100 | ଅନ୍ୟ ଉପଭୋକ୍ତା ସାଇନ୍ ଇନ୍ କରିଛନ୍ତି. ଯଦି ଆପଣ ଜାରି ରଖିବେ, ସେମାନେ ସାଇନ୍ ଆଉଟ୍ ହେବେ ଏବଂ ହୁଏତ ଅଣସଂରକ୍ଷିତ କାର୍ଯ୍ୟ ହରାଇ ପାରନ୍ତି. ଆପଣ ଯେପରି ଭାବରେ ସାଇନ୍ ଇନ୍ କରିବାକୁ ଚାହୁଁଛନ୍ତି? |
Another user is signed in. If you continue, they’ll be signed out and might lose unsaved work. Do you want to sign in anyway? |
101 | ଅନ୍ୟ ଉପଭୋକ୍ତା ସାଇନ୍ ଇନ୍ କରିଛନ୍ତି. ଯଦି ଆପଣ ଜାରି ରଖିବେ, ସେଗୁଡିକ ବିଚ୍ଛିନ୍ନ ହେବ. ଆପଣ ଯେପରି ଭାବରେ ସାଇନ୍ ଇନ୍ କରିବାକୁ ଚାହୁଁଛନ୍ତି କି? |
Another user is signed in. If you continue, they’ll be disconnected. Do you want to sign in anyway? |
102 | ଅନାବରୋଧ କରିବାକୁ Ctrl+Alt+Delete ଦବାନ୍ତୁ. |
Press Ctrl+Alt+Delete to unlock. |
103 | Ctrl+Alt+Delete ଦବାନ୍ତୁ ବା ଅନାବରୋଧ କରିବାକୁ Windows ସୁରକ୍ଷା ବଟନ୍ ବ୍ୟବହାର କରନ୍ତୁ. |
Press Ctrl+Alt+Delete or use the Windows Security button to unlock. |
104 | Windows ବଟନ୍ ଦବାନ୍ତୁ ଏବଂ ଧରି ରଖନ୍ତୁ, ଏବଂ ତାପରେ ଅଣଲକ୍ କରିବାକୁ ପାୱାର୍ ବଟନ୍ ଦବାନ୍ତୁ. |
Press and hold the Windows button, and then press the power button to unlock. |
105 | Windows ବଟନ୍ ଦବାନ୍ତୁ ଏବଂ ଧରି ରଖନ୍ତୁ, ଏବଂ ତାପରେ ଅଣଲକ୍ କରିବାକୁ ପାୱାର୍ ବଟନ୍ ଦବାନ୍ତୁ. (କିମ୍ବା Ctrl+Alt+Delete ଦବାଇ ଆପଣ ଅଣଲକ୍ କରିପାରିବେ.) |
Press and hold the Windows button, and then press the power button to unlock. (Or you can unlock by pressing Ctrl+Alt+Delete.) |
106 | ସେହି ପାସ୍ୱାର୍ଡ ସଠିକ୍ ନୁହେଁ. ସତର୍କ ରୁହନ୍ତୁ—ଯଦି ଆପଣ ଭୁଲ୍ ପାସ୍ୱାର୍ଡ ଏଣ୍ଟର୍ କରିବା ଜାରି ରଖିବେ, ଆପଣ ଆପଣଙ୍କର ଡାଟାକୁ ସୁରକ୍ଷା ଦେବା ପାଇଁ ସହାୟତା କରିବାରେ ପ୍ରତିବନ୍ଧିତ ହେବେ. ଅଣଲକ୍ କରିବାକୁ, ଆପଣ ଏକ BitLocker ପୁନରୁଦ୍ଧାର କୀ ଆବଶ୍ୟକ କରନ୍ତି. |
That password isn’t correct. Be careful—if you keep entering the wrong password, you’ll be locked out to help protect your data. To unlock, you’ll need a BitLocker recovery key. |
107 | ସେହି ପାସ୍ୱାର୍ଡ୍ ଭୂଲ୍ ଅଟେ ସତର୍କ ରୁହନ୍ତୁ—ଯଦି ଆପଣ ଭୂଲ୍ ପାସ୍ୱାର୍ଡ୍ ଏଣ୍ଟର୍ ଜାରି ରଖିବେ, Windows ସ୍ଵତଃସ୍ପୃତ ଭାବରେ ଆପଣଙ୍କର ଡାଟା ସୁରକ୍ଷିତ ରଖିବାରେ ସହାୟତା କରିବା. |
That password isn’t correct. Be careful—if you keep entering the wrong password, Windows will automatically restart to help protect your data. |
108 | ସେହି ପାସ୍ୱାର୍ଡ ସଠିକ୍ ନୁହେଁ. ସତର୍କ ରୁହନ୍ତୁ—ଯଦି ଆପଣ ଭୁଲ୍ ପାସ୍ୱାର୍ଡ ଏଣ୍ଟର୍ କରିବା ଜାରି ରଖିବେ, ଆପଣ ଆପଣଙ୍କର ଡାଟାକୁ ସୁରକ୍ଷା ଦେବା ପାଇଁ ସହାୟତା କରିବାରେ ପ୍ରତିବନ୍ଧିତ ହେବେ. ଅଣଲକ୍ କରିବାକୁ, ଆପଣ ଆପଣଙ୍କ ଏନକ୍ରିପସନ୍ ପ୍ରଦାନକାରୀ ଠାରୁ ଏକ ପୁନରୁଦ୍ଧାର କୀ ଆବଶ୍ୟକ କରନ୍ତି. |
That password isn’t correct. Be careful—if you keep entering the wrong password, you’ll be locked out to help protect your data. To unlock, you’ll need a recovery key from your encryption provider. |
109 | ଦୟାକରି ଅପେକ୍ଷା କରନ୍ତୁ |
Please wait |
110 | ପାୱାର୍ ବଟନ୍ ଦବାଇବା ସହିତ ଧରି ରଖନ୍ତୁ, ଏବଂ ତାପରେ ଅଣଲକ୍ କରିବା ପାଇଁ ଭଲ୍ୟୁମ୍ ଡାଉନ୍ ବଟନ୍ ଦବାନ୍ତୁ |
Press and hold the power button, and then press the volume down button to unlock |
111 | ପାୱାର୍ ବଟନ୍ ଦବାଇବା ସହିତ ଧରି ରଖନ୍ତୁ, ଏବଂ ତାପରେ ଅଣଲକ୍ କରିବା ପାଇଁ ଭଲ୍ୟୁମ୍ ଡାଉନ୍ ବଟନ୍ ଦବାନ୍ତୁ. (କିମ୍ବା ଆପଣ Ctrl+Alt+ବିଲୋପ) କରି ଅଣଲକ୍ କରିପାରିବେ.) |
Press and hold the power button, and then press the volume down button to unlock. (Or you can unlock by pressing Ctrl+Alt+Delete.) |
112 | କେବଳ କିଛି କ୍ଷଣ... |
Just a moment... |