200 | ଯଦି ଅବସ୍ଥାନ ଅନ୍ ଅଛି, ଏହି ଡିଭାଇସ୍ ବ୍ୟବହାର କରୁଥିବା ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ନିଜର ଅବସ୍ଥାନ ସେଟିଂସମୂହ ପରିବର୍ତ୍ତନ କରିପାରିବେ. |
If location is on, each person using this device can choose their own location settings. |
201 | ଏହି ଡିଭାଇସ୍ ପାଇଁ ଅବସ୍ଥାନ ଅଫ୍ ଅଛି |
Location for this device is off |
202 | ଏହି ଡିଭାଇସ୍ ପାଇଁ ଅବସ୍ଥାନ ଅନ୍ ଅଛି |
Location for this device is on |
203 | ପରିବର୍ତ୍ତନ |
Change |
210 | ଅବସ୍ଥାନ ସେବା |
Location service |
212 | ଯଦି ଅବସ୍ଥାନ ସେବା ଅନ୍ ରହିଥାଏ, Windows, ଆପ୍ଲିକେସନ୍ ଏବଂ ସେବାଗୁଡିକ ଆପଣଙ୍କ ଅବସ୍ଥାନ ବ୍ୟବହାର କରିପାରିବେ, କିନ୍ତୁ ଆପଣ ବର୍ତ୍ତମାନ ମଧ୍ୟ ନିର୍ଦ୍ଦିଷ୍ଟ ଆପ୍ଲିକେସନ୍ଗୁଡିକ ପାଇଁ ଅବସ୍ଥାନ ଟର୍ନ୍ ଅଫ୍ କରିପାରିବେ. |
If the location service is on, Windows, apps, and services can use your location, but you can still turn off location for specific apps. |
213 | ସାଧାରଣ ଅବସ୍ଥାନ |
General location |
214 | ଆପ୍ଲିକେସନ୍ଗୁଡିକ ଯାହା ମୋର ସଠିକ ଅବସ୍ଥାନ ବ୍ୟବହାର କରିପାରିବେ ନାହିଁ ତଥାପି ମଧ୍ୟ ମୋର ସାଧାରଣ ଅବସ୍ଥାନ ବ୍ୟବହାର କରିପାରିବେ, ଯେପରିକି ସହର, ଜିପ୍ କୋଡ୍, କିମ୍ବା ଅଞ୍ଚଳ. |
Apps that cannot use my precise location can still use my general location, such as city, zip code, or region. |
220 | ଯଦି ଏକ ଆପ୍ଲିକେସନ୍ ଆପଣଙ୍କର ଅବସ୍ଥାନ ବ୍ୟବହାର କରୁଛି, ଆପଣ ଏହି ଆଇକନ୍ ଦେଖିବେ: |
If an app is using your location, you’ll see this icon: |
221 | ଅବସ୍ଥାନ ଆଇକନ୍ ଦେଖାନ୍ତୁ |
Show location icon |
230 | ଯେତେବେଳେ ଅବସ୍ଥାନ ଅନ୍ ରହିଥାଏ, ଆପଣଙ୍କ ଅବସ୍ଥାନ ଇତିବୃତି ଡିଭାଇସ୍ରେ ଏକ ସୀମିତ ସମୟ ପାଇଁ ଷ୍ଟୋର୍ ହୋଇଥାଏ, ଏବଂ ଆପଣଙ୍କ ଅବସ୍ଥାନ ବ୍ୟବହାର କରୁଥିବା ଆପ୍ଲିକେସନ୍ଗୁଡିକ ଦ୍ୱାରା ବ୍ୟବହୃତ ହୋଇପାରିବ. |
If location is on, your location history is stored for a limited time on the device, and can be used by apps that use your location. |
231 | ଖାଲି କରନ୍ତୁ |
Clear |
232 | ଏହି ଡିଭାଇସ୍ରେ ଇତିବୃତି ଖାଲି କରନ୍ତୁ |
Clear history on this device |
233 | ବ୍ୟବହାର ଅବସ୍ଥାନ ଇତିବୃତି |
Uses location history |
240 | ଡିଫଲ୍ଟ ସେଟ୍ କରନ୍ତୁ |
Set default |
241 | ଯେତେବେଳେ ଆମେ ଏହି PC ରେ ଏକ ଅଧିକ ନିର୍ଭୁଲ ଅବସ୍ଥାନ ଚିହ୍ନଟ କରିପାରି ନଥାଉ, Windows, ଆପ୍ଲିକେସନ୍, ଏବଂ ସେବାଗୁଡିକ ବ୍ୟବହାର କରିପାରିବ. |
Windows, apps, and services can use this when we can’t detect a more exact location on this PC. |
250 | ଜିଓଫେନ୍ସିଙ୍ଗ ଅର୍ଥ ହେଉଛି ଆପଣ ଏକ ସ୍ୱାର୍ଥ ସମ୍ପର୍କିତ ସ୍ଥାନ ଆଖପାଖରେ ଅଙ୍କନ କରାଯାଇଥିବା ଏକ ସୀମା ବାହାରକୁ ଯିବା କିମ୍ବା ଅତିକ୍ରମ କରିବା ବେଳେ ଦେଖିବା ପାଇଁ ଆପଣଙ୍କ ଅବସ୍ଥାନ ବ୍ୟବହାର କରିବା. |
Geofencing means using your location to see when you cross in or out of a boundary drawn around a place of interest. |
251 | ଆପଣଙ୍କର ଆପ୍ଲିକେସନ୍ସମୂହର ଏକ କିମ୍ଵା ଅଧିକ ବର୍ତ୍ତମାନ ଜିଓଫୋର୍ସିଂ ବ୍ୟବହାର କରୁଛି. |
One or more of your apps are currently using geofencing. |
252 | ଆପଣଙ୍କର ଆପ୍ଲିକେସନ୍ଗୁଡିକର କୌଣସିଟି ବର୍ତ୍ତମାନ ଜିଓଫେନସିଂ ବ୍ୟବହାର କରୁ ନାହିଁ. |
None of your apps are currently using geofencing. |
260 | ସାଇଟ୍ଗୁଡିକ ବର୍ତ୍ତମାନ ମଧ୍ୟ ଅନୁମତି ଆବଶ୍ୟକ କରେ |
Sites still need permission |
261 | Cortana |
Cortana |
262 | କାର୍ଯ୍ୟ କରିବାକୁ Cortana ପାଇଁ ଅବସ୍ଥାନ ଇତିବୃତି ନିଶ୍ଚିତଭବରେ ରହିବା ଆବଶ୍ୟକ |
Location history must be on for Cortana to work |
263 | କମ୍ପାନୀ ପଲିସି ଦ୍ଵାରା ଅକ୍ଷମ ହୋଇଛି |
Disabled by company policy |