1100 | Sample header 1 |
Sample header 1 |
1101 | ଆଧୁନିକ ଆପ୍ଲିକେସନ୍ ଚାଳନ କରିବାକୁ ଆପଣଙ୍କର ସ୍କ୍ରିନ୍ ରିଜୋଲ୍ୟୁସନ୍ (%d x %d) ବହୁତ ଧିର ଅଟେ |
Your screen resolution (%d x %d) is too low to run modern application |
1110 | Sample header 2 |
Sample header 2 |
1111 | ଆପଣଙ୍କର ସ୍ପର୍ଶ ଡିଭାଇସ୍ ଏକାଧିକ-ସ୍ପର୍ଶ ସମର୍ଥନ କରୁ ନାହିଁ |
Your touch device does not support multi-touch |
1120 | ଆପଣଙ୍କର ସ୍କ୍ରିନ୍ ରିଜୋଲ୍ୟୁସନ୍ Windows ଷ୍ଟୋର୍ ଠାରୁ ଆପ୍ଲିକେସନ୍ ସଂସ୍ଥାପନ କରିବାକୁ ଆବଶ୍ୟକତାଗୁଡିକୁ ମେଳକ ହେଉ ନାହିଁ |
Your screen resolution doesn't meet the requirement to install apps from the Windows Store |
1121 | Windows ଷ୍ଟୋର୍ (ଏହା ଆପ୍ଲିକେସନ୍ ଅନ୍ତର୍ଭୁକ୍ତ କରେ ଯାହା ହୁଏତ ଆପଣଙ୍କର PC ରେ ପୂର୍ବ-ସଂସ୍ଥାପିତ ହୋଇଥିଇପାରେ) ଠାରୁ ଆପ୍ଲିକେସନ୍ ସଂସ୍ଥାପନ ଏବଂ ବ୍ୟବହାର କରିବାକୁ ଅତିକମ୍ରେ 1024 x 768 ର ଏକ ସ୍କ୍ରିନ୍ ରିଜୋଲ୍ୟୁସନ୍ ଆବଶ୍ୟକ କରନ୍ତି. ଆପଣ ହୁଏତ ପ୍ରଦର୍ଶନ ନିୟନ୍ତ୍ରଣ ପ୍ୟାନେଲ୍ରେ ଆପଣଙ୍କର ରିଜୋଲ୍ୟୁସନ୍ ବଦଳାଇବାକୁ ସମର୍ଥ୍ୟ ହୋଇଥାଇ ପାରନ୍ତି. |
You need a screen resolution of at least 1024 x 768 to install and use apps from the Windows Store (this includes apps that might be pre-installed on your PC). You might be able to change your resolution in the Display Control Panel. |
1130 | ଏହି PC ର ସ୍ପର୍ଶସ୍କ୍ରିନ୍ Windows 10 ପାଇଁ ପ୍ରସ୍ତୁତ ହୋଇନାହିଁ |
The touchscreen on this PC wasn't designed for Windows 10 |
1131 | ଆପଣ Windows 10 ସହିତ ଏହି ସ୍ପର୍ଶସ୍କ୍ରିନ୍ ବ୍ୟବହାର କରିପାରିବେ କିନ୍ତୁ ଏହା ପ୍ରତିକ୍ରିୟାପୂର୍ଣ୍ଣ ହୋଇପାରିବ ନାହିଁ ଏବଂ ଗେଶ୍ଚର୍ଗୁଡିକ Windows 10 ପାଇଁ ଏକ ସ୍ପର୍ଶ ଡିଜାଇନ୍ଯୁକ୍ତ ଭାବରେ ଯଥାର୍ଥ ହେବ ନାହିଁ. |
You can use this touchscreen with Windows 10 but it won't be as responsive and gestures won't be as precise as a touchscreen designed for Windows 10. |
1140 | Windows Media Center ପୂର୍ବସଂସ୍ଥାପିତ ହୋଇନାହିଁ |
Windows Media Center isn't preinstalled |
1141 | Windows 10 ରେ ଏହା ସଂସ୍ଥାପନ କରିବା ପୂର୍ବରୁ ସମ୍ଵନ୍ଧରେ ଅଧିକ ଜାଣନ୍ତୁ. |
Learn more about installing it in Windows 10. |
1150 | DVDଗୁଡିକ ଚାଳନ କରିବାକୁ ଏକ ଆପ୍ଲିକେସନ୍ ସଂସ୍ଥାପନ କରନ୍ତୁ |
Install an app to play DVDs |
1151 | Windows 10 ରେ DVD ଗୁଡିକ ଚାଳନ କରିବାକୁ ଏକ ଆପ୍ଲିକେସନ୍ ସଂସ୍ଥାପନ କରିବା ଆପଣଙ୍କୁ ଆବଶ୍ୟକ. |
You may need to install an app to play DVDs in Windows 10. |
1160 | ସ୍ନାପ୍ ସହିତ ଆପଣଙ୍କର ସ୍କ୍ରିନ୍ ରିଜୋଲ୍ୟୁସନ୍ ସୁସଙ୍ଗତ ନୁହେଁ |
Your screen resolution isn't compatible with snap |
1161 | ଯଦି ଏହା ସମ୍ଭବ, ସ୍ନାପ୍ ଆପ୍ଲିକେସନ୍କୁ ଆପଣଙ୍କର ସ୍କ୍ରିନ୍ ରିଜୋଲ୍ୟୁସନ୍ ଅତିକମ୍ରେ 1366 x 768 କୁ ବଦଳାନ୍ତୁ. |
If it's possible, change your screen resolution to at least 1366 x 768 to snap apps. |
1170 | Windows 10 ରେ ପାର୍ଶ୍ୱଦଣ୍ଡିକା ଗ୍ୟାଜେଟ୍ଗୁଡିକ ସମର୍ଥକପୂର୍ଣ୍ଣ ନୁହେଁ |
Sidebar gadgets aren't supported in Windows 10 |
1171 | Windows 10 ରେ ଆପଣଙ୍କର PC ରେ ସଂସ୍ଥାପନ ହୋଇଥିବା ପାର୍ଶ୍ଵଦଣ୍ଡିକା ଗ୍ୟାଜେଟ୍ଗୁଡିକ ବ୍ୟବହାର କରିବାକୁ ଆପଣ ସମାର୍ଥ୍ୟ ହେବେ ନାହିଁ. |
You won’t be able to use the sidebar gadgets that are installed on your PC in Windows 10. |
1180 | ଆପଣଙ୍କର ପ୍ରୋସେସର୍ରେ NX ଟର୍ନ୍ ଅନ୍ ହୋଇନାହିଁ କିମ୍ଵା ହୁଏତ NX ସମର୍ଥିତ ନଥାଇପାରେ |
Your processor doesn't have NX turned on or might not support NX |
1181 | ସଂସ୍ଥାପନ ସମୟରେ ସେଟ୍ଅପ୍ NX ଟର୍ନ୍ ଅନ୍ କରିବାକୁ ଚେଷ୍ଟା କରିବ. ଯଦି ଆପଣଙ୍କର ପ୍ରୋସେସର୍ NX ସମର୍ଥନ କରେ ନାହିଁ, ସଂସ୍ଥାପନ ବାତିଲ୍ ହେବ ଏବଂ ଆପଣଙ୍କର PC ବର୍ତ୍ତମାନର OS କୁ ଫେରିବ. |
Setup will attempt to turn on NX during installation. If your processor doesn't support NX, the installation will be cancelled and your PC will roll back to the current OS. |
1190 | ଅଦ୍ୟତନ ସହିତ ସଙ୍ଗୀତ ଏବଂ ଭିଡିଓ ବିଷୟବସ୍ତୁ ହରାଇବା |
Loss of music and video content with update |
1191 | ଆମେ ଆପଣଙ୍କୁ ଅନୁମୋଦିତ କରୁ ଯେ ଆପଣ ଏହି ଅଦ୍ୟତନ ଅଗ୍ରଗତି କରନ୍ତୁ ନାହିଁ ଯେପରି କି ଆପଣଙ୍କର ଡିଭାଇସ୍ରେ ହୁଏତ କିଛି ସଙ୍ଗୀତ କିମ୍ଵା ଭିଡିଓ ରହିଛି ଯାହା ଏକ ପୁରୁଣା ଅଧିକାର ପରିଚାଳନା ଟେକ୍ନୋଲୋଜି ଦ୍ଵାରା ସୁରକ୍ଷିତ ଅଟେ, ଯାହା ସମର୍ଥିତ ନୁହେଁ. ଯଦି ଆପଣ ଏହି ଅଦ୍ୟତନ ସଂସ୍ଥାପନ କରିବେ, ଆପଣ ହୁଏତ ଏହି ସଙ୍ଗୀତ କିମ୍ଵା ଭିଡିଓ ଫାଇଲଗୁଡିକ ଚାଳନ କରିବାକୁ ସକ୍ଷମ ହୋଇ ନପାରନ୍ତି. ପ୍ରତିରୋଧ କରିବାକୁ ଏହି ସଂଳାପ ବାକ୍ସ ବନ୍ଦ କରନ୍ତୁ, କିମ୍ଵା ଆପଣ ଅଦ୍ୟତନ ସଂସ୍ଥାପନ କରିବାକୁ ସୁନିଶ୍ଚିତ କରିବାକୁ ମନୋନୟନ କରିପାରିବେ. ଅଧିକ ସୂଚନା ପାଇଁ, http://support.microsoft.com/windows10wmdrm କୁ ଯାଆନ୍ତୁ |
We recommend you do not proceed with this update as your device may have some music or video content that is protected by an older rights management technology, which is not supported. If you install this update, you may no longer be able to play these music or video files. Close this dialog box to cancel, or you can choose to confirm to install the update. For more info, go to https://support.microsoft.com/windows10wmdrm |
1204 | ଆପଣଙ୍କର PC ସହିତ ସୁରକ୍ଷିତ ବୁଟ୍ ସୁସଙ୍ଗତ ନୁହେଁ |
Secure Boot isn't compatible with your PC |
1205 | ଆପଣଙ୍କର PC'ର ଫାର୍ମ୍ୱେର୍ ସୁରକ୍ଷିତ ବୁଟ୍ ସମର୍ଥନ କରେ ନାହିଁ ଯାହା ଦ୍ଵାରା ଆପଣ ଏହାକୁ Windows 10 ରେ ବ୍ୟବହାର କରିବାକୁ ସାମର୍ଥ୍ୟ ହୋଇପାରିବେ ନାହିଁ. |
Your PC's firmware doesn't support Secure Boot so you won't be able to use it in Windows 10. |
1216 | ଏହି PC ରେ Windows ମିଡିଆ କେନ୍ଦ୍ର ସଂସ୍ଥାପନ ହୋଇଛି |
Windows Media Center is installed on this PC |
1217 | ନବୀକରଣ ସମୟରେ Windows ମିଡିଆ କେନ୍ଦ୍ର ଅଣସଂସ୍ଥାପିତ ରହିବ. ଏହା Windows 10 ରେ ଉପଲବ୍ଧ ନାହିଁ. |
Windows Media Center will be uninstalled during the upgrade. It isn't available in Windows 10. |
1220 | ଆପଣ Windows 10ରେ ଆପଣଙ୍କ ଡିସପ୍ଲେରେ ସମସ୍ୟା ଦେଖିବେ. |
You'll have problems with your display in Windows 10. |