fingerprintcredential.dll.mui WinBio ଫିଙ୍ଗରପ୍ରିଣ୍ଟ କ୍ରେଡେନ୍‌ସିଆଲ୍‌ଗୁଡିକ 71674b4e85af3b9f41c8c1f7cecb3bb7

File info

File name: fingerprintcredential.dll.mui
Size: 10752 byte
MD5: 71674b4e85af3b9f41c8c1f7cecb3bb7
SHA1: 653d0d375dd5adeaada0393eef0bbea84123b26b
SHA256: 690fcf2168655439765318f8f2348ae4206d5a399c1b1f0ba80d3a9143b890ba
Operating systems: Windows 10
Extension: MUI

Translations messages and strings

If an error occurred or the following message in Oriya language and you cannot find a solution, than check answer in English. Table below helps to know how correctly this phrase sounds in English.

id Oriya English
1ଫିଙ୍ଗରପ୍ରିଣ୍ଟ Fingerprint
2ସାଇନ୍ ଇନ୍ କରିବାକୁ, ଫିଙ୍ଗରପ୍ରିଣ୍ଟ ରିଡର୍‌ରେ ଏକ ପଞ୍ଜିକୃତ ଆଙ୍ଗୁଠୀ ସ୍କେନ୍ କରନ୍ତୁ. To sign in, scan a registered finger on the fingerprint reader.
3PC ଅଣଲକ୍ କରିବାକୁ, ଫିଙ୍ଗରପ୍ରିଣ୍ଟ ପଠନରେ ଏକ ପଞ୍ଜିକୃତ ଆଙ୍ଗୁଠୀ ସ୍କେନ୍ କରନ୍ତୁ. To unlock the PC, scan a registered finger on the fingerprint reader.
101Windows ଆପଣଙ୍କୁ ସାଇନ୍ ଇନ୍ କରିବ ନାହିଁ. Windows couldn’t sign you in.
110ଆପଣଙ୍କର ଡିଭାଇସ୍ ଆପଣଙ୍କୁ ଚିହ୍ନଟ କରିବାରେ ସମସ୍ୟା ଅନୁଭବ କରୁଛି. ଦୟାକରି ପୁଣି ଚେଷ୍ଟା କରନ୍ତୁ. Your device is having trouble recognizing you. Please try again.
111ସେହି ଫିଙ୍ଗରପ୍ରିଙ୍ଗ ଚିହ୍ନଟ କରିପାରିଲା ନାହିଁ. ଆପଣ Windows Hello ରେ ଆପଣଙ୍କର ଫିଙ୍ଗରପ୍ରିଣ୍ଟ ସେଟ୍‍ ଅପ୍‍ କରିଥିବା ନିଶ୍ଚିତ କରନ୍ତୁ. Couldn’t recognize that fingerprint. Make sure you’ve set up your fingerprint in Windows Hello.
112ପାସ୍‌ୱାର୍ଡ୍ ଭୁଲ୍ ଅଟେ. The password is incorrect.
113ଫିଙ୍ଗରପ୍ରିଣ୍ଟ ଡାଟାବେସ୍‌ରେ ସଞ୍ଚୟ ହୋଇଥିବା ପାସ୍‌ୱାର୍ଡ୍ ସଠିକ୍ ନୁହେଁ. The password saved in the fingerprint database is not correct.
116ବର୍ତ୍ତମାନ ଫିଙ୍ଗରପ୍ରିଣ୍ଟ ସାଇନ୍‍-ଇନ୍‍ ଆପଣଙ୍କର ବ୍ୟବସ୍ଥାପକଙ୍କ ଦ୍ୱାରା ଅକ୍ଷମ କରାଯାଇଛି. Fingerprint sign-in is currently disabled by your administrator.
118ଦୁଃଖିତ, ଆପଣଙ୍କୁ ଆପଣଙ୍କର ଫିଙ୍ଗରପ୍ରିଣ୍ଟ ସହିତ ସାଇନ୍ ଇନ୍ କରିପାରୁ ନାହିଁ. ଆପଣଙ୍କର PIN ସହିତ ସାଇନ୍ ଇନ୍ କରିବାକୁ ଚେଷ୍ଟା କରନ୍ତୁ. Sorry, Windows couldn’t sign you in with your fingerprint. Try signing in with your PIN.
119ଅତ୍ୟଧିକ ସାଇନ୍-ଇନ୍ ଚେଷ୍ଟା ଯୋଗୁଁ Windows Hello ଅବରୋଧିତ ହୋଇଛି. ହେଲ୍ଲୋ ଅଣଅବରୋଧିତ କରିବାକୁ, ଆପଣଙ୍କର PIN ସହିତ ସାଇନ୍ ଇନ୍ କରନ୍ତୁ. Windows Hello has been blocked due to too many sign-in attempts. To unblock Hello, sign in with your PIN.
120ଏକ ଫିଙ୍ଗରପ୍ରିଣ୍ଟ ସାଇନ୍-ଇନ୍ ସମ୍ପୁର୍ଣ୍ଣ କରିବାକୁ Windows ପାଖରେ ପର୍ଯ୍ୟାପ୍ତ ଉତ୍ସ ନାହିଁ. ଅନ୍ୟ ସାଇନ୍-ଇନ୍ ପଦ୍ଧତି ଚେଷ୍ଟା କରନ୍ତୁ. Windows didn’t have sufficient resources to complete a fingerprint sign-in. Try another sign-in method.
140ଫିଙ୍ଗରପ୍ରିଣ୍ଟ ସାଇନ୍‍-ଇନ୍‍ ଟର୍ନ୍‍ ଅନ୍‍ କରିବାକୁ ଆପଣଙ୍କର ପାସ୍‍ୱାର୍ଡ ଏଣ୍ଟର୍‍ କରନ୍ତୁ. Enter your password to turn on fingerprint sign-in.
141ଫିଙ୍ଗରପ୍ରିଣ୍ଟ ଅଣଲକ୍‍ ସକ୍ଷମ କରିବା ପାଇଁ ଆପଣଙ୍କ ବର୍ତ୍ତମାନର ପାସ୍‍ୱାର୍ଡ ଏଣ୍ଟର୍‍ କରନ୍ତୁ. Enter your current password to enable fingerprint unlock.
143ଆପଣଙ୍କର ଆଙ୍ଗୁଠି ଟିକେ ଉପରକୁ ଘୁଞ୍ଚାନ୍ତୁ. Move your finger slightly higher.
144ଆପଣଙ୍କର ଆଙ୍ଗୁଠି ଟିକେ ତଳକୁ ଘୁଞ୍ଚାନ୍ତୁ. Move your finger slightly lower.
145ଆପଣଙ୍କର ଆଙ୍ଗୁଠି ଟିକେ ବାମକୁ ଘୁଞ୍ଚାନ୍ତୁ. Move your finger slightly to the left.
146ଆପଣଙ୍କର ଆଙ୍ଗୁଠି ଟିକେ ଡାହାଣକୁ ଘୁଞ୍ଚାନ୍ତୁ. Move your finger slightly to the right.
147ରିଡର୍ ଉପରେ ଆପଣଙ୍କର ଆଙ୍ଗୁଠୀ ବହୁତ ଧିରେ ଧିରେ ଘୁଞ୍ଚାନ୍ତୁ. Move your finger more slowly across the reader.
148ରିଡର୍ ଉପରେ ଆପଣଙ୍କର ଆଙ୍ଗୁଠୀ ଶିଘ୍ର ଶିଘ୍ର ଘୁଞ୍ଚାନ୍ତୁ. Move your finger more quickly across the reader.
149ଫିଙ୍ଗରପ୍ରିଣ୍ଟ ରିଡର୍ ବ୍ୟବହାର କରିବା ବେଳେ ଆପଣଙ୍କର ଆଙ୍ଗୁଠୀ ସିଧା ଧରି ରଖି ଚେଷ୍ଟା କରନ୍ତୁ. Try holding your finger flat and straight when using the fingerprint reader.
150ଫିଙ୍ଗରପ୍ରିଣ୍ଟ ରିଡର୍‌ରେ ଏକ ଲମ୍ଵା ଷ୍ଟ୍ରୋକ୍ ବ୍ୟବହାର କରି ଚେଷ୍ଟା କରନ୍ତୁ. Try using a longer stroke across the fingerprint reader.
151ଆପଣଙ୍କୁ ଚିହ୍ନଟ କରିବାରେ ଆପଣଙ୍କ ଡିଭାଇସ୍‍ର ସମସ୍ୟା ରହିଛି. ଆପଣଙ୍କର ସେନସର୍‍ ପରିଷ୍କାର ଥିବା ନିଶ୍ଚିତ କରନ୍ତୁ. Your device is having trouble recognizing you. Make sure your sensor is clean.
152ଏହି ଡିଭାଇସ୍‌ରେ ପୂର୍ବରୁ ଅନ୍ୟ କେହିଜଣେ ସାଇନ୍ ଇନ୍ କରିଛନ୍ତି. ଆପଣ ସାଇନ୍ ଇନ୍ କରିବା ପୂର୍ବରୁ ସେ ସାଇନ୍ ଆଉଟ୍ ହେବା ଆବଶ୍ୟକ. Someone is already signed in on this device. They need to sign out before you can sign in.
154ଦୁଃଖିତ, କିଛି ଭୁଲ୍ ହୋଇଛି. ଦୟାକରି ପୁଣି ଚେଷ୍ଟା କରନ୍ତୁ. Sorry, something went wrong. Please try again.
155Windows ଆପଣଙ୍କର ଫିଙ୍ଗରପ୍ରିଣ୍ଟ କ୍ରେଡେନ୍‌ସିଆଲ୍‌ଗୁଡିକୁ ବ୍ୟବହାର କରିବ ନାହିଁ କାରଣ ଏହା ଆପଣଙ୍କର ଡୋମେନ୍ ସମ୍ପର୍କ କରିପାରୁ ନାହିଁ. ଅନ୍ୟ ନେଟ୍‌ୱାର୍କ୍‌କୁ ସଂଯୋଗ କରିବାକୁ ଚେଷ୍ଟା କରନ୍ତୁ. Windows could not use your fingerprint credentials because it could not contact your domain. Try connecting to another network.
156ଅନ୍ୟ ଜଣେ ଉପଭୋକ୍ତା ଏହି ଡିଭାଇସ୍‍ ଲକ୍‍ କରିଛନ୍ତି. ସାଇନ୍‍ ଇନ୍‍ କରିବାକୁ, Esc ଦବାନ୍ତୁ, ଏବଂ ତାପରେ ଉପଭୋକ୍ତା ସୁଇଚ୍‍ କରିବା କ୍ଲିକ୍‍ କରନ୍ତୁ. Another user has locked this device. To sign in, press Esc, and then click Switch user.
159ସେହି ଫିଙ୍ଗରପ୍ରିଣ୍ଟ ଏହି ଏକାଉଣ୍ଟ୍ ପାଇଁ ପଞ୍ଜିକୃତ ହୋଇନାହିଁ. That fingerprint isn’t registered for this account.
164ଆପଣ ଏଣ୍ଟର୍ କରିଥିବା ପାସ୍‌ୱାର୍ଡ୍ ମେଳ ଖାଉ ନାହିଁ. The passwords you entered did not match.
165ଆପଣଙ୍କର ଏକାଉଣ୍ଟରେ ସମୟ ପ୍ରତିବନ୍ଧକ ରହିଛି ଯାହା ଆପଣଙ୍କୁ ବର୍ତ୍ତମାନ ସାଇନ୍‍ ଇନ୍‍ କରିବା ଠାରୁ ନିବାରଣ କରିଥାଏ. ପରେ ପୁନଃ ଚେଷ୍ଟା କରନ୍ତୁ. Your account has time restrictions that keep you from signing in right now. Try again later.
166ଏହି କମ୍ପ୍ୟୁଟର୍ ବ୍ୟବହାର କରିବା ଠାରୁ ଆପଣଙ୍କୁ ଆପଣଙ୍କର ଏକାଉଣ୍ଟ୍ ବିନ୍ୟାସ ହୋଇଛି. ଦୟାକରି ଅନ୍ୟ କମ୍ପ୍ୟୁଟର୍ ଚେଷ୍ଟା କରନ୍ତୁ. Your account is configured to prevent you from using this computer. Please try another computer.
167ଆପଣଙ୍କର ଏକାଉଣ୍ଟ୍ ଅକ୍ଷମ ହୋଇଛି. ଆପଣଙ୍କର ସିଷ୍ଟମ୍‍ ବ୍ୟବସ୍ଥାପକଙ୍କ ସହିତ ସମ୍ପର୍କ କରନ୍ତୁ. Your account has been disabled. Contact your system administrator.
168ଆପଣଙ୍କର ଏକାଉଣ୍ଟ୍ ସମୟସୀମା ସମାପ୍ତ ହୋଇଛି. ଆପଣଙ୍କର ସିଷ୍ଟମ୍‍ ବ୍ୟବସ୍ଥାପକଙ୍କ ସହିତ ସମ୍ପର୍କ କରନ୍ତୁ. Your account has expired. Contact your system administrator.
169ଏକ ଏକାଉଣ୍ଟ୍ ପ୍ରତିବନ୍ଧ ଯୋଗୁଁ ଆପଣ ସାଇନ୍ ଇନ୍ କରିପାରିବେ ନାହିଁ. You can’t sign in because of an account restriction.
170ବର୍ତ୍ତମାନ ଏହି ଏକାଉଣ୍ଟର ପାସୱାର୍ଡ୍ ପରିବର୍ତ୍ତନ ହୋଇପାରିବ ନାହିଁ. The password on this account cannot be changed at this time.
171ଆପଣଙ୍କର ପାସ୍‌ୱାର୍ଡ୍ ସମୟସୀମା ସମାପ୍ତ ହୋଇଛି. ଏକ ନୂତନ ପାସ୍‌ୱାର୍ଡ୍ ସେଟ୍ କରିବାକୁ, ଓକେ ଚୟନ କରନ୍ତୁ, ଉପଭୋକ୍ତା ସୁଇଚ୍ ଚୟନ କରନ୍ତୁ, ଆପଣଙ୍କର ବର୍ତ୍ତମାନର ପାସ୍‌ୱାର୍ଡ୍ ପୁନଃପ୍ରବେଶ କରନ୍ତୁ, ଏବଂ ତାପରେ ସ୍କ୍ରିନ୍‌ରେ ତ୍ଵରିତଗୁଡିକୁ ଅନୁସରଣ କରନ୍ତୁ. Your password has expired. To set a new password, select OK, select Switch user, reenter your current password, and then follow the prompts on the screen.
172ଆପଣଙ୍କର ପାସ୍‌ୱାର୍ଡ୍‌ର ସମୟସୀମା ସମାପ୍ତ ହୋଇଛି ତାହା ପରିବର୍ତ୍ତନ କରିବା ଆବଶ୍ୟକ. Your password has expired and must be changed.
174ଆପଣ ବ୍ୟବହାର କରିବାକୁ ଚେଷ୍ଟା କରୁଥିବା ସାଇନ୍-ଇନ୍ ପଦ୍ଧତି ଅନୁମୋଦିତ ନୁହେଁ. ଅଧିକ ସୂଚନା ପାଇଁ, ଆପଣଙ୍କର ନେଟ୍‌ୱାର୍କ୍ ବ୍ୟବସ୍ଥାପକଙ୍କୁ ସମ୍ପର୍କ କରନ୍ତୁ. The sign-in method you’re trying to use isn’t allowed on this PC. For more info, contact your network administrator.
1011ଫିଙ୍ଗରପ୍ରିଣ୍ଟ ସାଇନ୍‍-ଇନ୍‍ Fingerprint sign-in
1012ପ୍ରଦର୍ଶନ ନାମ Display name
1013ଉପଭୋକ୍ତା ସ୍ଥିତି User status
1014ଫିଙ୍ଗରପ୍ରିଣ୍ଟ ସାଇନ୍‍-ଇନ୍‍ ପ୍ରମ୍ପ୍ଟ Fingerprint sign-in prompt
1015ବର୍ତ୍ତମାନର ପାସ୍‍ୱାର୍ଡ Current password
1016ନୂତନ ପାସ୍‌ୱାର୍ଡ New password
1017ପାସ୍‍ୱାର୍ଡ ସୁନିଶ୍ଚିତ କରନ୍ତୁ Confirm password
1018ଠିକ୍ ଅଛି OK
1101ଫିଙ୍ଗରପ୍ରିଣ୍ଟ ଅଣଲକ୍‍ Fingerprint unlock

EXIF

File Name:fingerprintcredential.dll.mui
Directory:%WINDIR%\WinSxS\amd64_microsoft-windows-s..redential.resources_31bf3856ad364e35_10.0.15063.0_or-in_4564912be0dc380e\
File Size:10 kB
File Permissions:rw-rw-rw-
File Type:Win32 DLL
File Type Extension:dll
MIME Type:application/octet-stream
Machine Type:Intel 386 or later, and compatibles
Time Stamp:0000:00:00 00:00:00
PE Type:PE32
Linker Version:14.10
Code Size:0
Initialized Data Size:10240
Uninitialized Data Size:0
Entry Point:0x0000
OS Version:10.0
Image Version:10.0
Subsystem Version:6.0
Subsystem:Windows GUI
File Version Number:10.0.15063.0
Product Version Number:10.0.15063.0
File Flags Mask:0x003f
File Flags:(none)
File OS:Windows NT 32-bit
Object File Type:Dynamic link library
File Subtype:0
Language Code:Oriya
Character Set:Unicode
Company Name:Microsoft Corporation
File Description:WinBio ଫିଙ୍ଗରପ୍ରିଣ୍ଟ କ୍ରେଡେନ୍‌ସିଆଲ୍‌ଗୁଡିକ
File Version:10.0.15063.0 (WinBuild.160101.0800)
Internal Name:fingerprintcredential
Legal Copyright:© Microsoft Corporation. ସର୍ବସତ୍ତ୍ଵ ସଂରକ୍ଷିତ.
Original File Name:fingerprintcredential.dll.mui
Product Name:Microsoft® Windows® Operating System
Product Version:10.0.15063.0
Directory:%WINDIR%\WinSxS\wow64_microsoft-windows-s..redential.resources_31bf3856ad364e35_10.0.15063.0_or-in_4fb93b7e153cfa09\

What is fingerprintcredential.dll.mui?

fingerprintcredential.dll.mui is Multilingual User Interface resource file that contain Oriya language for file fingerprintcredential.dll (WinBio ଫିଙ୍ଗରପ୍ରିଣ୍ଟ କ୍ରେଡେନ୍‌ସିଆଲ୍‌ଗୁଡିକ).

File version info

File Description:WinBio ଫିଙ୍ଗରପ୍ରିଣ୍ଟ କ୍ରେଡେନ୍‌ସିଆଲ୍‌ଗୁଡିକ
File Version:10.0.15063.0 (WinBuild.160101.0800)
Company Name:Microsoft Corporation
Internal Name:fingerprintcredential
Legal Copyright:© Microsoft Corporation. ସର୍ବସତ୍ତ୍ଵ ସଂରକ୍ଷିତ.
Original Filename:fingerprintcredential.dll.mui
Product Name:Microsoft® Windows® Operating System
Product Version:10.0.15063.0
Translation:0x448, 1200