1 | ଫିଙ୍ଗରପ୍ରିଣ୍ଟ |
Fingerprint |
2 | ସାଇନ୍ ଇନ୍ କରିବାକୁ, ଫିଙ୍ଗରପ୍ରିଣ୍ଟ ରିଡରରେ ଆପଣଙ୍କ ଆଙ୍ଗୁଠି ସ୍କାନ୍ କରନ୍ତୁ. |
To sign in, scan your finger on the fingerprint reader. |
3 | ଆପଣଙ୍କ ଡିଭାଇସ୍ ଅଣଲକ୍ କରିବାକୁ, ଫିଙ୍ଗରପ୍ରିଣ୍ଟ ରିଡରରେ ଆପଣଙ୍କ ଆଙ୍ଗୁଠି ସ୍କାନ୍ କରନ୍ତୁ. |
To unlock your device, scan your finger on the fingerprint reader. |
5 | ଫିଙ୍ଗରପ୍ରିଣ୍ଟ ରିଡରରେ ଆପଣଙ୍କର ଆଙ୍ଗୁଠି ସ୍କାନ୍ କରନ୍ତୁ. |
Scan your finger on the fingerprint reader. |
6 | ଆପଣଙ୍କ PIN ସାଇନ୍ ଇନ୍ ଆବଶ୍ୟକ କରେ. |
Your PIN is required to sign in. |
10 | ହେଲୋ %1!s! |
Hello %1!s! |
101 | Windows ଆପଣଙ୍କୁ ସାଇନ୍ ଇନ୍ କରିପାରିଲା ନାହିଁ. |
Windows couldn’t sign you in. |
110 | ଆପଣଙ୍କର ଡିଭାଇସ୍ ଆପଣଙ୍କୁ ଚିହ୍ନଟ କରିବାରେ ସମସ୍ୟା ଅନୁଭବ କରୁଛି. ଦୟାକରି ପୁଣି ଚେଷ୍ଟା କରନ୍ତୁ. |
Your device is having trouble recognizing you. Please try again. |
111 | ସେହି ଫିଙ୍ଗରପ୍ରିଣ୍ଟକୁ ଚିହ୍ନଟ କରିପାରିଲା ନାହିଁ. ଆପଣ Windows Hello ରେ ଆପଣଙ୍କର ଫିଙ୍ଗରପ୍ରିଣ୍ଟ ସେଟ୍ ଅପ୍ କରିଥିବା ନିଶ୍ଚିତ କରନ୍ତୁ. |
Couldn’t recognize that fingerprint. Make sure you’ve set up your fingerprint in Windows Hello. |
112 | ସାଇନ୍ ଇନ୍ କରିବା ପାଇଁ ଆପଣ ଆପଣଙ୍କ ଫିଙ୍ଗରପ୍ରିଣ୍ଟ ବ୍ୟବହାର କରିପାରିବା ପୂର୍ବରୁ, ଆପଣଙ୍କୁ ଏକ PIN ସେଟ୍ ଅପ୍ କରିବାକୁ ପଡିବ. |
Before you can start using your fingerprint to sign in, you have to set up a PIN. |
116 | ବର୍ତ୍ତମାନ ଫିଙ୍ଗରପ୍ରିଣ୍ଟ ସାଇନ୍-ଇନ୍ ଆପଣଙ୍କର ବ୍ୟବସ୍ଥାପକଙ୍କ ଦ୍ୱାରା ଅକ୍ଷମ କରାଯାଇଛି. |
Fingerprint sign-in is currently disabled by your administrator. |
143 | ଆପଣଙ୍କର ଆଙ୍ଗୁଠି ଟିକେ ଉପରକୁ ଘୁଞ୍ଚାନ୍ତୁ. |
Move your finger slightly higher. |
144 | ଆପଣଙ୍କର ଆଙ୍ଗୁଠି ଟିକେ ତଳକୁ ଘୁଞ୍ଚାନ୍ତୁ. |
Move your finger slightly lower. |
145 | ଆପଣଙ୍କର ଆଙ୍ଗୁଠି ଟିକେ ବାମକୁ ଘୁଞ୍ଚାନ୍ତୁ. |
Move your finger slightly to the left. |
146 | ଆପଣଙ୍କର ଆଙ୍ଗୁଠି ଟିକେ ଡାହାଣକୁ ଘୁଞ୍ଚାନ୍ତୁ. |
Move your finger slightly to the right. |
147 | ରିଡର୍ ଉପରେ ଆପଣଙ୍କର ଆଙ୍ଗୁଠି ବହୁତ ଧିରେ ଧିରେ ଘୁଞ୍ଚାନ୍ତୁ. |
Move your finger more slowly across the reader. |
148 | ରିଡର୍ ଉପରେ ଆପଣଙ୍କର ଆଙ୍ଗୁଠି ଶିଘ୍ର ଶିଘ୍ର ଘୁଞ୍ଚାନ୍ତୁ. |
Move your finger more quickly across the reader. |
149 | ଫିଙ୍ଗରପ୍ରିଣ୍ଟ ରିଡର୍ ବ୍ୟବହାର କରିବା ବେଳେ ଆପଣଙ୍କର ଆଙ୍ଗୁଠି ସିଧା ଧରି ରଖି ଚେଷ୍ଟା କରନ୍ତୁ. |
Try holding your finger flat and straight when using the fingerprint reader. |
150 | ଫିଙ୍ଗରପ୍ରିଣ୍ଟ ରିଡର୍ରେ ଏକ ଲମ୍ଵା ଷ୍ଟ୍ରୋକ୍ ବ୍ୟବହାର କରି ଚେଷ୍ଟା କରନ୍ତୁ. |
Try using a longer stroke across the fingerprint reader. |
151 | ଆପଣଙ୍କୁ ଚିହ୍ନଟ କରିବାରେ ଆପଣଙ୍କ ଡିଭାଇସ୍ର ସମସ୍ୟା ରହିଛି. ଆପଣଙ୍କର ସେନସର୍ ପରିଷ୍କାର ଥିବା ନିଶ୍ଚିତ କରନ୍ତୁ. |
Your device is having trouble recognizing you. Make sure your sensor is clean. |
152 | ଏହି ଡିଭାଇସ୍ରେ ପୂର୍ବରୁ ଅନ୍ୟ କେହିଜଣେ ସାଇନ୍ ଇନ୍ କରିଛନ୍ତି. ଆପଣ ସାଇନ୍ ଇନ୍ କରିବା ପୂର୍ବରୁ ସେ ସାଇନ୍ ଆଉଟ୍ ହେବା ଆବଶ୍ୟକ. |
Someone is already signed in on this device. They need to sign out before you can sign in. |
154 | ଦୁଃଖିତ, କିଛି ଭୁଲ୍ ହୋଇଛି. ଦୟାକରି ପୁଣି ଚେଷ୍ଟା କରନ୍ତୁ. |
Sorry, something went wrong. Please try again. |
155 | Windows ଆପଣଙ୍କର ଫିଙ୍ଗରପ୍ରିଣ୍ଟ କ୍ରେଡେନ୍ସିଆଲ୍ଗୁଡିକୁ ବ୍ୟବହାର କରିବ ନାହିଁ କାରଣ ଏହା ଆପଣଙ୍କର ଡୋମେନ୍ ସମ୍ପର୍କ କରିପାରୁ ନାହିଁ. ଅନ୍ୟ ନେଟ୍ୱାର୍କ୍କୁ ସଂଯୋଗ କରିବାକୁ ଚେଷ୍ଟା କରନ୍ତୁ. |
Windows could not use your fingerprint credentials because it could not contact your domain. Try connecting to another network |
156 | ଅନ୍ୟ ଜଣେ ଉପଭୋକ୍ତା ଏହି ଡିଭାଇସ୍ ଲକ୍ କରିଛନ୍ତି. ସାଇନ୍ ଇନ୍ କରିବାକୁ, Esc ଦବାନ୍ତୁ, ଏବଂ ତାପରେ ଉପଭୋକ୍ତା ସୁଇଚ୍ କରିବା କ୍ଲିକ୍ କରନ୍ତୁ. |
Another user has locked this device. To sign in, press Esc, and then click Switch user. |
159 | ସେହି ଫିଙ୍ଗରପ୍ରିଣ୍ଟ ଏହି ଏକାଉଣ୍ଟ୍ ପାଇଁ ସେଟ୍ ଅପ୍ ହୋଇନାହିଁ. |
That fingerprint isn’t set up for this account. |
1011 | ଫିଙ୍ଗରପ୍ରିଣ୍ଟ ସାଇନ୍-ଇନ୍ |
Fingerprint sign-in |
1012 | ପ୍ରଦର୍ଶନ ନାମ |
Display name |
1013 | ଉପଭୋକ୍ତା ସ୍ଥିତି |
User status |
1014 | ଫିଙ୍ଗରପ୍ରିଣ୍ଟ ସାଇନ୍-ଇନ୍ ପ୍ରମ୍ପ୍ଟ |
Fingerprint sign-in prompt |
1015 | ବର୍ତ୍ତମାନର ପାସ୍ୱାର୍ଡ |
Current password |
1016 | ନୂତନ ପାସ୍ୱାର୍ଡ |
New password |
1017 | ପାସ୍ୱାର୍ଡ ସୁନିଶ୍ଚିତ କରନ୍ତୁ |
Confirm password |
1018 | ଠିକ୍ ଅଛି |
OK |