DMAppsRes.dll.mui DMAppsRes 2c9174242315f6afa318b0e0aadf7b84

File info

File name: DMAppsRes.dll.mui
Size: 14848 byte
MD5: 2c9174242315f6afa318b0e0aadf7b84
SHA1: 76d4962cdae7988d0cc6e4e67dc1043fc18f6d66
SHA256: b1887e344a396a0fc0ca3eb5aaf7bfbd53fc91eb7417cc33635c9dd8d0bd4c62
Operating systems: Windows 10
Extension: MUI

Translations messages and strings

If an error occurred or the following message in Oriya language and you cannot find a solution, than check answer in English. Table below helps to know how correctly this phrase sounds in English.

id Oriya English
26002ଫୋନ୍‍ ଷ୍ଟୋରେଜ୍‍ ପୂର୍ଣ୍ଣ ଅଛି. ଆପଣ ଅବ୍ୟବହୃତ ଆପ୍ଲିକେସନ୍‍ଗୁଡିକ ଅପସାରଣ କରିପାରିବେ ଯଦି ଆପଣ ସ୍ପେସ୍‍ ମୁକ୍ତ କରିବାକୁ ଚାହୁଁଛନ୍ତି. Phone storage is full. You can remove unused applications if you want to free up space.
26004ଆପଣଙ୍କ ଫୋନ୍‍ର ସେଟିଂସମୂହ ପରିବର୍ତ୍ତନ ହୋଇପାରିଲା ନାହିଁ. Your phone's settings couldn't be changed.
26007ଫୋନ୍‍ ସେଟିଂସମୂହ ପରିବର୍ତ୍ତନ ଅସଫଳ Phone settings change unsuccessful
26008ଫୋନ୍‍ ସେଟିଂସମୂହ ପରିବର୍ତ୍ତନ ହେଲା Phone settings changed
26009 ସଫଳତାର ସହିତ ଆପଣଙ୍କ ଫୋନ୍‍ର ସେଟିଂସମୂହ ପରିବର୍ତ୍ତନ କରିଛି. successfully changed your phone's settings.
26010ଆପଣଙ୍କ ଫୋନ୍‍ର ସେଟିଂସମୂହକୁ ପରିବର୍ତ୍ତନଗୁଡିକ ସଫଳ ଥିଲା. The changes to your phone's settings were successful.
26011ସିଷ୍ଟମ୍‍ ବିଜ୍ଞପ୍ତି System notification
26012ପରିବର୍ତ୍ତନଗୁଡିକ ଉପଲବ୍ଧ ଅଛି Changes are available
26024ଅଚିହ୍ନା ପ୍ରେରକ Unidentified sender
26027%1 ଆପଣଙ୍କୁ କିଛି ନୂତନ ଫୋନ୍‍ ସେଟିଂସମୂହ ପ୍ରେରଣ କରିଛି. ଯଦି ଆପଣ ପ୍ରେରକଙ୍କୁ ଜାଣିଥାନ୍ତି ଏବଂ ଏହି ପରିବର୍ତ୍ତନଗୁଡିକ ସ୍ୱୀକାର କରିବାକୁ ଚାହୁଁଛନ୍ତି, ତେବେ ପ୍ରେରକଙ୍କ PIN ଟାଇପ୍‍ କରନ୍ତୁ, ଏବଂ ତାପରେ ଏଣ୍ଟର୍‍ ଟାପ୍‍ କରନ୍ତୁ. ଆପଣ ଏକ ପାଠ୍ୟ ବାର୍ତ୍ତା ପାଇବେ ଯେତେବେଳେ ପରିବର୍ତ୍ତନଗୁଡିକ ସଂପୂର୍ଣ୍ଣ ହୋଇଥାଏ.

ଯଦି ଆପଣ ଏହା ବର୍ତ୍ତମାନ କରିବାକୁ ଚାହାନ୍ତି ନାହିଁ ତେବେ ପରିବର୍ତ୍ତନଗୁଡିକୁ ସ୍ଥଗିତ କରିବା ପାଇଁ ବ୍ୟାକ୍‍ ବଟନ୍‍ ଦବାନ୍ତୁ. ସେଗୁଡିକୁ ଅଗ୍ରାହ୍ୟ କରିବାକୁ ବାତିଲ୍‍ ଟାପ୍‍ କରନ୍ତୁ.
%1 has sent you some new phone settings. If you know the sender and want to accept these changes, type the sender's PIN, and then tap Enter. You'll get a text message when the changes are complete.

If you don't want to do this right now press the Back button to postpone the changes. Tap Cancel to decline them.
26028ଆପଣ ଏକ ଅଚିହ୍ନା ଉତ୍ସରୁ କିଛି ନୂତନ ଫୋନ୍‍ ସେଟିଂସମୂହ ପ୍ରାପ୍ତ କରିଛନ୍ତି. ଯଦି ଆପଣ ପ୍ରେରକଙ୍କୁ ଜାଣିଥାନ୍ତି ଏବଂ ଏହି ପରିବର୍ତ୍ତନଗୁଡିକ ସ୍ୱୀକାର କରିବାକୁ ଚାହୁଁଛନ୍ତି, ତେବେ ପ୍ରେରକଙ୍କ PIN ଟାଇପ୍‍ କରନ୍ତୁ, ଏବଂ ତାପରେ ଏଣ୍ଟର୍‍ ଟାପ୍‍ କରନ୍ତୁ. ଆପଣ ଏକ ପାଠ୍ୟ ବାର୍ତ୍ତା ପାଇବେ ଯେତେବେଳେ ପରିବର୍ତ୍ତନଗୁଡିକ ସଂପୂର୍ଣ୍ଣ ହୋଇଥାଏ.

ଯଦି ଆପଣ ଏହା ବର୍ତ୍ତମାନ କରିବାକୁ ଚାହାନ୍ତି ନାହିଁ ତେବେ ପରିବର୍ତ୍ତନଗୁଡିକୁ ସ୍ଥଗିତ କରିବା ପାଇଁ ବ୍ୟାକ୍‍ ବଟନ୍‍ ଦବାନ୍ତୁ. ସେଗୁଡିକୁ ଅଗ୍ରାହ୍ୟ କରିବାକୁ ବାତିଲ୍‍ ଟାପ୍‍ କରନ୍ତୁ.
You’ve received some new phone settings from an unidentified source. If you know the sender and want to accept these changes, type the sender's PIN, and then tap Enter. You'll get a text message when the changes are complete.

If you don’t want to do this right now, press the Back button to postpone the changes. Tap Cancel to decline them.
26030ଆପଣ ଏଣ୍ଟର୍‍ କରିଥିବା PIN ଭୁଲ୍‍ ଥିଲା. ଏହାକୁ ପୁନଃ ଏଣ୍ଟର୍‍ କରିବାକୁ ଚେଷ୍ଟା କରନ୍ତୁ.

ଅବଶିଷ୍ଟ ପ୍ରଚେଷ୍ଟାଗୁଡିକ: %1
The PIN you entered was incorrect. Try entering it again.

Remaining attempts: %1
26031ଭୁଲ୍‍ PIN Incorrect PIN
26043ଆପଣ ଏଣ୍ଟର୍‍ କରିଥିବା PIN ଭୁଲ୍‍ ଥିଲା. The PIN you entered was incorrect.
26045ଫୋନ୍‍ ପରିବର୍ତ୍ତନଗୁଡିକ ଆବଶ୍ୟକ Phone changes needed
26046ଆପଣଙ୍କର ମୋବାଇଲ୍‍ ଅପରେଟର୍‍ (%1) ଆପଣଙ୍କର ଫୋନ୍‍‍କୁ କିଛି ପରିବର୍ତ୍ତନ କରିବା ଆବଶ୍ୟକ କରିଥାଏ ଫଳରେ ଏହା ନେଟ୍‍ୱାର୍କରେ ଉତ୍ତମ ରୂପେ କାର୍ଯ୍ୟ କରିବା ଜାରି ରଖିବ. ପରିବର୍ତ୍ତନ କରିବାକୁ, ଆପଣ Wi-Fi କୁ ଟର୍ନ୍‍ ଅନ୍‍ କରନ୍ତୁ କିମ୍ବା ସେଲ୍ୟୁଲାର୍ ଡାଟା ଟର୍ନ୍‍ ଅନ୍‍ କରନ୍ତୁ.

ଆପଣ ଏକ ପାଠ୍ୟ ବାର୍ତ୍ତା ପ୍ରାପ୍ତ କରିବେ ଯେତେବେଳେ ଏହା ସଂପୂର୍ଣ୍ଣ ହୋଇଥାଏ.
Your mobile operator (%1) needs to make some changes to your phone so it'll continue to work well on the network. To make the change, you need to connect to Wi-Fi or turn on cellular data.

You'll get a text message when it's complete.
26047&ଆପଣଙ୍କର ମୋବାଇଲ୍‍ ଅପରେଟର୍‍ (%1) ଆପଣଙ୍କର ଫୋନ୍‍‍କୁ କିଛି ପରିବର୍ତ୍ତନ କରିବା ଆବଶ୍ୟକ କରିଥାଏ ଫଳରେ ଏହା ନେଟ୍‍ୱାର୍କରେ ଉତ୍ତମ ରୂପେ କାର୍ଯ୍ୟ କରିବା ଜାରି ରଖିବ. ପରିବର୍ତ୍ତନ କରିବାକୁ, ଆପଣ Wi-Fi କୁ ଟର୍ନ୍‍ ଅନ୍‍ କରନ୍ତୁ କିମ୍ବା ସେଲ୍ୟୁଲାର୍ ଡାଟା ଟର୍ନ୍‍ ଅନ୍‍ କରନ୍ତୁ.

ଆପଣ ଏକ ପାଠ୍ୟ ବାର୍ତ୍ତା ପ୍ରାପ୍ତ କରିବେ ଯେତେବେଳେ ଏହା ସଂପୂର୍ଣ୍ଣ ହୋଇଥାଏ.

ଅଦ୍ୟତନ ବାତିଲ୍‍ କରିବାକୁ, ସେଲ୍ୟୁଲାର୍ ଏବଂ SIM ସେଟିଂସମୂହକୁ ଯାଆନ୍ତୁ.
Your mobile operator (%1) needs to make some changes to your phone so it'll continue to work well on the network. To make the change, you need to connect to Wi-Fi or turn on cellular data.

You'll get a text message when it's complete.

To cancel the update, go to Cellular & SIM Settings.
26048%1 ସମାପ୍ତ ହୋଇଛି, ଏବଂ ଆପଣଙ୍କର ଫୋନ୍‍କୁ ପରିବର୍ତ୍ତନଗୁଡିକ ସଂପୂର୍ଣ୍ଣ ହୋଇଛି. %1 is finished, and the changes to your phone are complete.
26050ଓକେ ok
26051ବାତିଲ୍‍ cancel
26052ବନ୍ଦ କରନ୍ତୁ close
26053ହଁ yes
26054ନା no
26055କରାଯାଇଛି done
26057ସ୍ୱୀକାର accept
26058ସଂଯୋଗ connect
26059ଏଣ୍ଟର୍‍ enter
26060ବର୍ତ୍ତମାନ ପୁନଃପ୍ରାରମ୍ଭ କରନ୍ତୁ restart now
26061ପରେ ପୁନଃପ୍ରାରମ୍ଭ କରନ୍ତୁ restart later
26062ଏହା ଆପଣଙ୍କ ଫୋନ୍‍‍ର ସେଟିଂସମୂହ ପରିବର୍ତ୍ତନ କରିବ. This will change your phone's settings.
26063%1 ଆପଣଙ୍କୁ କିଛି ନୂତନ ଫୋନ୍‍ ସେଟିଂସମୂହ ପ୍ରେରଣ କରିଛି. ଯଦି ଆପଣ ପ୍ରେରକଙ୍କୁ ଜାଣିଥାନ୍ତି ଏବଂ ଏହି ପରିବର୍ତ୍ତନଗୁଡିକ ସ୍ୱୀକାର କରିବାକୁ ଚାହୁଁଥାନ୍ତି, ସ୍ୱୀକାର ଟାପ୍‍ କରନ୍ତୁ. ଆପଣ ଏକ ପାଠ୍ୟ ବାର୍ତ୍ତା ପାଇବେ ଯେତେବେଳେ ପରିବର୍ତ୍ତନଗୁଡିକ ସଂପୂର୍ଣ୍ଣ ହୋଇଥାଏ.

ଯଦି ଆପଣ ଏହା ବର୍ତ୍ତମାନ କରିବାକୁ ଚାହାଁନ୍ତି ନାହିଁ ତେବେ ପରିବର୍ତ୍ତନଗୁଡିକୁ ସ୍ଥଗିତ କରିବା ପାଇଁ ବ୍ୟାକ୍‍ ବଟନ୍‍ ଦବାନ୍ତୁ. ସେଗୁଡିକୁ ଅଗ୍ରାହ୍ୟ କରିବାକୁ ବାତିଲ୍‍ ଟାପ୍‍ କରନ୍ତୁ.
%1 has sent you some new phone settings. If you know the sender and want to accept these changes, tap Accept. You'll get a text message when the changes are complete.

If you don’t want to do this right now, press the Back button to postpone the changes. Tap Cancel to decline them.
26064ଆପଣ ଏକ ଅଚିହ୍ନା ଉତ୍ସରୁ କିଛି ନୂତନ ଫୋନ୍‍ ସେଟିଂସମୂହ ପ୍ରାପ୍ତ କରିଛନ୍ତି. ଯଦି ଆପଣ ପ୍ରେରକଙ୍କୁ ଜାଣିଥାନ୍ତି ଏବଂ ଏହି ପରିବର୍ତ୍ତନଗୁଡିକ ସ୍ୱୀକାର କରିବାକୁ ଚାହୁଁଛନ୍ତି, ତେବେ ସ୍ୱୀକାର ଟାପ୍‍ କରନ୍ତୁ. ଆପଣ ଏକ ପାଠ୍ୟ ବାର୍ତ୍ତା ପାଇବେ ଯେତେବେଳେ ପରିବର୍ତ୍ତନଗୁଡିକ ସଂପୂର୍ଣ୍ଣ ହୋଇଥାଏ.

ଯଦି ଆପଣ ଏହା ବର୍ତ୍ତମାନ କରିବାକୁ ଚାହାନ୍ତି ନାହିଁ ତେବେ ପରିବର୍ତ୍ତନଗୁଡିକୁ ସ୍ଥଗିତ କରିବା ପାଇଁ ବ୍ୟାକ୍‍ ବଟନ୍‍ ଦବାନ୍ତୁ. ସେଗୁଡିକୁ ଅଗ୍ରାହ୍ୟ କରିବାକୁ ବାତିଲ୍‍ ଟାପ୍‍ କରନ୍ତୁ.
You’ve received some new phone settings from an unidentified source. If you know the sender and want to accept these changes, tap Accept. You'll get a text message when the changes are complete.

If you don’t want to do this right now, press the Back button to postpone the changes. Tap Cancel to decline them.
26065%1 ଆପଣଙ୍କର ଫୋନ୍‍କୁ ପରିବର୍ତ୍ତନଗୁଡିକ କରିପାରିଲା ନାହିଁ କାରଣ ଆପଣ ସର୍ଭର୍‍କୁ ସଂଯୋଗ କରିପାରିଲେ ନାହିଁ. %1 couldn't finish making changes to your phone because you couldn't connect to the server.
26078ଆପଣଙ୍କର ମୋବାଇଲ୍‍ ଅପରେଟର୍‍ (%1) ଆପଣଙ୍କର ଫୋନ୍‍‍କୁ କିଛି ପରିବର୍ତ୍ତନ କରିବା ଆବଶ୍ୟକ କରିଥାଏ ଫଳରେ ଏହା ନେଟ୍‍ୱାର୍କରେ ଉତ୍ତମ ରୂପେ କାର୍ଯ୍ୟ କରିବା ଜାରି ରଖିବ.

ଏଠାରେ ଆପଣଙ୍କର ମୋବାଇଲ୍‍ ଅପରେଟର୍‍ ଠାରୁ ବିବରଣୀ ରହିଛି:
Your mobile operator (%1) needs to make some changes to your phone so it'll continue to work well on the network.

Here are the details from your mobile operator:
26080ଦର୍ଶନ view
26081ଦୟାକରି କେବଳ ସଂଖ୍ୟାଗୁଡିକ ଏଣ୍ଟର୍‍ କରନ୍ତୁ. Please enter only numbers.
26082ଆପଣଙ୍କର ମୋବାଇଲ୍‍ ଅପରେଟର୍‍ (%1) ଆପଣଙ୍କର ଫୋନ୍‍‍କୁ କିଛି ପରିବର୍ତ୍ତନ କରିବା ଆବଶ୍ୟକ କରିଥାଏ ଫଳରେ ଏହା ନେଟ୍‍ୱାର୍କରେ ଉତ୍ତମ ରୂପେ କାର୍ଯ୍ୟ କରିବା ଜାରି ରଖିବ.

ଆପଣ ଏକ ପାଠ୍ୟ ବାର୍ତ୍ତା ପ୍ରାପ୍ତ କରିବେ ଯେତେବେଳେ ଏହା ସମାପ୍ତ ହୋଇଥାଏ.
Your mobile operator (%1) needs to make some changes to your phone so it'll continue to work well on the network.

You'll get a text message when it's finished.
26083&ଆପଣଙ୍କର ମୋବାଇଲ୍‍ ଅପରେଟର୍‍ (%1) ଆପଣଙ୍କର ଫୋନ୍‍‍ ରେ ପରିବର୍ତ୍ତନ କରିବା ଆବଶ୍ୟକ କରିଥାଏ ଫଳରେ ଏହା ନେଟ୍‍ୱାର୍କରେ ଉତ୍ତମ ରୂପେ କାର୍ଯ୍ୟ କରିବା ଜାରି ରଖିବ.

ଆପଣ ଏକ ପାଠ୍ୟ ବାର୍ତ୍ତା ପ୍ରାପ୍ତ କରିବେ ଯେତେବେଳେ ଏହା ସମାପ୍ତ ହୋଇଥାଏ.

ଅଦ୍ୟତନ ବାତିଲ୍‍ କରିବାକୁ, ସେଲୁଲାର୍‍ ଏବଂ SIM ସେଟିଂସମୂହକୁ ଯାଆନ୍ତୁ.
Your mobile operator (%1) needs to modify your phone so it'll continue to work well on the network.

You'll get a text message when it's finished.

To cancel the update, go to Cellular & SIM Settings.
26085ସେଲ୍ୟୁଲାର୍ ଡାଟା ସେଟିଂସମୂହ ଅଦ୍ୟତନ କରିବାକୁ ଟାପ୍‍ କରନ୍ତୁ Tap to update cellular data settings
26086ଆପଣଙ୍କ ଡିଭାଇସ୍‌ ପୁନଃପ୍ରାରମ୍ଭ ଆବଶ୍ୟକ କରୁଛି Your device needs to restart
26087ଆପଣଙ୍କ ସଂସ୍ଥାର ପୁଶ୍‌ ଡାଉନ୍‌ ନୀତି ରହିଛି ଯାହା ଆପଣଙ୍କର ଡିଭାଇସ୍‌ ପୁନଃପ୍ରାରମ୍ଭ ହେବା ଆବଶ୍ୟକ କରିଥାଏ. ଏହା ପୁନଃପ୍ରାରମ୍ଭ ନହେବା ପର୍ଯ୍ୟନ୍ତ ଆପଣ କାର୍ଯ୍ୟ ରିସୋର୍ସ କିମ୍ବା ଆପଣଙ୍କର କାର୍ଯ୍ୟ ନେଟ୍‌ୱାର୍କକୁ ଆକସେସ୍‌ କରିବାକୁ ସମର୍ଥ ହୋଇନପାରନ୍ତି. Your organization has pushed down policies that require your device to restart. You may be unable to access work resources or your work network until it is restarted.
26088ଆପଣଙ୍କ ପରିଚୟ ନିଶ୍ଚିତ କରାଇବାକୁ ଆପଣଙ୍କ PIN ଏଣ୍ଟର୍ କରନ୍ତୁ ଏବଂ ଆପଣଙ୍କ PIN ନାମାଙ୍କନ ସମ୍ପୂର୍ଣ୍ଣ କରନ୍ତୁ. Enter your PIN to confirm your identity and finish your PIN enrollment.
26089Your device administrator has scheduled a reboot Your device administrator has scheduled a reboot
26090RebootCSP scheduled reboot RebootCSP scheduled reboot
26091RebootCSP daily recurrent reboot RebootCSP daily recurrent reboot
26092ଆପଣଙ୍କ କମ୍ପାନୀ ଆପଣଙ୍କ ଡିଭାଇସ୍‌କୁ ଲକ୍‌ କରିଛି. ଆପଣ ଏହାକୁ ଅଣଲକ୍‌ କରିବା ପାଇଁ ନିଜର PIN ବ୍ୟବହାର କରିପାରିବେ. Your company has locked your device. You can use your PIN to unlock it.
26093ଆପଣଙ୍କ କମ୍ପାନୀ ଆପଣଙ୍କ PIN ପୁନଃସେଟ୍‌ କରିଛି. PIN ଜାଣିବା ପାଇଁ ଆପଣଙ୍କ କମ୍ପାନୀର ସହାୟକ ବ୍ୟକ୍ତିଙ୍କ ସହିତ ସମ୍ପର୍କ କରନ୍ତୁ. Your company has reset your PIN. Contact your company’s support person to learn the PIN.
26094ଡାଇନାମିକ୍‌ ପରିଚାଳନା Dynamic Management
26095ଆପଣଙ୍କର ପରିଚାଳନା ସେଟିଂଗୁଡ଼ିକ ବଦଳିଛି କାରଣ ଆପଣଙ୍କ ଡିଭାଇସ ଦୃଶ୍ୟପଟରେ ନିକଟରେ ଏକ ପରିବର୍ତ୍ତନ ହୋଇଛି। Your management settings have changed because of a recent change to your device context.
50002&ଆପଣଙ୍କର ମୋବାଇଲ୍‍ ଅପରେଟର୍‍ (%1) ଆପଣଙ୍କର ଫୋନ୍‍‍କୁ କିଛି ପରିବର୍ତ୍ତନ କରିବା ଆବଶ୍ୟକ କରିଥାଏ ଫଳରେ ଏହା ନେଟ୍‍ୱାର୍କରେ ଉତ୍ତମ ରୂପେ କାର୍ଯ୍ୟ କରିବା ଜାରି ରଖିବ. ପରିବର୍ତ୍ତନ କରିବାକୁ, ଆପଣ WLAN କୁ ସଂଯୋଗ କରିବା ଆବଶ୍ୟକ କିମ୍ବା ସେଲ୍ୟୁଲାର୍ ଡାଟା ଟର୍ନ୍‍ ଅନ୍‍ କରନ୍ତୁ.

ଆପଣ ଏକ ପାଠ୍ୟ ବାର୍ତ୍ତା ପ୍ରାପ୍ତ କରିବେ ଯେତେବେଳେ ଏହା ସମାପ୍ତ ହୋଇଥାଏ.

ଅଦ୍ୟତନ ବାତିଲ୍‍ କରିବାକୁ, ସେଲ୍ୟୁଲାର୍ ଏବଂ SIM ସେଟିଂସମୂହକୁ ଯାଆନ୍ତୁ.
Your mobile operator (%1) needs to make some changes to your phone so it'll continue to work well on the network. To make the change, you need to connect to WLAN or turn on cellular data.

You'll get a text message when it's complete.

To cancel the update, go to Cellular & SIM Settings.
50003ନେଟ୍‍ୱାର୍କ ଅଦ୍ୟତନ ଉପଲବ୍ଧ Network update available
50004ଆପଣଙ୍କର ମୋବାଇଲ୍‍ ଅପରେଟର୍‍ ଆପଣଙ୍କର ଫୋନ୍‍ ନେଟ୍‍ୱାର୍କ ଅଦ୍ୟତନ କରୁଛି ଫଳରେ ଆପଣ ଫୋନ୍‍ କଲ୍‍ଗୁଡିକ କରିବା, ପାଠ୍ୟ ବାର୍ତ୍ତା ପ୍ରେରଣ, ଏବଂ ଅଧିକ କରିବା ପାଇଁ ସମର୍ଥ ହେବେ.

ଆପଣ ଏକ ପାଠ୍ୟ ବାର୍ତ୍ତା ପ୍ରାପ୍ତ କରିବେ ଯେତେବେଳେ ଏହା ସମାପ୍ତ ହୋଇଥାଏ.
Your mobile operator is updating your phone network so you'll be able to make phone calls, send text messages, and more.

You'll get a text message when the update is done.
50005ଆପଣଙ୍କର ନେଟ୍‍ୱାର୍କ ପ୍ରୋଫାଇଲ୍‍ ଅଦ୍ୟତନ ହୋଇଛି ଏବଂ ଯିବା ପାଇଁ ପ୍ରସ୍ତୁତ. Your network profile is updated and ready to go.
50006ଅଦ୍ୟତନ ବାତିଲ୍‍ କରନ୍ତୁ cancel update
50007ଆପଣଙ୍କର ମୋବାଇଲ୍‍ ଅପରେଟର୍‍ ଆପଣଙ୍କର ନେଟ୍‍ୱାର୍କ ପ୍ରୋଫାଇଲ୍‍ ଅଦ୍ୟତନ କରିବାକୁ ସମର୍ଥ ହେଲା ନାହି. ଯଦି ଆପଣ ସହାୟତା ପାଇଁ ସେମାନଙ୍କୁ କଲ କରିବେ, ଆପଣ ଏହି ତ୍ରୁଟି କୋଡ୍‍: %1 ଦେଖିଥିବା ସେମାନଙ୍କୁ କୁହନ୍ତୁ. Your mobile operator wasn't able to update your network profile. If you call them for help, tell them you saw this error code: %1.
50009ଅତିରିକ୍ତ ଆପ୍ଲିକେସନ୍‍ଗୁଡିକ ଡାଉନଲୋଡ୍‍ କରୁଛି Downloading additional apps

EXIF

File Name:DMAppsRes.dll.mui
Directory:%WINDIR%\WinSxS\amd64_microsoft-windows-d..dmappsres.resources_31bf3856ad364e35_10.0.15063.0_or-in_8984fbdbb70323a3\
File Size:14 kB
File Permissions:rw-rw-rw-
File Type:Win32 DLL
File Type Extension:dll
MIME Type:application/octet-stream
Machine Type:Intel 386 or later, and compatibles
Time Stamp:0000:00:00 00:00:00
PE Type:PE32
Linker Version:14.10
Code Size:0
Initialized Data Size:14336
Uninitialized Data Size:0
Entry Point:0x0000
OS Version:10.0
Image Version:10.0
Subsystem Version:6.0
Subsystem:Windows GUI
File Version Number:10.0.15063.0
Product Version Number:10.0.15063.0
File Flags Mask:0x003f
File Flags:(none)
File OS:Windows NT 32-bit
Object File Type:Dynamic link library
File Subtype:0
Language Code:Oriya
Character Set:Unicode
Company Name:Microsoft Corporation
File Description:DMAppsRes
File Version:10.0.15063.0 (WinBuild.160101.0800)
Internal Name:DMAppsRes
Legal Copyright:© Microsoft Corporation. ସର୍ବସତ୍ତ୍ଵ ସଂରକ୍ଷିତ.
Original File Name:DMAppsRes.dll.mui
Product Name:Microsoft® Windows® Operating System
Product Version:10.0.15063.0

What is DMAppsRes.dll.mui?

DMAppsRes.dll.mui is Multilingual User Interface resource file that contain Oriya language for file DMAppsRes.dll (DMAppsRes).

File version info

File Description:DMAppsRes
File Version:10.0.15063.0 (WinBuild.160101.0800)
Company Name:Microsoft Corporation
Internal Name:DMAppsRes
Legal Copyright:© Microsoft Corporation. ସର୍ବସତ୍ତ୍ଵ ସଂରକ୍ଷିତ.
Original Filename:DMAppsRes.dll.mui
Product Name:Microsoft® Windows® Operating System
Product Version:10.0.15063.0
Translation:0x448, 1200