3002 | ବର୍ତ୍ତମାନ କୌଣସି ପାୱାର୍ ବିକଳ୍ପ ଉପଲବ୍ଧ ନାହିଁ. |
There are currently no power options available. |
3003 | ଆପଣ ଏହି PC ସଟ୍ ଡାଉନ୍ କରିବାକୁ ଚାହୁଁଛନ୍ତି ଉତ୍ତମ ଭାବରେ ବ୍ୟାଖ୍ୟା କରୁଥିବା ଏକ କାରଣ ଚୟନ କରନ୍ତୁ |
Choose a reason that best describes why you want to shut down this PC |
3004 | ଅନ୍ୟ କେହିଜଣେ ବର୍ତ୍ତମାନ ମଧ୍ୟ ଏହି PC ବ୍ୟବହାର କରୁଛନ୍ତି. ଯଦି ଆପଣ ବର୍ତ୍ତମାନ ସଟ୍ ଡାଉନ୍ କରିବେ, ସେମାନେ ଅଣସଂରକ୍ଷିତ କାର୍ଯ୍ୟ ହରାଇ ପାରନ୍ତି. |
Someone else is still using this PC. If you shut down now, they could lose unsaved work. |
3005 | ଯଦି ଆପଣ ବର୍ତ୍ତମାନ ସଟ୍ ଡାଉନ୍ କରିବେ, ଆପଣ ଏବଂ ଅନ୍ୟ ଲୋକମାନେ ଏହି PC ବ୍ୟବହାର କରୁଛନ୍ତି ହୁଏତ ଅଣସଂରକ୍ଷିତ କାର୍ଯ୍ୟ ହରାଇପାରନ୍ତି. |
If you shut down now, you and any other people using this PC could lose unsaved work. |
3006 | ଅନ୍ୟ କେହିଜଣେ ବର୍ତ୍ତମାନ ମଧ୍ୟ ଏହି PC ବ୍ୟବହାର କରୁଛନ୍ତି. ଯଦି ଆପଣ ବର୍ତ୍ତମାନ ପୁନଃଆରମ୍ଭ କରିବେ, ସେମାନେ ହୁଏତ ଅଣସଂରକ୍ଷିତ କାର୍ଯ୍ୟ ହରାଇପାରନ୍ତି. |
Someone else is still using this PC. If you restart now, they could lose unsaved work. |
3007 | ଯଦି ଆପଣ ବର୍ତ୍ତମାନ ପୁନଃଆରମ୍ଭ କରିବେ, ଆପଣ ଏବଂ ଅନ୍ୟ ଲୋକମାନେ ଯେଉଁମାନେ ଏହି PC ବ୍ୟବହାର କରୁଛନ୍ତି ହୁଏତ ଏହି ଅଣସଂରକ୍ଷିତ କାର୍ଯ୍ୟ ହରାଇ ପାରନ୍ତି. |
If you restart now, you and any other people using this PC could lose unsaved work. |
3008 | ଜାରି |
Continue |
3009 | ଯେପରି ଭାବେ ସଟ୍ ଡାଉନ୍ |
Shut down anyway |
3010 | ଯେକୌଣସି ଭାବରେ ପୁନଃଆରମ୍ଭ କରିବେ |
Restart anyway |
3013 | ସଟ୍ ଡାଉନ୍ |
Shut down |
3014 | &ସଟ୍ ଡାଉନ୍ |
Sh&ut down |
3015 | ସମସ୍ତ ଆପ୍ଲିକେସନ୍ସମୂହ ବନ୍ଦ କରେ ଏବଂ PC ଟର୍ନ୍ ଅଫ୍ କରେ. |
Closes all apps and turns off the PC. |
3016 | ପୁନଃପ୍ରାରମ୍ଭ କରନ୍ତୁ |
Restart |
3017 | &ପୁନରାରମ୍ଭ |
&Restart |
3018 | ସମସ୍ତ ଆପ୍ଲିକେସନ୍ସମୂହ ବନ୍ଦ କରେ, PC ଟର୍ନ୍ ଅଫ୍ କରେ, ଏବଂ ତାପରେ ଏହା ପୁଣି ଟର୍ନ ଅନ୍ କରେ. |
Closes all apps, turns off the PC, and then turns it on again. |
3019 | ସୁପ୍ତ |
Sleep |
3020 | &ସୁପ୍ତ |
&Sleep |
3021 | PC ଚାଲୁ ରହେ କିନ୍ତୁ ସ୍ଵଳ୍ପ ପାୱାର୍ ବ୍ୟବହାର କରେ. ଆପ୍ଲିକେସନ୍ଗୁଡିକ ଖୋଲା ରହେ ଫଳରେ ଯେତେବେଳେ PC ଜାଗ୍ରତ ହୁଏ, ଆପଣ ଯେଉଁଠାରେ ଛାଡିଥିଲେ ସେଠାକୁ ତୁରନ୍ତ ଫେରନ୍ତି. |
The PC stays on but uses low power. Apps stay open so when the PC wakes up, you’re instantly back to where you left off. |
3022 | ହାଇବର୍ନେଟ୍ |
Hibernate |
3023 | &ହାଇବର୍ନେଟ୍ |
&Hibernate |
3025 | PC ଟର୍ନ୍ ଅଫ୍ କରନ୍ତୁ କିନ୍ତୁ ଆପ୍ଲିକେସନ୍ଗୁଡିକ ଖୋଲା ରହେ. ଯେତେବେଳେ PC ଟର୍ନ୍ ଅନ୍ ହୋଇଥାଏ, ଆପଣ ଯେଉଁଠାରେ ଛାଡିଥିଲେ ସେଠାକୁ ଫେରିବେ. |
Turns off the PC but apps stay open. When the PC is turned on, you’re back to where you left off. |
3026 | ଅଦ୍ୟତନ ଏବଂ ସଟ୍ ଡାଉନ୍ |
Update and shut down |
3027 | ଅଦ୍ୟତନ ଏବଂ ସଟ୍ &ଡାଉନ୍ |
Update and sh&ut down |
3029 | ସମସ୍ତ ଆପ୍ଲିକେସନ୍ସମୂହ ବନ୍ଦ କରେ, PC ଅଦ୍ୟତନ କରେ, ଏବଂ ତାପରେ ଏହାକୁ ଟର୍ନ୍ ଅଫ୍ କରେ. |
Closes all apps, updates the PC, and then turns it off. |
3030 | ଅଦ୍ୟତନ ଏବଂ ପୁନଃଆରମ୍ଭ |
Update and restart |
3031 | ଅଦ୍ୟତନ ଏବଂ &ପୁନଃଆରମ୍ଭ |
Update and &restart |
3033 | ସମସ୍ତ ଆପ୍ଲିକେସନ୍ସମୂହ ବନ୍ଦ କରେ, PC ଅଦ୍ୟତନ କରେ, ଏହାକୁ ବନ୍ଦ କରେ, ଏବଂ ତାପରେ ପୁନଃ ଟର୍ନ୍ ଅନ୍ କରନ୍ତୁ. |
Closes all apps, updates the PC, turns it off, and then turns it on again. |
3034 | ସାଇନ୍ ଆଉଟ୍ |
Sign out |
3035 | ସମସ୍ତ ଆପ୍ଲିକେସନ୍ସମୂହ ବନ୍ଦ କରେ ଏବଂ ଆପଣଙ୍କୁ ସାଇନ୍ ଆଉଟ୍ କରେ. |
Closes all apps and signs you out. |
3038 | ବିଯୋଗ କରନ୍ତୁ |
Disconnect |
3039 | ଏହି ରିମୋଟ୍ PC କୁ ଆପଣଙ୍କର ସଂଯୋଜନ ଶେଷ କରେ. |
Ends your connection to this remote PC. |
3040 | &ବିଚ୍ଛିନ୍ନ |
&Disconnect |
3041 | &ସାଇନ୍ ଆଉଟ୍ |
S&ign out |
3042 | ଲକ୍ |
Lock |
3043 | ଲ&କ୍ |
L&ock |
3044 | ଏହି PC ରେ ଆପଣଙ୍କର ଏକାଉଣ୍ଟ୍ ଲକ୍ କରେ. |
Locks your account on this PC. |
3045 | ଅଣଡକ୍ |
Undock |
3046 | &ଅଣଡକ୍ |
U&ndock |
3047 | ଏକ ଡକିଂ ଷ୍ଟେସନ୍ ଠାରୁ ଆପଣଙ୍କର ଲେପ୍ଟପ୍ କିମ୍ଵା ନୋଟ୍ବୁକ୍ କମ୍ପ୍ୟୁଟର ଠାରୁ ଅପସାରଣ କରେ. |
Removes your laptop or notebook computer from a docking station. |
3050 | ସିଷ୍ଟମ୍ ବ୍ୟବସ୍ଥାପକ ଏହି ଉପଭୋକ୍ତା ଆକାଉଣ୍ଟ୍ ପାଇଁ କେତେକ ଶକ୍ତି ସ୍ଥିତିକୁ ଅକ୍ଷମ କରିଛନ୍ତି. |
The system administrator has disabled some power states for this user account. |
3052 | ଉପଭୋକ୍ତା ସୁଇଚ୍ କରନ୍ତୁ |
Switch user |
3053 | ଆପ୍ଲିକେସନ୍ସମୂହ ପ୍ରୋଗ୍ରାମ୍ଗୁଡିକୁ ବନ୍ଦ ନକରି ଉପଭୋକ୍ତାଗଣଙ୍କୁ ସୁଇଚ୍ କରନ୍ତୁ. |
Switch users without closing apps. |
3054 | ଉପଭୋକ୍&ତା ସୁଇଚ୍ କରନ୍ତୁ |
S&witch user |
3100 | ଆପଣ ଏହି କମ୍ପ୍ୟୁଟର କାହିଁକି ବନ୍ଦ କରିବାକୁ ଚାହାଁନ୍ତି ତାହା ସର୍ବୋତ୍ତମ ଭାବରେ ବ୍ୟାଖ୍ୟା କରିଥିବା ଏକ କାରଣ ବାଛନ୍ତୁ |
Choose a reason that best describes why you want to shut down this computer |
3101 | ଏହି କମ୍ପ୍ୟୁଟରଟି କେହି ଜଣେ ତଥାପି ବ୍ୟବହାର କରୁଛନ୍ତି. ଯଦି ଆପଣ ବର୍ତ୍ତମାନ ବନ୍ଦ କରନ୍ତି, ସଞ୍ଚୟ ହୋଇନଥିବା କାମ ନଷ୍ଟ ହୋଇପାରେ. |
Someone else is still using this computer. If you shut down now, they could lose unsaved work. |
3102 | ଯଦି ଆପଣ ବର୍ତ୍ତମାନ ବନ୍ଦ କରନ୍ତି, ଆପଣ ଏବଂ ଏହି କମ୍ପ୍ୟୁଟର ବ୍ୟବହାର କରୁଥିବା ଅନ୍ୟ ଲୋକମାନେ ସଞ୍ଚୟ ହୋଇନଥିବା କାମ ହରାଇ ପାରନ୍ତି. |
If you shut down now, you and any other people using this computer could lose unsaved work. |
3103 | ଏହି କମ୍ପ୍ୟୁଟରଟି କେହି ଜଣେ ତଥାପି ବ୍ୟବହାର କରୁଛନ୍ତି. ଯଦି ଆପଣ ବର୍ତ୍ତମାନ ପୁନଃ ଆରମ୍ଭ କରନ୍ତି, ସଞ୍ଚୟ ହୋଇନଥିବା କାମ ନଷ୍ଟ ହୋଇପାରେ. |
Someone else is still using this computer. If you restart now, they could lose unsaved work. |
3104 | ଯଦି ଆପଣ ବର୍ତ୍ତମାନ ପୁନଃ ଆରମ୍ଭ କରନ୍ତି, ଆପଣ ଏବଂ ଏହି କମ୍ପ୍ୟୁଟର ବ୍ୟବହାର କରୁଥିବା ଅନ୍ୟ ଲୋକମାନେଞ୍ଚୟ ହୋଇନଥିବା କାମ ହରାଇ ପାରନ୍ତି. |
If you restart now, you and any other people using this computer could lose unsaved work. |
3105 | ସମସ୍ତ ଆପ୍ଲିକେସନ୍ ବନ୍ଦ କରନ୍ତୁ ଏବଂ କମ୍ପ୍ୟୁଟର ଟର୍ନ୍ ଅଫ୍ କରନ୍ତୁ. |
Closes all apps and turns off the computer. |
3106 | ସମସ୍ତ ଆପ୍ଲିକେସନ୍ ବନ୍ଦ କରନ୍ତୁ, କମ୍ପ୍ୟୁଟର ଟର୍ନ୍ ଅଫ୍ କରନ୍ତୁ ଏବଂ ଏହାକୁ ପୁନଃ ଟର୍ନ୍ ଅନ୍ କରନ୍ତୁ. |
Closes all apps, turns off the computer, and then turns it on again. |
3107 | କମ୍ପ୍ୟୁଟର ଚାଲୁ ରହେ କିନ୍ତୁ ସ୍ୱଳ୍ପ ପାୱାର୍ ବ୍ୟବହାର କରେ. ଆପ୍ଲିକେସନ୍ଗୁଡିକ ଖୋଲା ରହେ ଫଳରେ ଯେତେବେଳେ କମ୍ପ୍ୟୁଟର ଜାଗ୍ରତ ହୁଏ, ଆପଣ ଯେଉଁଠାରେ ଛାଡିଥିଲେ ସେଠାକୁ ତୁରନ୍ତ ଫେରିବେ. |
The computer stays on but uses low power. Apps stay open so when the computer wakes up, you’re instantly back to where you left off. |
3108 | କମ୍ପ୍ୟୁଟର ଟର୍ନ୍ ଅଫ୍ ହୋଇଥାଏ କିନ୍ତୁ ଆପ୍ଲିକେସନ୍ଗୁଡିକ ଖୋଲା ରହିଥାଏ. ଯେତେବେଳେ କମ୍ପ୍ୟୁଟର ଟର୍ନ୍ ଅନ୍ ହୋଇଥାଏ, ଆପଣ ଯେଉଁଠାରେ ଛାଡିଥିଲେ ସେଠାକୁ ଫେରିବେ. |
Turns off the computer but apps stay open. When the computer is turned on, you’re back to where you left off. |
3109 | ସମସ୍ତ ଆପ୍ଲିକେସନ ବନ୍ଦ କରେ, କମ୍ପ୍ୟୁଟର ଅପଡେଟ୍ କରେ ଏବଂ ଏହାକୁ ଟର୍ନ୍ ଅଫ୍ କରେ. |
Closes all apps, updates the computer, and then turns it off. |
3110 | ସମସ୍ତ ଆପ୍ଲିକେସନ ବନ୍ଦ କରେ, କମ୍ପ୍ୟୁଟର ଅପଡେଟ୍ କରେ, ଏହାକୁ ଟର୍ନ୍ ଅଫ୍ କରେ ଏବଂ ଏହାକୁ ପୁନଃ ଟର୍ନ୍ ଅନ୍ କରେ. |
Closes all apps, updates the computer, turns it off, and then turns it on again. |
3111 | ଏହି ରିମୋଟ୍ କମ୍ପ୍ୟୁଟରକୁ ଆପଣଙ୍କ ସଂଯୋଜନା ସମାପ୍ତ କରନ୍ତୁ. |
Ends your connection to this remote computer. |
3112 | ଏହି କମ୍ପ୍ୟୁଟରରେ ଆପଣଙ୍କ ଆକାଉଣ୍ଟ ଲକ୍ କରେ. |
Locks your account on this computer. |