁ. |
Say your Spoken Passphrase into %1!s!. |
2018 | %1!s! ସହିତ ସାଇନ୍ ଇନ୍ କରିବା ପାଇଁ ପ୍ରସ୍ତୁତ. |
Ready to sign in with %1!s!. |
2019 | ପ୍ରଥମେ ଅନ୍ୟ ଏକ ସାଇନ୍-ଇନ୍ ବିକଳ୍ପ ବ୍ୟବହାର କରନ୍ତୁ, ତାପରେ ଆପଣ ସାଇନ୍ ଇନ୍ କରିବାକୁ %1!s! ବ୍ୟବହାର କରିପାରିବେ. |
Use another sign-in option first, then you can use %1!s! to sign in. |