SyncRes.dll.mui ActiveSync ସମ୍ବଳଗୁଡିକ 4c35bd499f9fa510937d1534336a84e5

File info

File name: SyncRes.dll.mui
Size: 33280 byte
MD5: 4c35bd499f9fa510937d1534336a84e5
SHA1: 0bf01040053cb66f1faa5472b6e3bfd5fc6caf78
SHA256: 100ca6eb46b3433c0b3d4bd5a7eb651a7e8210a92676b6c0455967360e859278
Operating systems: Windows 10
Extension: MUI

Translations messages and strings

If an error occurred or the following message in Oriya language and you cannot find a solution, than check answer in English. Table below helps to know how correctly this phrase sounds in English.

id Oriya English
1020ସର୍ଭର server
1024ଆମେ ସର୍ଭରରୁ ସମସ୍ତ ନୋଟ୍‍‍ଗୁଡିକ ଡାଉନଲୋଡ୍‍ କରିବା ପରି ଜଣାପଡୁନାହିଁ. ଆପଣ ବର୍ତ୍ତମାନ ମଧ୍ୟ Outlook ରେ ଥିବା ଏକ PC କିମ୍ବା ଏକ ବ୍ରାଉଜରରେ ଏହି ନୋଟ୍‍ଗୁଡିକ ସମ୍ପାଦନ କରିପାରିବେ, କିନ୍ତୁ ଯଦି ଆପଣ ସେଗୁଡିକୁ ଆପଣଙ୍କ ଡିଭାଇସ୍‌ରେ ସମ୍ପାଦନ କରନ୍ତି ଆପଣଙ୍କର ପରିବର୍ତ୍ତନଗୁଡିକ ସର୍ଭରରେ ନୋଟ୍‍ଗୁଡିକୁ ଓଭରରାଇଟ୍‍ କରିବ. We can't seem to download all these notes from the server. You can still edit these notes on a PC in Outlook or a browser, but if you edit them on your device your changes will overwrite the notes on the server.
1026କିଛି ଗ୍ରହୀତା ଏହି ବାର୍ତ୍ତା ପ୍ରାପ୍ତ କରିନାହାନ୍ତି.

ବିଷୟ: %2!s!

ଆମେ ଗ୍ରହୀତାଙ୍କ ନିକଟରେ ପହଞ୍ଚିପାରିଲୁ ନାହିଁ:

%1!s! ରେ %3!s! %4!s!

ଏହି ଗ୍ରହୀତାଗଣଙ୍କ ପାଇଁ ମେଲବକ୍ସ ପୂର୍ଣ୍ଣ ହୋଇପାରେ କିମ୍ବା ଇମେଲ୍‍ ଠିକଣା ଅସଠିକ ହୋଇପାରେ.


Some of the recipients didn't get this message.

Subject: %2!s!

We couldn't reach these recipients:

%1!s! on %3!s! %4!s!

The mailbox for these recipients may be full or the email mail address may be incorrect.


1027ଆପଣଙ୍କର ବାର୍ତ୍ତା

ପ୍ରାପ୍ତେଷୁ: %1!s!
ବିଷୟ: %2!s!

ଏହା ଉପରେ ପଠନ କରାଯାଇଥିଲା %3!s! %4!s!

Your message

To: %1!s!
Subject: %2!s!

was read on %3!s! %4!s!

1028ଆପଣଙ୍କର ବାର୍ତ୍ତା

ପ୍ରାପ୍ତେଷୁ: %1!s!
ବିଷୟ: %2!s!

ଏହି ଗ୍ରହୀତା(ଗଣ)ଙ୍କୁ ପ୍ରଦାନ କରାଯାଇଥିଲା:

%1!s! ଏହା ଉପରେ %3!s! %4!s!

Your message

To: %1!s!
Subject: %2!s!

was delivered to these recipients(s):

%1!s! on %3!s! %4!s!

1029ଆମେ ବର୍ତ୍ତମାନ ସିଂକ୍ରୋନାଇଜ୍‍ କରିପାରିବୁ ନାହିଁ. କିନ୍ତୁ ଆପଣ ହୁଏତ https://answers.microsoft.com ରେ ଏହି ତ୍ରୁଟି କୋଡ୍‍ ବିଷୟରେ ଅଧିକ ସୂଚନା ପାଇବାକୁ ସମର୍ଥ ହୋଇପାରନ୍ତି. We can’t sync right now. But you may be able to find more information about this error code at https://answers.microsoft.com.
1034ଅଜଣା unknown
1045ଆପଣଙ୍କର ବାର୍ତ୍ତା

To: %1!s!
ବିଷୟ: %2!s!

ଏଥିରେ ପଠନ କରାନଯାଇ ବିଲୋପ କରାଯାଇଥିଲା %3!s! %4!s!

Your message

To: %1!s!
Subject: %2!s!

was deleted without being read on %3!s! %4!s!

1088ଆମେ ଏକ କିମ୍ବା ଅଧିକ ଆପଣଙ୍କର ଇମେଲ୍‍ ବାର୍ତ୍ତା ପ୍ରେରଣ କରିପାରିଲୁ ନାହିଁ. ଆମେ ପରବର୍ତ୍ତୀ ସମୟରେ ସିଂକ୍ରୋନାଇଜ୍‍ କରୁଥିବା ବେଳେ ଆମେ ସେଗୁଡିକୁ ପ୍ରେରଣ କରିବାକୁ ଚେଷ୍ଟା କରିବୁ. ଯଦି ଏହା ଜରୁରୀ ହୋଇଥାଏ, ଆପଣଙ୍କର ସଂଯୋଗ ରହିଥିବା ନିଶ୍ଚିତ କରନ୍ତୁ, ତାପରେ ସିଂକ୍ରୋନାଇଜ୍‍ ଟାପ୍‍ କରନ୍ତୁ. We couldn't send one or more of your email messages. We'll try sending them the next time we sync. If this is urgent, make sure you have a connection, then tap Sync.
1089ଆମେ ଆପଣଙ୍କର ଡିଭାଇସ୍‌କୁ ଏକ କିମ୍ବା ଅଧିକ ସଂଲଗ୍ନକରଣ ସିଂକ୍ରୋନାଇଜ୍‍ କରିପାରିଲୁ ନାହିଁ. ଏହା ପୁନଃ ଚେଷ୍ଟା କରିବାକୁ, ଆପଣଙ୍କର ଇମେଲରେ ଡାଉନଲୋଡ୍‍ ପାଇଁ ପ୍ରତ୍ୟେକଟି ସଂଲଗ୍ନକରଣ କରନ୍ତୁ ଏବଂ ପୁଣି ସିଂକ୍ରୋନାଇଜ୍‍ କରନ୍ତୁ. We couldn't sync one or more attachments to your device. To try this again, mark each attachment for download in your email and sync again.
1090ଆପଣଙ୍କର ଡିଭାଇସ୍ your device
1104ବିଷୟ: %1!.200s! Subject: %1!.200s!
1105ପ୍ରାରମ୍ଭ: %1!s! %2!.200s! Start: %1!s! %2!.200s!
1106ଶେଷ: %1!s! %2!.200s! End: %1!s! %2!.200s!
1107ଏହି ଭାବେ ଫାଇଲ୍‍ ହୋଇଛି: %1!.200s! Filed as: %1!.200s!
1109ପ୍ରେରକ: %1!.200s! From: %1!.200s!
1111ସମୟ: %1!.200s! Time: %1!.200s!
1112ପ୍ରାପ୍ତ ହୋଇଛି: %1!.200s! Received: %1!.200s!
1113ପ୍ରେରଣ ହୋଇଛି: %1!.200s! Sent: %1!.200s!
1115ବକେୟା: %1!.200s! Due: %1!.200s!
1117ହରାଇଥିବା ଆଇଟମ୍‍ଗୁଡିକ: Missed Items:
1118ଏହିଭାବରେ ନାମ: %1!.200s! Named as: %1!.200s!
1119ID: %1!.200s! ID: %1!.200s!
1200ଆପଣଙ୍କର ସେଲୁଲାର୍‍ ଡିଭାଇସ୍‍ ଟର୍ନ୍‍ ଅଫ୍‍ ହୋଇଛି କିମ୍ବା ଏୟାରପ୍ଲେନ୍‍ ମୋଡରେ ଥିବା କାରଣରୁ ଏହା ହୋଇପାରେ. This may be because your cellular device is turned off or in airplane mode.
1201ଆପଣଙ୍କର ଏକ ସେଲୁଲାର୍‍, WLAN, କିମ୍ବା Wi-Fi ଡାଟା ସଂଯୋଗ ସେଟ୍‍ ଅପ୍‍ ନାହିଁ. ସୂଚନା ସିଂକ୍ରୋନାଇଜ୍‍ କରିବା, ଏକ ସଂଯୋଗ ଯୋଗ କରନ୍ତୁ. You don't have a cellular, WLAN, or Wi-Fi data connection set up. To sync information, add a connection.
1202ଆପଣଙ୍କର ଡିଭାଇସ୍ ଏୟାରପ୍ଲେନ୍‍ ମୋଡରେ ରହିଛି. Your device is in airplane mode.
1203ଆପଣଙ୍କର ସେଲୁଲାର୍‍ ଡାଟା ସଂଯୋଗଗୁଡିକ ଟର୍ନ୍‍ ଅଫ୍‍ ହୋଇଥିବା କାରଣରୁ ଏହା ହୋଇପାରେ. This may be because your cellular data connections are turned off.
1204ଆପଣଙ୍କର ସେଲ୍ୟୁଲାର୍ ଡାଟା ରୋମିଂ ସଂଯୋଗଗୁଡିକ ଟର୍ନ୍‍ ଅଫ୍‍ ହୋଇଥିବା କାରଣରୁ ଏହା ହୋଇପାରେ. This may be because your cellular data roaming connection is turned off.
1205ଏହି ଘଟଣା %1!s! କୁ ସିଂକ୍ରୋନାଇଜ୍‍ ହୋଇପାରିଲା ନାହିଁ. This event couldn't be synced to %1!s!.
1206ଏହି ଘଟଣା %1!s! ରେ ଅଦ୍ୟତନ ହୋଇପାରିଲା ନାହିଁ. This event couldn't be updated on %1!s!.
1207ଏହି ସମ୍ପର୍କ %1!s! କୁ ସିଂକ୍ରୋନାଇଜ୍‍ ହୋଇପାରିଲା ନାହିଁ. This contact couldn't be synced to %1!s!.
1208ଏହି ସମ୍ପର୍କ %1!s! ରେ ଅଦ୍ୟତନ ହୋଇପାରିଲା ନାହିଁ. This contact couldn't be updated on %1!s!.
1209ଏହି ଟାସ୍କ %1!s! କୁ ସିଂକ୍ରୋନାଇଜ୍‍ ହୋଇପାରିଲା ନାହିଁ. This task couldn't be synced to %1!s!.
1210ଏହି ଟାସ୍କ %1!s! ରେ ଅଦ୍ୟତନ ହୋଇପାରିଲା ନାହିଁ. This task couldn't be updated on %1!s!.
1213ଏହି ଇମେଲ୍‍ %1!s! କୁ ସିଂକ୍ରୋନାଇଜ୍‍ ହୋଇପାରିଲା ନାହିଁ. This email couldn't be synced to %1!s!.
1214ଏହି ଇମେଲ୍‍ %1!s! ରେ ଅଦ୍ୟତନ ହୋଇପାରିଲା ନାହିଁ. This email couldn't be updated on %1!s!.
1215ଏହି ଫୋଲ୍ଡର୍ ଅଦ୍ୟତିତ କରିହେବ ନାହିଁ. This folder couldn't be updated.
2063ସିଂକ୍ରୋନାଇଜ୍‍ କରୁଛି... Syncing...
2064ଆପଣଙ୍କର %s ଏକାଉଣ୍ଟ୍ ଧ୍ୟାନ ଆବଶ୍ୟକ କରିଥାଏ. Your %s account requires attention.
3012ଆପଣଙ୍କର ଡିଭାଇସ୍ ଏହି ସର୍ଭର୍‍ ସଂସ୍କରଣକୁ ସମର୍ଥନ କରିନଥାଏ. ଆପଣଙ୍କର ସହାୟକ ବ୍ୟକ୍ତି କିମ୍ବା ସେବା ପ୍ରଦାନକାରୀଙ୍କ ସହିତ ସମ୍ପର୍କ କରନ୍ତୁ. Your device doesn't support this server version. Contact your support person or service provider.
3013ଏହି ମୁହୂର୍ତ୍ତରେ ସୂଚନା ସିଂକ୍ରୋନାଇଜ୍‍ କରିବା ପାଇଁ ଆପଣଙ୍କ ଡିଭାଇସ୍‌ରେ ପର୍ଯ୍ୟାପ୍ତ ମେମୋରୀ ନାହିଁ. Your device doesn't have enough memory to sync information at the moment.
3014ଆପଣଙ୍କର ସମସ୍ତ ସୂଚନା ସିଂକ୍ରୋନାଇଜ୍‍ କରିବା ପାଇଁ ଆପଣଙ୍କର ଡିଭାଇସ୍‌ରେ ପର୍ଯ୍ୟାପ୍ତ ସ୍ପେସ୍‍ ନାହିଁ. ଆପଣ ଆପଣଙ୍କର ଡିଭାଇସ୍‌ରୁ କିଛି ଚିତ୍ର, ଭିଡିଓଗୁଡିକ, କିମ୍ବା ସଙ୍ଗୀତ ବିଲୋପ କରି କିଛି ସ୍ପେସ୍‍ ମୁକ୍ତ କରିପାରିବେ, ଏବଂ ପୁନଃ ଚେଷ୍ଟା କରନ୍ତୁ. There isn't enough space on your device to sync all your information. You can free up some space by deleting some pictures, videos, or music from your device, and try again.
3016ଆମେ ଆପଣଙ୍କର ସର୍ଭର୍‍ ସୂଚନା ଖୋଜି ପାଇପାରିବୁ ନାହିଁ. ଏହାକୁ ଅଦ୍ୟତନ କରନ୍ତୁ ଏବଂ ପୁନଃ ସଂଯୋଗ କରିବାକୁ ଚେଷ୍ଟା କରନ୍ତୁ. We can't seem to find your server information. Update it and try connecting again.
3017ଆପଣଙ୍କର ପାସ୍‍ୱାର୍ଡ ଅଦ୍ୟତନ କରନ୍ତୁ ଫଳରେ ଆପଣ ଆପଣଙ୍କର ସୂଚନା ସିଂକ୍ରୋନାଇଜ୍‍ କରିପାରିବେ. Update your password so you can sync your information.
3026ଆପଣ ସଂଯୋଗ କରିବାକୁ ଚେଷ୍ଟା କରୁଥିବା ସର୍ଭର୍‍ Microsoft Exchange ActiveSync କୁ ସମର୍ଥନ କରେନାହିଁ. The server you are trying to connect to doesn't support Microsoft Exchange ActiveSync.
3027%1!s! ସହିତ ସିଂକ୍ରୋନାଇଜ୍‍ କରିବାରେ ଆପଣଙ୍କର ଡିଭାଇସ୍‌ରେ ଏକ ସମସ୍ୟା ରହିଛି. ଯଦି ଏହା ଜାରି ରହେ, ଜଣେ ସହାୟକ ବ୍ୟକ୍ତି କିମ୍ବା ଆପଣଙ୍କର ସେବା ପ୍ରଦାନକାରୀଙ୍କୁ ସମ୍ପର୍କ କରନ୍ତୁ. Your device is having a problem syncing with %1!s!. If this continues, contact a support person or your service provider.
3028ସର୍ଭର୍‍ କିମ୍ବା ଆପଣଙ୍କର ସଂଯୋଗ ସହିତ ଆମର ଏକ ସମସ୍ୟା ରହିଛି. ପରେ ପୁନଃ ଚେଷ୍ଟା କରନ୍ତୁ. We're having a problem with the server or your connection. Try again later.
3029ଆମେ ଏଇ ମୁହୂର୍ତ୍ତରେ %1!s! ସିଂକ୍ରୋନାଇଜ୍‍ କରିପାରିବୁ ନାହିଁ. ଆମେ ଚେଷ୍ଟା ଜାରି ରଖିବୁ, କିନ୍ତୁ ଯଦି ଏହା ଆପଣଙ୍କର ପ୍ରାଥମିକ Microsoft ଏକାଉଣ୍ଟ୍ ହୋଇନଥାଏ ଏବଂ ଆପଣ ଏହି ତ୍ରୁଟି ଲଗାତାର ପ୍ରାପ୍ତ କରନ୍ତି ଏହା ଆପଣଙ୍କର ଏକାଉଣ୍ଟକୁ ବିଲୋପ କରିବାରେ ସହାୟତା କରିପାରେ ଏବଂ ତାପରେ ଏହାକୁ ପୁଣି ଟାପ୍‍ କରନ୍ତୁ. ଅନ୍ୟଥା, କିଛି ସମୟ ଅପେକ୍ଷା କରନ୍ତୁ, ତାପରେ ପୁନଃ ଚେଷ୍ଟା କରନ୍ତୁ. We can't sync %1!s! at the moment. We'll keep trying, but if this isn’t your primary Microsoft account and you keep getting this error it might help to delete your account and then add it again. Otherwise, wait a little while, then try again.
3031ଆମେ ଏହିକ୍ଷଣି ସଂଯୋଗ କରିପାରିବୁ ନାହିଁ. କିଛି ସମୟ ପରେ ଅପେକ୍ଷା କରନ୍ତୁ, ତାପରେ ପୁନଃ ଚେଷ୍ଟା କରନ୍ତୁ. ଯଦି ଆପଣ ଏହି ତ୍ରୁଟି ପାଇବା ଜାରି ରଖନ୍ତି, ଆପଣଙ୍କର ସଭର୍‍ ସେଟିଂସମୂହ ସଠିକ୍‍ ଥିବା ନିଶ୍ଚିତ କରନ୍ତୁ. We can't connect at the moment. Wait a little while, then try again. If you keep getting this error, make sure your server settings are correct.
3032ଆପଣଙ୍କର ସର୍ଭର୍‍ ସୂଚନା ଅଦ୍ୟତନ କରନ୍ତୁ ଏବଂ ପୁଣି ସଂଯୋଗ କରିବାକୁ ଚେଷ୍ଟା କରନ୍ତୁ. Update your server information and try connecting again.
3033%1!s! କୁ ସଂଯୋଗ କରିବାରେ ଆମର ଏକ ସମସ୍ୟା ରହିଛି. ପରେ ପୁନଃ ଚେଷ୍ଟା କରନ୍ତୁ. We're having a problem connecting to %1!s!. Try again later.
3035%1!s! ସେଟ୍‍ ଅପ୍‍ ହେବାର ଉପାୟ ସହିତ ଏକ ସମସ୍ୟା ରହିଛି. ଜଣେ ସହାୟକ ବ୍ୟକ୍ତି କିମ୍ବା ଆପଣଙ୍କର ସେବା ପ୍ରଦାନକାରୀଙ୍କୁ ସମ୍ପର୍କ କରନ୍ତୁ. There is a problem with the way %1!s! is set up. Contact a support person or your service provider.
3037ଆପଣଙ୍କର ମେଲ୍‍ବକ୍ସ ପୂର୍ଣ୍ଣ ଅଛି. ଅଧିକ ସ୍ପେସ୍‍ ସୃଷ୍ଟି କରିବାକୁ ଆପଣଙ୍କର ବିଲୋପ ହୋଇଥିବା ଆଇଟମ୍‍ଗୁଡିକ ଖାଲି କରନ୍ତୁ. Your mailbox is full. Empty your deleted items to create more space.
3038ଏହିକ୍ଷଣି %1!s! କୁ ସିଂକ୍ରୋନାଇଜ୍‍ କରିବାରେ ଆମର ଏକ ସମସ୍ୟା ରହିଛି. କିଛି ସମୟ ଚେଷ୍ଟା କରନ୍ତୁ, ପରେ ପୁନଃ ଚେଷ୍ଟା କରନ୍ତୁ. We're having a problem syncing %1!s! at the moment. Wait a little while, then try again.
3039%1!s! କୁ ସଂଯୋଗ କରିବାରେ ଆମର ଏକ ସମସ୍ୟା ରହିଛି. ଜଣେ ସହାୟକ ବ୍ୟକ୍ତି କିମ୍ବା ଆପଣଙ୍କର ସେବା ପ୍ରଦାନକାରୀଙ୍କୁ ସମ୍ପର୍କ କରନ୍ତୁ. We're having a problem connecting to %1!s!. Contact a support person or your service provider.
3040ଆପଣଙ୍କର ମେଲ୍‍ବକ୍ସ ପ୍ରାୟ ପୂର୍ଣ୍ଣ ଅଛି. ଅଧିକ ସ୍ପେସ୍‍ ସୃଷ୍ଟି କରିବାକୁ ଆପଣଙ୍କର ବିଲୋପ ହୋଇଥିବା ଆଇଟମ୍‍ଗୁଡିକ ଖାଲି କରନ୍ତୁ. Your mailbox is almost full. Empty your deleted items to create more space.
3041ଆପଣଙ୍କର ଡିଭାଇସ୍ ନିରାପତ୍ତା ସେଟିଂସମୂହକୁ ସମର୍ଥନ କରିନଥାଏ ଯାହା ସର୍ଭର୍‍ ଆବଶ୍ୟକ କରିଥାଏ. ଜଣେ ସହାୟକ ବ୍ୟକ୍ତି କିମ୍ବା ଆପଣଙ୍କର ସେବା ପ୍ରଦାନକାରୀଙ୍କୁ ସମ୍ପର୍କ କରନ୍ତୁ. Your device does not support the security settings that the server requires. Contact a support person or your service provider.
3042ଆପଣଙ୍କର ସୂଚନା ସିଂକ୍ରୋନାଇଜ୍‍ କରିବାରେ ଏକ ସମସ୍ୟା ରହିଛି. ଆପଣ ଏହି ଏକାଉଣ୍ଟ୍ ସେଟିଂସମୂହରେ ଏକ ଏନ୍‍କ୍ରିପ୍ଟ ଯୁକ୍ତ (SSL) ସଂଯୋଗ ଚୟନ କରିବାକୁ ଏହି ସର୍ଭର୍‍ ଆବଶ୍ୟକ କରିପାରେ. We're having a problem syncing your information. The server may require you to select an encrypted (SSL) connection in this account's settings.
3043ଏହି ଏକାଉଣ୍ଟ୍ ସିଂକ୍ରୋନାଇଜ୍‍ କରିବାରେ ଆମର ଏକ ସମସ୍ୟା ରହିଛି. ଯଦି ଏହି ସମସ୍ୟା ଜାରି ରହେ, ଏହି ଏକାଉଣ୍ଟ୍ ବିଲୋପ କରନ୍ତୁ, ଏବଂ ତାପରେ ଏହାକୁ ପୁନଃ ଯୋଗ କରନ୍ତୁ. We're having a problem syncing this account. If this continues, delete this account and then add it again.
3044ଆପଣ ଆପଣଙ୍କର ଡିଭାଇସ୍‌ରେ ଏହି ସୂଚନା ସିଂକ୍ରୋନାଇଜ୍‍ କରିପାରିବା ପୂର୍ବରୁ ଆପଣଙ୍କର PC ରେ ଆପଣଙ୍କର ମେଲ୍‍, ସମ୍ପର୍କ, ଏବଂ କ୍ୟାଲେଣ୍ଡର ବ୍ୟବହାର କରି ପ୍ରାରମ୍ଭ କରିବା ପାଇଁ ଆବଶ୍ୟକ କରିପାରନ୍ତି. ଯଦି ଏହି ସମସ୍ୟ ଜାରି ରହେ, ଜଣେ ସହାୟକ ବ୍ୟକ୍ତି କିମ୍ବା ଆପଣଙ୍କର ସେବା ପ୍ରଦାନକାରୀଙ୍କ ସହିତ ସମ୍ପର୍କ କରନ୍ତୁ. You may need to start using your mail, contacts, and calendar on your PC before you can sync this info to your device. If this issue continues, contact a support person or your service provider.
3045ସିଂକ୍ରୋନାଇଜ୍‍ କରିବାକୁ ଉପଭୋକ୍ତା ଜଣକ ପ୍ରାଧିକୃତ ହୋଇନାହାନ୍ତି. The user is not authorized to sync.
3046ଆମେ ଆପଣଙ୍କର ଡିଭାଇସ୍‌କୁ ଏହି ଏକାଉଣ୍ଟ୍ ଯୋଗ କରିପାରିବୁ ନାହିଁ କାରଣ ଆପଣ ପୂର୍ବରୁ ଏହା ସର୍ବାଧିକ ସଂଖ୍ୟକ ଡିଭାଇସ୍‍ଗୁଡିକରେ ସେଟ୍‍ ଅପ୍‍ କରିଛନ୍ତି.

ଆପଣ ୱେବରେ ଆପଣଙ୍କର ଏକାଉଣ୍ଟ୍ ଠାରୁ ଡିଭାଇସ୍‍ଗୁଡିକ ଅପସାରଣ କରିବାକୁ ଚେଷ୍ଟା କରିପାରିବେ, କିମ୍ବା ଆପଣଙ୍କର ଏକାଉଣ୍ଟ୍ ପାଇଁ ସହାୟତାକୁ ସମ୍ପର୍କ କରନ୍ତୁ.
We can't add this account to your device because you've already set it up on the maximum number of devices.

You can try removing devices from your account on the web, or contact support for your account.
3048ଏହି ବାର୍ତ୍ତାକୁ ପ୍ରତ୍ୟୁତ୍ତର ଦେବାକୁ %1!s! ଆପଣଙ୍କୁ ଅନୁମତି ଦେଲା ନାହିଁ. ପରେ ପୁନଃ ଚେଷ୍ଟା କରନ୍ତୁ, କିମ୍ବା ଏହାକୁ ଆପଣଙ୍କର PC ରୁ ପ୍ରେରଣ କରନ୍ତୁ. %1!s! did not allow you to reply to this message. Try again later, or send it from your PC.
3049ଏହି ବାର୍ତ୍ତା ପ୍ରେରଣ କରିବାରେ %1!s! ର ଏକ ସମସ୍ୟା ରହିଥିଲା. ପରେ ପୁନଃ ଚେଷ୍ଟା କରନ୍ତୁ, କିମ୍ବା ଏହାକୁ ଆପଣଙ୍କର PC ରୁ ପ୍ରେରଣ କରନ୍ତୁ. %1!s! had a problem sending this message. Try again later, or send it from your PC.
3050ଆପଣଙ୍କର ପ୍ରତ୍ୟୁତ୍ତର ପ୍ରେରଣ କରିବାରେ ଆମର ଏକ ସମସ୍ୟା ରହିଥିଲା. ପରେ ପୁନଃ ଚେଷ୍ଟା କରନ୍ତୁ, କିମ୍ବା ଏହାକୁ ଆପଣଙ୍କର PC ରୁ ପ୍ରେରଣ କରନ୍ତୁ. We had a problem sending your reply. Try again later, or send it from your PC.
3053ଆମେ ଆପଣଙ୍କର ମେଲ୍‍ବକ୍ସରେ ଏହି ଆଇଟମ୍‍ ଖୋଜି ପାଇପାରିଲୁ ନାହିଁ. ଏହି ଆଇଟମ୍‍ ବର୍ତ୍ତମାନ ମଧ୍ୟ ବିଦ୍ୟମାନ ରହିଥିବା ନିଶ୍ଚିତ କରିବାକୁ ଆପଣଙ୍କର ଏକାଉଣ୍ଟ୍ ସିଂକ୍ରୋନାଇଜ୍‍ କରନ୍ତୁ. We couldn't find this item in your mailbox. Sync your account to make sure the item still exists.
3061ଆପଣ ଏହି ଏକାଉଣ୍ଟ୍ ଠାରୁ ମେଲ୍‍ ପ୍ରେରଣ କରିବାକୁ ସମର୍ଥ ହେଉନାହାନ୍ତି. ସର୍ଭର୍‍ ସହିତ ଏକ ସମସ୍ୟା ରହିଥିବା ପରି ଜଣାପଡୁଛି. ଅଧିକ ଜାଣିବାକୁ ଆପଣଙ୍କର ସର୍ଭର୍‍ ପାଇଁ ସମର୍ଥନ ବ୍ୟକ୍ତିଙ୍କ ସହିତ ସମ୍ପର୍କ କରନ୍ତୁ. You're not able to send mail from this account. There seems to be a problem with the server. Contact the support person for your server to learn more.
3063ଏହି ଇମେଲ୍‍ ଠିକଣାଗୁଡିକ କାର୍ଯ୍ୟ କରୁଥିବା ପରି ଜଣାପଡୁନାହିଁ. ଠିକଣାଗୁଡିକ ସଠିକ୍‍ ଥିବା ନିଶ୍ଚିତ କରନ୍ତୁ, ଏବଂ ପୁନଃ ଚେଷ୍ଟା କରନ୍ତୁ. These email addresses don’t seem to work. Make sure the addresses are correct, and try again.
3064ଆପଣ ଏହି ଏକାଉଣ୍ଟ୍ ଠାରୁ ଏକ ପ୍ରତ୍ୟୁତ୍ତର ପ୍ରେରଣ କରିବାକୁ ସମର୍ଥ ହେଉନାହାନ୍ତି. ସର୍ଭର୍‍ ସହିତ ଏକ ସମସ୍ୟା ରହିଥିବା ପରି ଜଣାପଡୁଛି. ଅଧିକ ଜାଣିବାକୁ ଆପଣଙ୍କର ସର୍ଭର୍‍ ପାଇଁ ସମର୍ଥନ ବ୍ୟକ୍ତିଙ୍କ ସହିତ ସମ୍ପର୍କ କରନ୍ତୁ. You're not able to send a reply from this account. There seems to be a problem with the server. Contact the support person for your server to learn more.
3067ସଂଲଗ୍ନକରଣଗୁଡିକ ବହୁତ ବଡ ହୋଇଥିବା କାରଣରୁ ଆପଣ ଏହି ମେଲ୍‍ ପ୍ରେରଣ କରିବାରେ ସମର୍ଥ ହେବେ ନାହିଁ. You won't be able to send this mail because the attachments are too large.
3068ଆପଣ ଏହି ମେଲ୍‍ ପ୍ରେରଣ କରିପାରିବା ପୂର୍ବରୁ ଆପଣଙ୍କୁ କିଛି ଗ୍ରହୀତାଗଣ ଅପସାରଣ କରିବାକୁ ପଡିବ. You’ll need to remove some recipients before you can send this mail.
3069ଆପଣ ଏହି ଏକାଉଣ୍ଟ୍ ଠାରୁ ଏହିଭଳି ଏକ ବଡ ବିତରଣ ତାଲିକାକୁ ମେଲ୍‍ ପ୍ରେରଣ କରିପାରିବେ ନାହିଁ. ବିତରଣ ତାଲିକା ଅପସାରଣ କରନ୍ତୁ, ଏବଂ ପୁନଃ ଚେଷ୍ଟା କରନ୍ତୁ. You can't send mail to a distribution list this large from this account. Remove the distribution list, and try again.
3378ଆମେ ବର୍ତ୍ତମାନ %1!s! କୁ ସଂଯୋଗ କରିପାରିବୁ ନାହିଁ. ଆପଣଙ୍କର ଏକ ସଂଯୋଗ ରହିଥିବା ନିଶ୍ଚିତ କରନ୍ତୁ, ତାପରେ ପୁନଃ ଚେଷ୍ଟା କରନ୍ତୁ. We can't connect to %1!s! right now. Make sure you have a connection, then try again.
3387ଏହା ଯେତେବେଳେ ପହଞ୍ଚି ଥାଏ ଆମେ ନୂତନ ସୂଚନା ସିଂକ୍ରୋନାଇଜ୍‍ କରିବା ପାଇଁ ସମର୍ଥ ହେଉନାହୁଁ. ଡାଉନଲୋଡିଂ ସୂଚନା ପାଇଁ ଏକ ଭିନ୍ନ ସୂଚୀ ଚେଷ୍ଟା କରନ୍ତୁ. We're not able to sync new information as it arrives. Try a different schedule for downloading information.
3396ଆପଣଙ୍କର ଡିଭାଇସ୍‌ରେ ତାରିଖ ଓ ସମୟ ଅଦ୍ୟତନ କରନ୍ତୁ ଏବଂ ପୁଣି ସଂଯୋଗ କରିବାକୁ ଚେଷ୍ଟା କରନ୍ତୁ. Update the date and time on your device and try connecting again.
3397%1!s! ପାଇଁ ସାର୍ଟିଫିକେଟ୍‍ ସହିତ ଏକ ସମସ୍ୟା ରହିଥିବା ପରି ଜଣାପଡୁଛି. ଯଦି ଏହା ଆପଣଙ୍କର ପ୍ରାଥମିକ Microsoft ଏକାଉଣ୍ଟ୍ ନୁହେଁ, ଏକାଉଣ୍ଟ୍ ବିଲୋପ କରିବାକୁ, ତାପରେ ପୁଣି ଏହାକୁ ଯୋଗ କରିବାକୁ ଚେଷ୍ଟା କରନ୍ତୁ. ଅନ୍ୟଥା, କିଛି ସମୟ ଅପେକ୍ଷା କରନ୍ତୁ, ତାପରେ ପୁନଃ ଚେଷ୍ଟା କରନ୍ତୁ. It looks like there's a problem with the certificate for %1!s!. If this isn’t your primary Microsoft account, try deleting the account, then adding it again. Otherwise, wait a little while, then try again.
3398ଆପଣଙ୍କର ଇମେଲ୍‍ ଫୋଲ୍ଡରଗୁଡିକୁ ସିଂକ୍ରୋନାଇଜ୍‍ କରିବାରେ ଆପଣଙ୍କର ଏକ ସମସ୍ୟା ରହିଛି. ଆପଣଙ୍କର ସିଂକ୍ରୋନାଇଜେସନ୍‍ ସୂଚୀ ପରିବର୍ତ୍ତନ କରନ୍ତୁ, କିମ୍ବା ସିଂକ୍ରୋନାଇଜ୍‍ ହୋଇଥିବା ଇମେଲ୍‍ ଫୋଲ୍ଡରଗୁଡିକର ସଂଖ୍ୟା ହ୍ରାସ କରନ୍ତୁ. We're having a problem syncing your email folders. Change your synchronization schedule, or reduce the number of email folders being synced.
3399ଆପଣ ଏକ Google ଆପ୍ଲିକେସନ୍‍ ଏକାଉଣ୍ଟ୍ ବ୍ୟବହାର କରୁଥିବା ପରି ଜଣାପଡୁଛି ଯାହା ମୋବାଇଲ୍‍ ଡିଭାଇସ୍‍ଗୁଡିକ ସିଂକ୍ରୋନାଇଜ୍‍ ହେବା ପାଇଁ ସେଟ୍‍ ଅପ୍‍ ହୋଇନାହିଁ. ଆପଣଙ୍କର PC ରେ ଥିବା ଆପଣଙ୍କର ୱେବ୍‍ ବ୍ରାଉଜରରେ, ଆପଣଙ୍କର Google ଆପ୍ଲିକେସନ୍‍ ଏକାଉଣ୍ଟ୍ ପାଇଁ ମୋବାଇଲ୍‍ ସେଟିଂସମୂହକୁ ଯାଆନ୍ତୁ, ସେବା ସେଟିଂସମୂହ ଅଧୀନରେ Google ସିଂକ୍ରୋନାଇଜ୍‍ ସମର୍ଥ କରନ୍ତୁ, ତାପରେ ପୁନଃ ସିଂକ୍ରୋନାଇଜ୍‍ କରିବାକୁ ଚେଷ୍ଟା କରନ୍ତୁ. It looks like you may be using a Google Apps account that is not set up to sync with mobile devices. In your web browser on your PC, go to Mobile settings for your Google Apps account, enable Google Sync under Service settings, and then try to sync again.
4053କ୍ୟାଲେଣ୍ଡର Calendar
4054ସଂପର୍କସମୂହ Contacts
4055ଇ-ମେଲ୍ E-mail
4126ଟାସ୍କଗୁଡିକ Tasks
4130ଆପଣଙ୍କର ପାସ୍‍ୱାର୍ଡ ସମୟସୀମା ସମାପ୍ତ ହୋଇଛି. ପ୍ରଥମେ, ଏହାକୁ ୱେବରେ ପରିବର୍ତ୍ତନ କରନ୍ତୁ, ତାପରେ ଫେରନ୍ତୁ ଏବଂ ଡିଭାଇସ୍‌ରେ ଥିବା ଆପଣଙ୍କର ଏକାଉଣ୍ଟରେ ଏହାକୁ ଅଦ୍ୟତନ କରନ୍ତୁ. Your password has expired. First, change it on the web, then come back and update it in your account on the device.
6009ବୈଶିଷ୍ଟ୍ୟ ପ୍ରକାର ଅବୈଧ ଅଟେ. The characteristic type is invalid.
6010ସମୟପୂର୍ବ ମୂଲ୍ୟ ଅବୈଧ ଅଟେ. The parameter value is invalid.
6011ଆପଣ AccountName ପାରାମିଟର ଅନ୍ତର୍ଭୁକ୍ତ କରିବା ଆବଶ୍ୟକ. You must include the AccountName parameter.
6012ଆପଣ AccountType ପାରାମିଟର ଅନ୍ତର୍ଭୁକ୍ତ କରିବା ଆବଶ୍ୟକ. You must include the AccountType parameter.
6013ଏକଦା ଏକାଉଣ୍ଟ୍ ସୃଷ୍ଟି ହେବା ପରେ ଆପଣ AccountType ପାରାମିଟର ପରିବର୍ତ୍ତନ କରିପାରିବେ ନାହିଁ. You can't change the AccountType parameter once the account has been created.
6014ଯଦି ଆପଣ ଡିଭାଇସ୍‌ରେ ପ୍ରାଥମିକ Microsoft ଏକାଉଣ୍ଟ୍ ସେଟିଂ ଅପ୍ କରୁଛନ୍ତି, ଆପଣ ନିଶ୍ଚିତଭାବରେ WindowsLive କୁ AccountType ପାରାମିଟର୍ ସେଟ୍‌ଅପ୍ କରିବେ. If you're setting up the primary Microsoft account on the device, you must set the AccountType parameter to WindowsLive.
6015ଆପଣ Microsoft ଏକାଉଣ୍ଟ୍ ପାଇଁ Domain ପାରାମିଟର ସେଟ୍‍ କରିପାରିବେ ନାହିଁ. You can't set the Domain parameter for Microsoft accounts.
6016ଆପଣ ଡିଭାଇସ୍‌ରୁ ପ୍ରାଥମିକ Microsoft ଏକାଉଣ୍ଟ୍ ପାଇଁ UserName ପାରାମିଟର କଦାପି ବିଲୋପ କରିପାରିବେ ନାହିଁ. ଅନ୍ୟ ଏକାଉଣ୍ଟ୍ ପାଇଁ, ଏକଦା ଏକାଉଣ୍ଟ୍ ସିଂକ୍ରୋନାଇଜ୍‍ ହେବା ପରେ ଆପଣ ଏହାକୁ ପରିବର୍ତ୍ତନ କରିପାରିବେ ନାହିଁ. You can never change the UserName parameter for the primary Microsoft account on the device. For any other account, you can't change it once the account has synced.
6017ଆପଣ ଡିଭାଇସ୍‌ରେ ପ୍ରାଥମିକ Microsoft ଏକାଉଣ୍ଟ୍ ପାଇଁ UserName ପାରାମିଟର ଭାବେ ଇମେଲ୍‍ ଠିକଣା ପ୍ରଦାନ କରିବା ଆବଶ୍ୟକ. You must provide the email address as the UserName parameter for the primary Microsoft account on the device.
6018UserName ପାରାମିଟରରେ ରହିଥିବା ସେହି ଇମେଲ୍‍ ଠିକଣା ଏକ ବୈଧ Microsoft ଏକାଉଣ୍ଟ୍ ନୁହେଁ. That email address in the UserName parameter isn't a valid Microsoft account.
6019ଆପଣ ଡିଭାଇସ୍‌ରୁ ପ୍ରାଥମିକ Microsoft ଏକାଉଣ୍ଟ୍ କଦାପି ବିଲୋପ କରିପାରିବେ ନାହିଁ. You can never delete the primary Microsoft account from the device.
6020ଆପଣ ସର୍ଭର୍‍ ଦ୍ୱାରା ସମର୍ଥିତ ବିଷୟବସ୍ତୁ ପ୍ରକାରଗୁଡିକ ବିଲୋପ କରିପାରିବେ ନାହିଁ, ଯେପରିକି ସମ୍ପର୍କଗୁଡିକ, କ୍ୟାଲେଣ୍ଡର, ମେଲ୍‍, ଟାସ୍କଗୁଡିକ ଏବଂ SMS. You can't delete content types that are supported by the server, such as Contacts, Calendar, Mail, Tasks, and SMS.
6021ଆପଣ ଡିଭାଇସ୍‌ରେ ପ୍ରାଥମିକ Microsoft ଏକାଉଣ୍ଟ୍ ଠାରୁ ସମ୍ପର୍କ କିମ୍ବା କ୍ୟାଲେଣ୍ଡରଗୁଡିକ ଅକ୍ଷମ କରିପାରିବେ ନାହିଁ. You can't disable Contacts or Calendars from the primary Microsoft account on the device.
6022ଆପଣ ସମ୍ପର୍କଗୁଡିକ ସକ୍ଷମ କରିନଥିଲେ ଆପଣ ଫିଡ୍‍ଗୁଡିକ ସକ୍ଷମ କରିପାରିବେ ନାହିଁ. You can't enable feeds unless you've also enabled Contacts.
6023ଆମେ ଦୁଃଖିତ, କିନ୍ତୁ ଆମେ ଆପଣଙ୍କର ପରିବର୍ତ୍ତନଗୁଡିକ ସଂରକ୍ଷଣ କରିବା ପାଇଁ ସମର୍ଥ ହେଲୁ ନାହୁଁ. ପରେ ପୁନଃ ଚେଷ୍ଟା କରନ୍ତୁ. We're sorry, but we weren't able to save your changes. Try again later.
9781Windows Windows
9782ତ୍ରୁଟି ପ୍ରେରଣ କରନ୍ତୁ: %.*s Send error: %.*s
9783ଆମେ ଏହି ବାର୍ତ୍ତା ପ୍ରେରଣ କରିବାକୁ ସମର୍ଥ ହେଲୁ ନାହିଁ, ତେଣୁ ଆମେ ଏହାକୁ ଆପଣଙ୍କର ଡ୍ରାଫ୍ଟ ଫୋଲ୍ଡରରେ ରଖିଛୁ. ଆପଣ ଏହାକୁ ପୁଣି ପ୍ରେରଣ କରିବା ପାଇଁ ଚେଷ୍ଟା କରିବା ପୂର୍ବରୁ, ଠିକଣା ସଠିକ୍‍ ରହିଛି ନା ନାହିଁ ଏବଂ ସଂଲଗ୍ନକରଣଗୁଡିକ ବହୁତ ବଡ ଅଛି କି ନାହିଁ ଦେଖିବାକୁ ଆପଣ ପରୀକ୍ଷଣ କରିପାରିବେ. We weren't able to send this message, so we've put it in your Drafts folder. Before you try sending it again, you can check to see if the address is correct and that no attachments are too large.
9810ବ୍ୟବସ୍ଥାପକ Administrator
9811ବାର୍ତ୍ତା ପ୍ରେରଣ କରିପାରିଲା ନାହିଁ Couldn't send message
9812ଆପଣଙ୍କର ଡ୍ରାଫ୍ଟ ଫୋଲ୍ଡରକୁ %s ପ୍ରେରଣ ହୋଇପାରିଲା ନାହିଁ. ପରେ ପୁନଃ ଚେଷ୍ଟା କରନ୍ତୁ, କିମ୍ବା ଆପଣଙ୍କର PC ଠାରୁ ଏହି ବାର୍ତ୍ତା ପ୍ରେରଣ କରନ୍ତୁ. "%s" couldn't be sent so we're moving it to your Drafts folder. Try again later, or send this message from your PC.
9820ସୂଚନାକୁ ସିଂକ୍ରୋନାଇଜ୍‍ କରିବାରେ ଆମର ଏକ ସମସ୍ୟା ରହିଛି. ଏହି POP3 ସର୍ଭର୍‍ ପ୍ରତିଟି ବାର୍ତ୍ତା ପାଇଁ ଅନନ୍ୟ IDଗୁଡିକ ପ୍ରଦାନ କରିନଥାଏ. We're having a problem syncing information. This POP3 server does not provide unique IDs for each message.
9821ସୂଚନାକୁ ସିଂକ୍ରୋନାଇଜ୍‍ କରିବାରେ ଆମର ଏକ ସମସ୍ୟା ରହିଛି. ଏହି POP3 ସର୍ଭର୍‍ ଆଂଶିକ ବାର୍ତ୍ତା ପୁନରୁଦ୍ଧାରକୁ ସମର୍ଥନ କରିନଥାଏ. We're having a problem syncing information. This POP3 server does not support partial message retrieval.
9845ଇନକମିଂ ମେଲ୍‍ ସର୍ଭର୍‍କୁ ସଂଯୋଗ କରିବାରେ ଆମର ଏକ ସମସ୍ୟା ରହିଛି. ଇନକମିଙ୍ଗ ମେଲ୍‍ ସର୍ଭର୍‍ ନାମ ସଠିକ୍‍ ଥିବା ନିଶ୍ଚିତ କରନ୍ତୁ ଏବଂ ପୁନଃ ଚେଷ୍ଟା କରନ୍ତୁ. We're having a problem connecting to the incoming mail server. Make sure the incoming mail server name is correct and try again.
9846ସର୍ଭର୍‍କୁ ସଂଯୋଗ କରିବାରେ ଆମର ଏକ ସମସ୍ୟା ରହିଛି. ଆଉଗୋଇଙ୍ଗ ମେଲ୍‍ (SMTP) ସର୍ଭର୍‍ ନାମ ସଠିକ୍‍ ଥିବା ନିଶ୍ଚିତ କରନ୍ତୁ ଏବଂ ପୁନଃ ଚେଷ୍ଟା କରନ୍ତୁ. We're having a problem connecting to the server. Make sure the outgoing mail (SMTP) server name is correct and try again.
9847ଆମେ ଏହିକ୍ଷଣି ବାର୍ତ୍ତାଗୁଡିକ ଡାଉନଲୋଡ୍‍ କରିବାରେ ସମର୍ଥ ହେଉନାହୁଁ. ପରେ ପୁନଃ ଚେଷ୍ଟା କରନ୍ତୁ. We're not able to download messages at the moment. Try again later.
9848ଆମେ ଏହିକ୍ଷଣି ବାର୍ତ୍ତାଗୁଡିକ ପ୍ରେରଣ କରିବାକୁ ସମର୍ଥ ହେଉନାହୁଁ. ପରେ ପୁନଃ ଚେଷ୍ଟା କରନ୍ତୁ. We're not able to send messages at the moment. Try again later.
9849ସର୍ଭର୍‍କୁ ସଂଯୋଗ କରିବାରେ ଆମର ଏକ ସମସ୍ୟା ରହିଛି. ଆପଣଙ୍କର ସାଇନ୍‍ ଇନ୍‍ ସୂଚନା ସଠିକ୍‍ ରହିଥିବା ନିଶ୍ଚିତ କରନ୍ତୁ ଏବଂ ପୁନଃ ଚେଷ୍ଟା କରନ୍ତୁ. We're having a problem connecting to the server. Make sure your sign in info is correct and try again.
9852ବାର୍ତ୍ତାଗୁଡିକ ଡାଉନଲୋଡ୍‍ କରିବାରେ ଆମର ଏକ ସମସ୍ୟା ରହିଛି. ଆପଣଙ୍କର ଏକ ସଂଯୋଗ ରହିଛି ଏବଂ ଆପଣଙ୍କର ଏକାଉଣ୍ଟ୍ ସୂଚନା ସଠିକ୍‍ ରହିଥିବା ନିଶ୍ଚିତ କରନ୍ତୁ, ଏବଂ ପରେ ଚେଷ୍ଟା କରନ୍ତୁ. We're having a problem downloading messages. Make sure you have a connection and your account info is correct, and then try again.
9853ବାର୍ତ୍ତାଗୁଡିକ ପ୍ରେରଣ କରିବାରେ ଆମର ଏକ ସମସ୍ୟା ରହିଛି. ଆପଣଙ୍କର ଏକ ସଂଯୋଗ ରହିଛି ଏବଂ ଆପଣଙ୍କର ଏକାଉଣ୍ଟ୍ ସୂଚନା ସଠିକ୍‍ ରହିଥିବା ନିଶ୍ଚିତ କରନ୍ତୁ, ଏବଂ ପରେ ଚେଷ୍ଟା କରନ୍ତୁ. We're having a problem sending messages. Make sure you have a connection and your account info is correct, and then try again.
9854ଏହି ମୁହୂର୍ତ୍ତରେ ସୂଚନା ସିଂକ୍ରୋନାଇଜ୍‍ କରିବାକୁ ଆପଣଙ୍କ ଡିଭାଇସ୍‌ରେ ପର୍ଯ୍ୟାପ୍ତ ମେମୋରୀ ନାହିଁ. Your device does not have enough memory to sync information at the moment.
9855ସର୍ଭର୍‍କୁ ସଂଯୋଗ କରିବାରେ ଆମର ଏକ ସମସ୍ୟା ରହିଛି. ପରେ ପୁନଃ ଚେଷ୍ଟା କରନ୍ତୁ. We're having a problem connecting to the server. Try again later.
9856ସର୍ଭର୍‌କୁ ସଂଯୋଗ କରିବାରେ ଆମର ଅସୁବିଧା ହେଉଛି. ଯଦି ଏହା ହେବା ଜାରି ରହେ, ସୁନିଶ୍ଚିତ ହୁଅନ୍ତୁ ଆପଣ ଇଣ୍ଟର୍ନେଟ୍ ସହ ସଂଯୋଜିତ ଅଛନ୍ତି ଏବଂ ଆପଣଙ୍କର ଇ-ମେଲ୍ ଆକାଉଣ୍ଟ୍ ସେଟିଂସମୂହ ଦେଖନ୍ତୁ. ଯଦି ଆପଣଙ୍କର ସଂଯୋଜନ ଏକ ଫାୟର୍‌ୱାଲ୍ ବ୍ୟବହାର କରେ, ସୁନିଶ୍ଚିତ ହୁଅନ୍ତୁ ଇମେଲ୍ ଏହା ଦ୍ଵାରା ଅବରୋଧ ନୁହେଁ. We’re having a problem connecting to the server. If this keeps happening, make sure you’re connected to the Internet and check your email account settings. If your connection uses a firewall, make sure email isn’t blocked by it.
9890ବାର୍ତ୍ତାଗୁଡିକ ଡାଉନଲୋଡ୍‍ କରିବାରେ ଏକ ସମସ୍ୟା ରହିଛି. ପରେ ପୁନଃ ଚେଷ୍ଟା କରନ୍ତୁ. We're having a problem downloading messages. Try again later.
9891ଇନକମିଂ ମେଲ୍‍ ସର୍ଭର୍‍କୁ ସଂଯୋଗ କରିବାରେ ଆମର ଏକ ସମସ୍ୟା ରହିଛି. ଆପଣଙ୍କର ସର୍ଭର୍‍ ସୂଚନା ସଠିକ୍‍ ଥିବା ନିଶ୍ଚିତ କରନ୍ତୁ ଏବଂ ପୁନଃ ଚେଷ୍ଟା କରନ୍ତୁ. We're having a problem connecting to the incoming mail server. Make sure your server info is correct and try again.
9896Calendar|Contacts|Journal|Notes|Tasks|Drafts Calendar|Contacts|Journal|Notes|Tasks|Drafts
9897Sent Items Sent Items
9898Deleted Items Deleted Items
9899Inbox Inbox
23062ମନଯୋଗ ଆବଶ୍ୟକ Attention required
23082ପାସ୍‍ୱାର୍ଡ ଭୁଲ ଅଛି. ସିଂକ୍ରୋନାଇଜିଂ ଜାରି ରଖିବାକୁ ସଠିକ୍‍ ପାସ୍‍ୱାର୍ଡ ଏଣ୍ଟର୍‍ କରନ୍ତୁ. The password is incorrect. Enter the correct password to continue synchronizing.
23083Your Windows Live account must be enrolled in dogfood. Visit http://livedog to enroll. Your Windows Live account must be enrolled in dogfood. Visit http://livedog to enroll.
23084Outlook Outlook
24501ଆମେ ଏହିକ୍ଷଣି %1!s! ସିଂକ୍ରୋନାଇଜ୍‍ କରିପାରିବ ନାହିଁ. କିଛି ସମୟ ଅପେକ୍ଷା କରନ୍ତୁ, ତାପରେ ପୁନଃ ଚେଷ୍ଟା କରନ୍ତୁ. We can't sync %1!s! at the moment. Wait a little while, then try again.
26000ସର୍ଭର୍‍ the server
26027%1!s! ନୂତନ ସୂଚନାକୁ ସିଂକ୍ରୋନାଇଜ୍‍ କରିନଥାଏ ଯେତେବେଳେ ଏହା ପହଞ୍ଚିଥାଏ. ଆପଣଙ୍କର ସିଂକ୍ରୋନାଇଜେସନ୍‍ ସୂଚୀ ପରିବର୍ତ୍ତନ କରନ୍ତୁ ଏବଂ ପୁନଃ ଚେଷ୍ଟା କରନ୍ତୁ. %1!s! does not support syncing new information as it arrives. Change your synchronization schedule and try again.
28000%1!s! କୁ ସଂଯୋଗ କରିବାକୁ ଆପଣ ଏକ ବ୍ୟକ୍ତିଗତ ସାର୍ଟିଫିକେଟ୍‍ ଆବଶ୍ୟକ କରିବେ. You'll need a personal certificate to connect to %1!s!.
28001ଆମେ ଆପଣଙ୍କୁ %1!s! ରେ ସଂଯୋଗ କରାଇପାରିବୁ ନାହିଁ. ଆପଣଙ୍କର ଉପଭୋକ୍ତା ନାମ, ପାସ୍‍ୱାର୍ଡ ଏବଂ ସାର୍ଟିଫିକେଟ୍ ସଠିକ୍‍ ଥିବା ସୁନିଶ୍ଚିତ କରନ୍ତୁ, ଏବଂ ତାପରେ ମୋ ପାଇଁ ଯାଞ୍ଚ ବାକ୍ସ ସ୍ଵତଃସ୍ପୃତ ଏକ ସାର୍ଟିଫିକେଟ୍ ମନୋନୟନ ଖାଲି କରନ୍ତୁ. We can't connect you to %1!s!. Make sure your user name, password and certificate are correct. To use a different certificate, select Settings, and then clear the Automatically choose a certificate for me check box.
30000ଆପଣଙ୍କ ଡିଭାଇସ୍‌ ଆପଣଙ୍କ ଇମେଲ୍‌ ବ୍ୟବସ୍ଥାପକଙ୍କ ଦ୍ୱାରା ସ୍ଥିର ହୋଇଥିବା ସୁରକ୍ଷା ନୀତିଗୁଡିକ ଅନୁପାଳନ କରୁନାହିଁ.


%1!s!
Your device does not comply with the security policies set by your email administrator.


%1!s!
30007Windows ଡିଭାଇସ୍‌ରୁ ପ୍ରେରଣ କରାଯାଇଛି Sent from my Windows device
40000ଆମେ ଆପଣଙ୍କ ଏକାଉଣ୍ଟ୍‌ ପାଇଁ ଏକକ-ସାଇନ୍‌-ଅନ୍‌ ପ୍ରାମାଣିକତା ଟୋକନ୍‌ ହାସଲ କରିବାକୁ ସମର୍ଥ ହେଉନାହୁଁ.

%1!s!
We're not able to obtain the Single-Sign-on authentication token for your account.

%1!s!
50000ମେସେଜିଂ ଇତିବୃତି Messaging History
50001ଲୋକମାନେ People
50002ଗୋଷ୍ଠୀ ଏବଂ ସେଟିଂସମୂହ Groups and Settings

EXIF

File Name:SyncRes.dll.mui
Directory:%WINDIR%\WinSxS\amd64_microsoft-windows-mccs-syncres.resources_31bf3856ad364e35_10.0.15063.0_or-in_91d7f5556ea21d50\
File Size:32 kB
File Permissions:rw-rw-rw-
File Type:Win32 DLL
File Type Extension:dll
MIME Type:application/octet-stream
Machine Type:Intel 386 or later, and compatibles
Time Stamp:0000:00:00 00:00:00
PE Type:PE32
Linker Version:14.10
Code Size:0
Initialized Data Size:32768
Uninitialized Data Size:0
Entry Point:0x0000
OS Version:10.0
Image Version:10.0
Subsystem Version:6.0
Subsystem:Windows GUI
File Version Number:10.0.15063.0
Product Version Number:10.0.15063.0
File Flags Mask:0x003f
File Flags:(none)
File OS:Windows NT 32-bit
Object File Type:Dynamic link library
File Subtype:0
Language Code:Oriya
Character Set:Unicode
Company Name:Microsoft Corporation
File Description:ActiveSync ସମ୍ବଳଗୁଡିକ
File Version:10.0.15063.0 (WinBuild.160101.0800)
Internal Name:SyncRes
Legal Copyright:© Microsoft Corporation. ସର୍ବସତ୍ତ୍ଵ ସଂରକ୍ଷିତ.
Original File Name:SyncRes.dll.mui
Product Name:Microsoft® Windows® Operating System
Product Version:10.0.15063.0
Directory:%WINDIR%\WinSxS\x86_microsoft-windows-mccs-syncres.resources_31bf3856ad364e35_10.0.15063.0_or-in_35b959d1b644ac1a\

What is SyncRes.dll.mui?

SyncRes.dll.mui is Multilingual User Interface resource file that contain Oriya language for file SyncRes.dll (ActiveSync ସମ୍ବଳଗୁଡିକ).

File version info

File Description:ActiveSync ସମ୍ବଳଗୁଡିକ
File Version:10.0.15063.0 (WinBuild.160101.0800)
Company Name:Microsoft Corporation
Internal Name:SyncRes
Legal Copyright:© Microsoft Corporation. ସର୍ବସତ୍ତ୍ଵ ସଂରକ୍ଷିତ.
Original Filename:SyncRes.dll.mui
Product Name:Microsoft® Windows® Operating System
Product Version:10.0.15063.0
Translation:0x448, 1200