MusUpdateHandlers.dll.mui ଆଧୁନିକ ଅଦ୍ୟତନ ସେଟିଂଗୁଡିକ ହ୍ୟାଣ୍ଡଲର୍ ଲାଗୁକରଣ 28f9295e9229357e5298f13452a0ca85

File info

File name: MusUpdateHandlers.dll.mui
Size: 45056 byte
MD5: 28f9295e9229357e5298f13452a0ca85
SHA1: 715ab58dd718fc0b8fe3d7e27861cec8e5402605
SHA256: 17fa1f31e4ed93e0e06e6163829809d4f396e1b70783f5c618a4b5d216a8c311
Operating systems: Windows 10
Extension: MUI

Translations messages and strings

If an error occurred or the following message in Oriya language and you cannot find a solution, than check answer in English. Table below helps to know how correctly this phrase sounds in English.

id Oriya English
50ଅଦ୍ୟତନଗୁଡ଼ିକ ପାଇଁ ପରୀକ୍ଷଣ କରୁଛି... Checking for updates...
51%1!u!%% ଅଦ୍ୟତନଗୁଡିକୁ ଡାଉନ୍‌ଲୋଡ୍ କରୁଛି Downloading updates %1!u!%%
52%1!u!%% ଅଦ୍ୟତନଗୁଡିକ ସଂସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛି Preparing to install updates %1!u!%%
53ଦୟାକରି ଅପେକ୍ଷା କରନ୍ତୁ... Please wait...
54ଆପଣଙ୍କର ଡିଭାଇସ୍ ଅଦ୍ୟତିତ ଅଟେ. ଶେଷ ଯାଞ୍ଚ ହୋଇଛି %1, %2 Your device is up to date. Last checked: %1, %2
55କୌଣସି ଅଦ୍ୟତନ ଉପଲବ୍ଧ ନାହିଁ. ନୂତନ ଅଦ୍ୟତନଗୁଡିକ ପାଇଁ ଦୈନିକ ପରୀକ୍ଷିତ କରିବାକୁ ଆମେ ଜାରି ରଖିବୁ. No updates are available. We'll continue to check daily for newer updates.
56ସଂସ୍ଥାପନ କରିବାକୁ ଅଦ୍ୟତନଗୁଡିକ ପ୍ରସ୍ତୁତ ଅଟେ Updates are ready to install
57ଆପଣ ଆପଣଙ୍କର ଡିଭାଇସ୍ ବ୍ୟବହାର କରୁନଥିବା ବେଳେ ଅଦ୍ୟତନଗୁଡିକ ସ୍ଵତଃସ୍ପୃତଭାବରେ ସଂସ୍ଥାପିତ ହେବ, କିମ୍ଵା ଆପଣ ବର୍ତ୍ତମାନ ଚାହୁଁଥିବା ସଂସ୍ଥାପନଗୁଡିକୁ ସଂସ୍ଥାପନ କରିପାରିବେ. We'll automatically install updates when you aren't using your device, or you can install them now if you want.
58ଡାଉନ୍‌ଲୋଡ୍ କରିବାକୁ ଅଦ୍ୟତନଗୁଡିକ ପ୍ରସ୍ତୁତ ଅଟେ Updates are ready to download
59ଅଦ୍ୟତନଗୁଡ଼ିକ ସଂସ୍ଥାପନ କରୁଛି... Installing updates...
60ଏହି ଅଦ୍ୟତନ ସମ୍ପୁର୍ଣ୍ଣ କରିବାକୁ ଆମକୁ ଏକ ଭିନ୍ନ ସଂସ୍ଥାପନ ଆରମ୍ଭ କରିବାକୁ ହେବ. ଏହା ଆରମ୍ଭ କରିବାକୁ ସଂସ୍ଥାପନ ଚୟନ କରନ୍ତୁ. ଯଦି ଆପଣ ସଂସ୍ଥାପନ ୱିଣ୍ଡୋ ଦେଖୁନାହାଁନ୍ତି, ଏହି ୱିଣ୍ଡୋ ସର୍ବନିମ୍ନ କରନ୍ତୁ, କିମ୍ଵା ଟାସ୍କଦଣ୍ଡିକା ଦେଖନ୍ତୁ. We need to start a separate installation to complete this update. Select Install to start it. If you don't see the install window, minimize this window, or check the taskbar.
61ଆପଣଙ୍କର ଡିଭାଇସ୍ ଅଦ୍ୟତିତ ଅଟେ. ଶେଷ ଯାଞ୍ଚ ହୋଇଛି: ଆଜି, %1 Your device is up to date. Last checked: Today, %1
62ଆପଣଙ୍କର ଡିଭାଇସ୍ ଅଦ୍ୟତିତ ଅଟେ. ଶେଷ ଯାଞ୍ଚ ହୋଇଛି: ଗତକାଲି, %1 Your device is up to date. Last checked: Yesterday, %1
63ଅଦ୍ୟତନଗୁଡିକ ପ୍ରାରମ୍ଭିକରଣ କରୁଛି... Initializing updates...
64%1!u!%% ଅଦ୍ୟତନଗୁଡିକ ଡାଉନ୍‌ଲୋଡ଼ କରିବାକୁ ପ୍ରସ୍ତୁତ ହେଉଛି Preparing to download updates %1!u!%%
100ଅଦ୍ୟତନ ପାଇଁ ଯାଞ୍ଚ କରନ୍ତୁ Check for updates
101ଉପଲବ୍ଧ ଅଦ୍ୟତନଗୁଡିକ ସ୍ୱତଃସ୍ପୃତ ଭାବରେ ଡାଉନଲୋଡ୍‌ ଏବଂ ସଂସ୍ଥାପନ ହେବ, ମିଟରଯୁକ୍ତ ସଂଯୋଜନରେ ବ୍ୟତୀତ (ଯେଉଁଠାରେ ଦେୟ ଲାଗୁ ହୋଇଥାଏ). Available updates will be downloaded and installed automatically, except over metered connections (where charges may apply).
102ସମ୍ପ୍ରତି ପୁନରାରମ୍ଭ କରନ୍ତୁ Restart now
103ବର୍ତ୍ତମାନ ସଂସ୍ଥାପନ କରନ୍ତୁ Install now
104ଡାଉନ୍‌ଲୋଡ୍ Download
105ପୁନଃଚେଷ୍ଟା Retry
106ଇସ୍ୟୁଗୁଡିକର ସମାଧାନ କରନ୍ତୁ Fix issues
107ଆପଣ ଆବଶ୍ୟକ କରୁଥିବା ଜିନିଷଗୁଡିକ ଅପସାରଣ କରିବାକୁ ଷ୍ଟୋରେଜ୍‌କୁ ଯାଆନ୍ତୁ Go to Storage to remove things you don't need
108ପରବର୍ତ୍ତୀ Next
109ସଂସ୍ଥାପନ ସମାପ୍ତ କରିବାକୁ ପୁନଃ ପ୍ରାରମ୍ଭ କରିବାରେ ଆମର ସମସ୍ୟା ରହିଛି. କିଛି ସମୟ ପରେ ପୁଣି ଚେଷ୍ଟା କରନ୍ତୁ. ଯଦି ଏହା ଆପଣ ଦେଖିବା ଜାରି ରଖିବେ, ସହାୟତା ପାଇଁ ୱେବ୍‍ ସନ୍ଧାନ କରିବାକୁ କିମ୍ବା ସମର୍ଥନକୁ ସମ୍ପର୍କ କରିବାକୁ ଚେଷ୍ଟା କରନ୍ତୁ. ଏହି ତ୍ରୁଟି କୋଡ୍‍ ସହାୟତା କରିପାରେ: (%1) We're having trouble restarting to finish the install. Try again in a little while. If you keep seeing this, try searching the web or contacting support for help. This error code might help: (%1)
110ପୁନଃପ୍ରାରମ୍ଭ ଏବଂ ଅଦ୍ୟତନ ସମାପ୍ତ କରିବାକୁ, ଆମେ ଆବଶ୍ୟକ କରୁ: To restart and finish updating, we need:
111
• ଆପଣଙ୍କର ବ୍ୟାଟେରି 40% ପର୍ଯ୍ୟନ୍ତ ଚାର୍ଜ୍‍ ହୋଇଛି.

• Your battery charged to 40%.
112
• ଆପଣଙ୍କର ଫୋନ୍‍ କଲ୍‍ ସମାପ୍ତ ହେବ.

• Your phone call to be finished.
113ଏହି ବିକଳ୍ପ ଆପଣଙ୍କର ସଂସ୍ଥା ଦ୍ଵାରା ପରିଚାଳିତ ହୋଇଛି. This option is managed by your organization.
114ଅଦ୍ୟତନଗୁଡିକରେ ପୁନଃଯୋଗ ଦିଅନ୍ତୁ Resume updates
130ମୁଁ Windows Update କରିବା ବେଳେ ଅନ୍ୟ Microsoft ଉତ୍ପାଦଗୁଡିକ ପାଇଁ ମୋତେ ଅଦ୍ୟତନସମୂହ ଦିଅନ୍ତୁ. Give me updates for other Microsoft products when I update Windows.
131Microsoft ଅଦ୍ୟତନ ଠାରୁ ଅଦ୍ୟତନଗୁଡିକ ପାଇଁ ଅନ୍‌ଲାଇନ୍ ପରୀକ୍ଷିତ କରନ୍ତୁ. Check online for updates from Microsoft Update.
133ଅଧିକ ଜାଣନ୍ତୁ Learn more
134ଏକ ଅଦ୍ୟତନ ପରେ ମୋର ଡିଭାଇସ୍‌ ସେଟ୍‌ ଅପ୍‌ କରିବା ସ୍ୱତଃସ୍ପୃତଭାବରେ ସମାପ୍ତ କରିବାକୁ ମୋ ସାଇନ୍‌ ଇନ୍‌ ସୂଚନା ବ୍ୟବହାର କରନ୍ତୁ. Use my sign in info to automatically finish setting up my device after an update.
136ଗୋପନୀୟ ବିବରଣୀ Privacy statement
137ମୁଁ Windows ଅଦ୍ୟତନ କରିବା ବେଳେ ଡ୍ରାଇଭର୍ ଅଦ୍ୟତନଗୁଡିକ ଅନ୍ତର୍ଭୁକ୍ତ କରନ୍ତୁ Include driver updates when I update Windows
140ଯଦି ଆପଣ ଚାହିଁବେ, ଆପଣ ବର୍ତ୍ତମାନ ପୁନଃଆରମ୍ଭ କରିପାରିବେ. କିମ୍ଵା, ଆପଣ ଏକ ଅଧିକ ଉପଯୁକ୍ତ ସମୟକୁ ପୁନଃଆରମ୍ଭ ପୁନଃଅନୁସୂଚିତ କରିପାରିବେ. ନିର୍ଦ୍ଧାରିତ ସମୟରେ ଆପଣଙ୍କର ଡିଭାଇସ୍ ପ୍ଲଗ୍ ଇନ୍ ହୋଇଥିବା ସୁନିଶ୍ଚିତ ହୁଅନ୍ତୁ. ଅଦ୍ୟତନର ଆକର ଉପରେ ନିର୍ଭରକରୀ, ସଂସ୍ଥାପନ ହୁଏତ କିଛି ସମୟ ନେଇପାରେ. If you want, you can restart now. Or, you can reschedule the restart to a more convenient time. Be sure your device is plugged in at the scheduled time. Depending on the size of the update, the install might take a while.
141ଆପଣ ସାଧାରଣତଃ ଆପଣଙ୍କର ଡିଭାଇସ୍ ବ୍ୟବହାର କରୁନଥିବା ସମୟରେ ଆମେ ଏକ ପୁନଃଆରମ୍ଭ ଅନୁସୂଚୀ କରିବୁ (ବର୍ତ୍ତମାନ %1 ଆଜି ଭଲ ଦେଖାଯାଉଛି). We'll schedule a restart during a time you usually don't use your device (right now %1 today looks good).
142ଆପଣ ସାଧାରଣତଃ ଆପଣଙ୍କର ଡିଭାଇସ୍ ବ୍ୟବହାର କରୁନଥିବା ସମୟରେ ଆମେ ଏକ ପୁନଃଆରମ୍ଭ ଅନୁସୂଚୀ କରିବୁ (ବର୍ତ୍ତମାନ %1 ଆସନ୍ତାକାଲି ଦେଖାଯାଉଛି). We'll schedule a restart during a time you usually don't use your device (right now %1 tomorrow looks good).
143ଆପଣ ସାଧାରଣତଃ ଆପଣଙ୍କର ଡିଭାଇସ୍ ବ୍ୟବହାର କରୁନଥିବା ସମୟରେ ଆମେ ଏକ ପୁନଃଆରମ୍ଭ ଅନୁସୂଚୀ କରିବୁ (ବର୍ତ୍ତମାନ %2 ରେ %1 ଭଲ ଦେଖାଯାଉଛି). We'll schedule a restart during a time you usually don't use your device (right now %1 on %2 looks good).
144ଏକ ପୁନଃଆରମ୍ଭ ସମୟ ଚୟନ କରନ୍ତୁ Select a restart time
145ଆଜି Today
146ଆସନ୍ତାକାଲି Tomorrow
147ସେହି ସମୟ ଅତିତରେ ଥିଲା. ଅନ୍ୟ ସମୟ ମନୋନୟନ କରନ୍ତୁ. That time is in the past. Choose another time.
148ଅଦ୍ୟତନଗୁଡିକ ସଂସ୍ଥାପନ କରିବା ଆମେ ସମାପ୍ତ କରିବୁ ଯେତେବେଳେ ଆପଣ ଆମକୁ ଏହା କରିବାକୁ କହିବେ: We’ll finish installing updates when you tell us to:
149ଆମେ କେତେବେଳେ ପୁନଃପ୍ରାରମ୍ଭ କରିବାକୁ ଯିବୁ ତାହା ଉପରେ ଆମେ ଏକ ସ୍ମାରକ ଦେଖାଇବୁ. ପୁନଃପ୍ରାରମ୍ଭ କରିବା ବିଷୟରେ ଯଦି ଆପଣ ଅଧିକ ବିଜ୍ଞପ୍ତି ଦେଖିବାକୁ ଚାହାଁନ୍ତି, ଏହା ଚାଲୁ କରନ୍ତୁ. We’ll show a reminder when we’re going to restart. If you want to see more notifications about restarting, turn this on.
150ଅଦ୍ୟତନଗୁଡିକ ଉପଲବ୍ଧ. Updates are available.
151ନିମ୍ନଲିଖିତ ଅଦ୍ୟତନଗୁଡିକ ସମାପ୍ତ କରିବାକୁ ଏକ ପୁନଃପ୍ରାରମ୍ଭ ଆବଶ୍ୟକ ହୋଇଥାଏ: A restart is required to finish installing the following updates:
152ଅତିରିକ୍ତ ଭାଷା ସମର୍ଥନ Additional language support
160• ୱେବ୍ ବ୍ରାଉଜିଂ ଏବଂ ଆପ୍ଲିକେସନ୍ ସୁସଙ୍ଗତା ଉନ୍ନତ କରନ୍ତୁ. • Improve web browsing and app compatibility.
161• ଆପଣଙ୍କର ଡିଭାଇସ୍‌ଗୁଡିକ କାର୍ଯ୍ୟ କରୁଥିବା ପଥ ଉନ୍ନତ କରନ୍ତୁ. • Improve the way your devices work.
162• ଆପଣଙ୍କର ଡିଭାଇସ୍‍କୁ ଅଧିକ ସୁରକ୍ଷିତ କରିବାରେ ସହାୟତା କରନ୍ତୁ. • Help make your device more secure.
163• %1 • %1
164ଇତିବୃତି ଅଦ୍ୟତନ କରନ୍ତୁ Update history
165ବିବରଣୀ Details
166ଗୋପନୀୟତା ସେଟିଂସମୂହ Privacy settings
167ଟିପ୍ପଣୀ: ଅନ୍ୟ ଅଦ୍ୟତନଗୁଡିକ ନିମନ୍ତେ ପରୀକ୍ଷଣ କରୁଥିବା ବେଳେ Windows Update ହୁଏତ ପ୍ରଥମେ ନିଜେ ସ୍ୱତଃସ୍ପୃତଭାବରେ ଅଦ୍ୟତନ କରିପାରେ. Note: Windows Update might update itself automatically first when checking for other updates.
168ଅଗ୍ରୀମ ବିକଳ୍ପସମୂହ Advanced options
169ବିକଳ୍ପଗୁଡିକ ପୁନଃଆରମ୍ଭ କରନ୍ତୁ Restart options
170ପୁନଃଆରମ୍ଭ ଅନୁସୂଚୀ କରନ୍ତୁ Schedule the restart
180ସ୍ଵତଃସ୍ପୃତ (ଅନୁମୋଦିତ) Automatic (recommended)
181ସବୁକିଛି ସଠିକ୍ ଭାବରେ ଚାଲିବା ଜାରି ରହନ୍ତୁ. ଆପଣ ଏହା ବ୍ୟବହାର କରୁନଥିବା ବେଳେ ଆପଣଙ୍କର ଡିଭାଇସ୍ ସ୍ଵତଃସ୍ପୃତଭାବରେ ଆମେ ପୁନଃଆରମ୍ଭ କରିବୁ. ଅଦ୍ୟତନଗୁଡିକ ଏକ ମିଟର୍‌ଯୁକ୍ତ ସଂଯୋଜନରେ ଡାଉନ୍‌ଲୋଡ୍ ହେବ ନାହିଁ (ଯେଉଁଠାରେ ଦେୟଗୁଡିକ ହୁଏତ ଲାଗୁ ହୋଇପାରେ). Keep everything running smoothly. We'll restart your device automatically when you're not using it. Updates won't download over a metered connection (where charges may apply).
182ଡାଉନ୍‌ଲୋଡ୍ କରିବାକୁ ସୂଚିତ କରନ୍ତୁ Notify to download
183ଅଦ୍ୟତନଗୁଡିକ କେତେବେଳେ ଡାଉନ୍‌ଲୋଡ୍ କରିବେ ଆପଣ ମନୋନୟନ କରନ୍ତୁ, ଏବଂ ଯଦି ଏକ ପୁନଃଆରମ୍ଭ ଆବଶ୍ୟକ ହୁଏ ତେବେ ଆପଣ ସୂଚିତ ହେବେ. Choose when to download updates, and you'll be notified if a restart is needed.
184ପୁନଃଆରମ୍ଭ ଅନୁସୂଚୀକୁ ସୂଚିତ କରନ୍ତୁ Notify to schedule restart
185ଅଦ୍ୟତନଗୁଡିକ ସଂସ୍ଥାପନ କରିବା ସମାପ୍ତ କରିବାକୁ ଏକ ପୁନଃଆରମ୍ଭ ଅନୁସୂଚୀକୁ ଆପଣଙ୍କୁ ପଚରାଯିବ. ଅଦ୍ୟତନଗୁଡିକ ଏକ ମିଟର୍‌ୟୁକ୍ତ ସଂଯୋଜନରେ ଡାଉନ୍‌ଲୋଡ୍ କରିବ ନାହିଁ (କେଉଁଠାରେ ଦେୟଗୁଡିକ ଲାଗୁ ହୋଇପାରେ). You'll be asked to schedule a restart to finish installing updates. Updates won't download over a metered connection (where charges may apply).
186ଅଦ୍ୟତନଗୁଡିକ ସଂସ୍ଥାପନ ଆବଶ୍ୟକ କରିବାବେଳେ ସର୍ବଦା ମୋ ଡିଭାଇସ୍ ପୁନଃଆରମ୍ଭ କରନ୍ତୁ. Always restart my device at this time whenever updates need to be installed.
187ମୋ ସ୍ଥାନୀୟ ନେଟ୍‌ୱାର୍କ୍‌ରେ ଅନ୍ୟ ଡିଭାଇସ୍‌ଗୁଡିକ ଅଦ୍ୟତନ କରିବାକୁ ଏହି ଡିଭାଇସ୍‌ରେ ଡାଉନ୍‌ଲୋଡ୍ ହୋଇଥିବା ଅଦ୍ୟତନଗୁଡିକୁ ପୁନଃବ୍ୟବହାର କରନ୍ତୁ. Reuse updates downloaded on this device to update other devices on my local network.
188ଅଦ୍ୟତନଗୁଡ଼ିକ ପାଇଁ କଦାପି ପରୀକ୍ଷଣ କରନ୍ତୁ ନାହିଁ (ଅନୁମୋଦିତ ନୁହେଁ) Never check for updates (not recommended)
189ଆପଣଙ୍କର ସଂସ୍ଥା ସ୍ଵତଃସ୍ପୃତ ଅଦ୍ୟତନଗୁଡିକୁ ଟର୍ନ୍ ଅଫ୍ କରିଛି Your organization has turned off automatic updates
190ସଂସ୍ଥାପନ କରିବାକୁ ସୂଚିତ କରନ୍ତୁ Notify to install
191ଏକ ମିଟର୍‌ଯୁକ୍ତ ସଂଯୋଜନରେ ଅଦ୍ୟତନଗୁଡିକ ଡାଉନ୍‌ଲୋଡ୍ ହେବ ନାହିଁ. ସେଗୁଡିକ ଡାଉନ୍‌ଲୋଡ୍ ହେବା ବେଳେ ଆପଣଙ୍କୁ ଅଦ୍ୟତନଗୁଡିକ ସଂସ୍ଥାପନ କରିବାକୁ କୁହାଯିବ. Updates won't download over a metered connection. You'll be asked to install updates when they've been downloaded.
192ମିଟରଯୁକ୍ତ (ଯେଉଁଠାରେ ଦେୟ ଲାଗୁ ହୋଇପାରେ) ସଂଯୋଜନାଗୁଡିକ ବ୍ୟତୀତ ଆମେ ସ୍ୱତଃସ୍ପୃତଭାବେ ଅଦ୍ୟତନଗୁଡିକ ଡାଉନଲୋଡ଼୍‍ କରିବୁ ତଥା ସଂସ୍ଥାପନ କରିବୁ. ସେହି କ୍ଷେତ୍ରରେ, Windows ସଠିକ୍ ଭାବରେ ଚଳାଇବାକୁ ଆବଶ୍ୟକ ହେଉଥିବା ଅଦ୍ୟତନଗୁଡିକ କେବଳ ଆମେ ଡାଉନଲୋଡ଼୍‍ କରିବୁ. We'll automatically download and install updates, except on metered connections (where charges may apply). In that case, we’ll automatically download only those updates required to keep Windows running smoothly.
193Windows ସଠିକ୍ ଭାବରେ ଚଳାଇବାକୁ ଆବଶ୍ୟକ ହେଉଥିବା ଅଦ୍ୟତନଗୁଡିକ ବ୍ୟତୀତ ଆମେ ଅଦ୍ୟତନଗୁଡିକ ଡାଉନଲୋଡ଼୍‍ କରିବାକୁ ଆମେ କହିବୁ. ସେହି କ୍ଷେତ୍ରରେ, ସେହି ଅଦ୍ୟତନଗୁଡିକ ଆମେ ସ୍ୱତଃସ୍ପୃତ ଭାବେ ଡାଉନଲୋଡ଼୍‍ କରିବୁ. We'll ask you to download updates, except when updates are required to keep Windows running smoothly. In that case, we’ll automatically download those updates.
194ମିଟରଯୁକ୍ତ (ଯେଉଁଠାରେ ଦେୟ ଲାଗୁ ହୋଇପାରେ) ସଂଯୋଜନାଗୁଡିକ ବ୍ୟତୀତ ଆମେ ସ୍ୱତଃସ୍ପୃତଭାବେ ଅଦ୍ୟତନଗୁଡିକ ଡାଉନଲୋଡ଼୍‍ କରିବୁ. ସେହି କ୍ଷେତ୍ରରେ, Windows ସେବାଗୁଡିକ ଚଳାଇବାକୁ ଆବଶ୍ୟକ ହେଉଥିବା ଅଦ୍ୟତନଗୁଡିକ କେବଳ ଆମେ ଡାଉନଲୋଡ଼୍‍ କରିବୁ. ଅଦ୍ୟତନଗୁଡିକ ଡାଉନଲୋଡ଼୍‍ ହୋଇସାରିବା ପରେ ଆମେ ଆପଣଙ୍କୁ ସେଗୁଡିକ ସଂସ୍ଥାପନ କରିବାକୁ କହିବୁ. We'll automatically download updates, except on metered connections (where charges may apply). In that case, we’ll automatically download only those updates required to keep Windows running smoothly. We'll ask you to install updates after they've been downloaded.
200ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଦ୍ୟତନଗୁଡିକ ସଂସ୍ଥାପିତ ହୋଇନାହିଁ. No updates have been installed yet.
201%1 ରେ ସଫଳତା ପୂର୍ବକ ସଂସ୍ଥାପିତ ହୋଇଛି Successfully installed on %1
202%1 ରେ ସଂସ୍ଥାପନ କରିବାକୁ ବିଫଳ ହୋଇଛି Failed to install on %1
203ସଂସ୍ଥାପନ ସମାପ୍ତ କରିବାକୁ ପୁନଃ ପ୍ରାରମ୍ଭ କରିବା ଆବଶ୍ୟକ କରିଥାଏ Requires a restart to finish installing
204ଗୁଣବତ୍ତା ଅଦ୍ୟତନଗୁଡିକ (%1!u!) Quality Updates (%1!u!)
205ବୈଶିଷ୍ଟ୍ୟ ଅଦ୍ୟତନଗୁଡିକ (%1!u!) Feature Updates (%1!u!)
206ଡ୍ରାଇଭର୍ ଅଦ୍ୟତନଗୁଡିକ (%1!u!) Driver Updates (%1!u!)
207ବ୍ୟାଖ୍ୟା ଅଦ୍ୟତନଗୁଡିକ (%1!u!) Definition Updates (%1!u!)
208ଅନ୍ୟ ଅଦ୍ୟତନଗୁଡିକ (%1!u!) Other Updates (%1!u!)
209ସୁପ୍ତ ହୋଇଛି Collapsed
210ସୁପ୍ତ ହୋଇନାହିଁ Not Collapsed
240ପୁନରୁଦ୍ଧାର ବିକଳ୍ପଗୁଡିକ Recovery options
241ଅଦ୍ୟତନଗୁଡିକ ଅଣସଂସ୍ଥାପନ କରନ୍ତୁ Uninstall updates
300ନୂତନ ସଫ୍ଟୱେର୍ ଲାଇସେନ୍ସ ସର୍ତ୍ତାବଳୀ Software License Terms
301ଏହି ଅଦ୍ୟତନ ସଂସ୍ଥାପନ କରିବାକୁ, ନୂତନ ସଫ୍ଟୱେର୍ ଲାଇସେନ୍ସ ସର୍ତ୍ତାବଳୀ ସ୍ଵୀକାର କରନ୍ତୁ. ଏହି ୱିଣ୍ଡୋ ବନ୍ଦ କରନ୍ତୁ କିମ୍ଵା ଯଦି ଆପଣ ବର୍ତ୍ତମାନ ଅଦ୍ୟତନ ସଂସ୍ଥାପନ କରିବାକୁ ଚାହୁଁନଥିବେ ତେବେ ଉପରୋକ୍ତ ପଶ୍ଚ୍ୟାତ୍ ତୀର ଚୟନ କରନ୍ତୁ. To install this update, accept the new Software License Terms. Close this window or select the Back arrow above if you don't want to install the update now.
302ଏହି ଅଦ୍ୟତନ ସଂସ୍ଥାପନ କରିବାକୁ, ନୂତନ ସଫ୍ଟୱେର୍ ଲାଇସେନ୍ସ ସର୍ତ୍ତାବଳୀ ସ୍ଵୀକାର କରନ୍ତୁ. ଯଦି ଆପଣ ବର୍ତ୍ତମାନ ଅଦ୍ୟତନ ସଂସ୍ଥାପନ କରିବାକୁ ଚାହୁଁନାହାଁନ୍ତି ତେବେ ପଶ୍ଚ୍ୟାତ୍ ବଟନ୍ ଚୟନ କରନ୍ତୁ. To install this update, accept the new Software License Terms. Select the Back button if you don't want to install the update now.
400ବନ୍ଦ କରନ୍ତୁ Close
401ସ୍ଵୀକାର ଏବଂ ସଂସ୍ଥାପନ Accept and install
500ଡାଉନଲୋଡ୍‍ ପାଇଁ ଅପେକ୍ଷା କରୁଛି Waiting for download
501ଡାଉନ୍‌ଲୋଡ୍ କରୁଛି Downloading
502ସଂସ୍ଥାପନ ପାଇଁ ଅପେକ୍ଷା କରୁଛି Waiting for install
503ସଂସ୍ଥାପନ କରୁଛି Installing
504ପୁନଃପ୍ରାରମ୍ଭ ଆବଶ୍ୟକ ଅଟେ Requires restart
505ତ୍ରୁଟି Error
506ପ୍ରଗତିରେ In progress
550ବିଶେଷତା ଅଦ୍ୟତନଗୁଡିକ କେତେବେଳେ ସଂସ୍ଥାପିତ ହେବ ତାହା ନିର୍ଦ୍ଧାରଣ କରିବାକୁ ଶାଖା ରେଡିନେସ୍‌ ସ୍ତର ବାଛନ୍ତୁ. ସମ୍ପ୍ରତି ଶାଖା ଅର୍ଥ ଅଦ୍ୟତନ ଅଧିକାଂଶ ଲୋକଙ୍କ ପାଇଁ ପ୍ରସ୍ତୁତ ଅଟେ, ଏବଂ ବ୍ୟବସାୟ ପାଇଁ ସମ୍ପ୍ରତି ଶାଖା ଅର୍ଥ ଏହା ବ୍ୟାପ୍ତ ଭାବେ ସଂଗଠନଗୁଡିକରେ ବ୍ୟବହାର କରାଯାଉଥିବା ପାଇଁ ପ୍ରସ୍ତୁତ ଅଟେ. Choose the branch readiness level to determine when feature updates are installed. Current Branch means the update is ready for most people, and Current Branch for Business means it’s ready for widespread use in organizations.
551ବର୍ତ୍ତମାନର ଶାଖା Current Branch
552ବ୍ୟବସାୟ ପାଇଁ ବର୍ତ୍ତମାନର ଶାଖା Current Branch for Business
553ଏକ ବିଶେଷତା ଅଦ୍ୟତନ ନୂତନ କାର୍ଯ୍ୟଦକ୍ଷତା ଏବଂ ବିକଶଗୁଡିକ ଅନ୍ତର୍ଭୂକ୍ତ କରେ. ଏହି ପରିମାଣର ଦିନ ପାଇଁ ଏହ ଭିନ୍ନ ହୋଇପାରେ: A feature update includes new capabilities and improvements. It can be deferred for this many days:
554ଏକ ଗୁଣବତ୍ତା ଅଦ୍ୟତନ ସୁରକ୍ଷା ବିକଶଗୁଡିକ ଅନ୍ତର୍ଭୂକ୍ତ କରେ. ଏହି ପରିମାଣର ଦିନ ପାଇଁ ଏହ ଭିନ୍ନ ହୋଇପାରେ: A quality update includes security improvements. It can be deferred for this many days:
555ଏହି ଡିଭାଇସରେ ଅଦ୍ୟତନଗୁଡିକ ସଂସ୍ଥାପନ ହେବା ସାମୟିକ ଭାବେ %1!u! ଦିନ ପାଇଁ ବିରତ କରନ୍ତୁ. ଅଦ୍ୟତନଗୁଡିକ ପୁନଃଯୋଗ ଦେବା ବେଳେ, ଏହି ଡିଭାଇସ୍‌ ପୁନଃ ବିରତ କରାଯିବା ପୂର୍ବରୁ ସର୍ବନୂତନ ଅଦ୍ୟତନଗୁଡିକ ପ୍ରାପ୍ତ କରିବା ଆବଶ୍ୟକ କରିବ. Temporarily pause updates from being installed on this device for up to %1!u! days. When updates resume, this device will need to get the latest updates before it can be paused again.
556ଏହି ଡିଭାଇସ୍‌ ପାଇଁ ଆପଣ ଅଦ୍ୟତନଗୁଡିକ ବିରତ କରିଛନ୍ତି. ଅଦ୍ୟତନ କେତେବେଳେ ପୁନଃଯୋଗ ଦେବ ତାହା ଉପରେ ଅଧିକ ସୂଚନା ପାଇଁ, ବିକଶିତ ବିକଳ୍ପସମୂହ ଚୟନ କରନ୍ତୁ. You have paused updates for this device. For more info on when updates will resume, select Advanced options.
557ଆପଣଙ୍କ ସଂଗଠନ ଏହି ଡିଭାଇସ୍‌ ପାଇଁ କିଛି ଅଦ୍ୟତନ ବିରତ କରିଛନ୍ତି. ଅଦ୍ୟତନ କେତେବେଳେ ପୁନଃଯୋଗ ଦେବ ତାହା ଉପରେ ଅଧିକ ସୂଚନା ପାଇଁ, ବିକଶିତ ବିକଳ୍ପସମୂହ ଚୟନ କରନ୍ତୁ. Your organization paused some updates for this device. For more info on when updates will resume, select Advanced options.
558ବର୍ତ୍ତମାନ ବିରତ କରିବା ଦ୍ୱାରା ଅଦ୍ୟତନଗୁଡିକ %1 ପର୍ଯ୍ୟନ୍ତ ବିରତ ହେବ Pausing now will pause updates until %1
559ଅଦ୍ୟତନଗୁଡିକ %1 ପର୍ଯ୍ୟନ୍ତ ବିରତ ହୋଇଛି Updates paused until %1
560ଗୁଣବତ୍ତା ଅଦ୍ୟତନଗୁଡିକ ଆପଣଙ୍କ ସଂଗଠନ ଦ୍ୱାରା %1 ପର୍ଯ୍ୟନ୍ତ ବିରତ ହୋଇଛି Quality updates paused by your organization until %1
561ବିଶେଷତା ଅଦ୍ୟତନଗୁଡିକ ଆପଣଙ୍କ ସଂଗଠନ ଦ୍ୱାରା %1 ପର୍ଯ୍ୟନ୍ତ ବିରତ ହୋଇଛି Feature updates paused by your organization until %1
562କିଛି ଅଦ୍ୟତନଗୁଡିକ ପୂର୍ବରୁ ଡାଉନଲୋଡ଼୍‍ ଏବଂ ସଂସ୍ଥାପନ ହୋଇସାରିଛି ଏବଂ ବିରତ କରାଯାଇ ପାରିବ ନାହିଁ. ଏହି ଡିଭାଇସ୍‌ ପୁନଃପ୍ରାରମ୍ଭ କରିବା ଦ୍ୱାରା ଅଦ୍ୟତନଗୁଡିକ ସଂସ୍ଥାପନା ସମ୍ପୂର୍ଣ୍ଣ ହେବ. ଅନ୍ୟ କୌଣସି ଅଦ୍ୟତନଗୁଡିକ ବିରତ ହେବ. Some updates were already downloaded and installed and can’t be paused. Restarting this device will finish installing these updates. Any other updates will be paused.
563ଅଦ୍ୟତନଗୁଡିକ ପୁନଃଯୋଗ ଦିଆଯାଇଛି ତେଣୁ ଆପଣ ପୁନଃ ଅଦ୍ୟତନଗୁଡିକ ବିରତ କରିବା ପୂର୍ବରୁ ଆପଣଙ୍କ ମେସିନରେ ସର୍ବନୂତନ ସୁରକ୍ଷା ତଥା ଗୁଣବତ୍ତା ଅଦ୍ୟତନଗୁଡିକ ପାଇଁ ଆମେ ଅଦ୍ୟତନଗୁଡିକ ଯାଞ୍ଚ କରୁଛୁ. Updates have been resumed so we are checking for updates to keep your machine current with the latest security and quality updates before you can pause updates again.
564ଅଦ୍ୟତନସମୂହ ବିରତି କରନ୍ତୁ Pause Updates
600ଏକ ଶେଷ ସମୟ ବାଛନ୍ତୁ ଯାହା ଆରମ୍ଭ ସମୟରୁ %1!u! ଘଣ୍ଟା ଅଧିକ ହେବ ନାହିଁ. Choose an end time that’s no more than %1!u! hours from the start time.
601ସମାପ୍ତ ସମୟ (ସର୍ବାଧିକ %1!u! ଘଣ୍ଟା) End time (max %1!u! hours)
602ଆପଣଙ୍କ ସଂଗଠନ ଆପଣଙ୍କ ସକ୍ରିୟ ସମୟ ସୀମା ବାଛିଛନ୍ତି. Your organization has chosen your Active hours limits.
700ଆପଣଙ୍କ ଡିଭାଇସ୍‌ ସକ୍ରିୟ ସମୟ ବାହାରେ ପୁନଃପ୍ରାରମ୍ଭ ହେବାକୁ ଅନୁସୂଚିତ ହୋଇଛି. (ସକ୍ରିୟ ସମୟ ହେଉଛି %1 ରୁ %2 ପର୍ଯ୍ୟନ୍ତ.) Your device is scheduled to restart outside of active hours. (Active hours are %1 to %2.)
701%2 ର %1 ରେ ଆପଣ ନିର୍ଦ୍ଧାରଣ କରିଥିବା ପୁନଃପ୍ରାରମ୍ଭ କରିବାକୁ ଆମେ ପ୍ରସ୍ତୁତ ଅଛୁ, କିମ୍ବା ଅଧିକ ସୁଚାରୁ ରୂପେ ଏବଂ ସୁରକ୍ଷିତ ଭାବେ ଚଳାଇବାକୁ ତୁରନ୍ତ ପୁନଃପ୍ରାରମ୍ଭ ଚୟନ କରନ୍ତୁ. We’re all set to do the restart you scheduled at %1 on %2, or select Restart now to run more smoothly and securely right away.
702Windows ଅଦ୍ୟତନକରିବା ସମାପ୍ତ କରିବାକୁ ଆପଣଙ୍କ ସଂଗଠନ ଆପଣଙ୍କ ଡିଭାଇସକୁ %1 ରେ ପୁନଃପ୍ରାରମ୍ଭ କରିବ. କିମ୍ବା ଅଧିକ ସୁଚାରୁ ରୂପେ ଏବଂ ସୁରକ୍ଷିତ ଭାବେ ଚଳାଇବାକୁ ତୁରନ୍ତ ପୁନଃପ୍ରାରମ୍ଭ ଚୟନ କରନ୍ତୁ. Your organization will restart your device at %1 to finish updating Windows. Or select Restart now to run more smoothly and securely right away.
703ଆପଣଙ୍କ ଡିଭାଇସ୍‌ %1 ରେ ପୁନଃପ୍ରାରମ୍ଭ ହେବ. ପୁନଃପ୍ରାରମ୍ଭ ପୂର୍ବରୁ ଯେକୌଣସି କାର୍ଯ୍ୟ ସଂରକ୍ଷଣ କରିବାକୁ ନିଶ୍ଚିତ କରନ୍ତୁ. Your device will restart at %1. Make sure to save any work before the restart.
704ଆପଣଙ୍କ ଡିଭାଇସ୍‌ %1 ରେ ପୁନଃପ୍ରାରମ୍ଭ ହେବ କାରଣ ଆମେ ଚେଷ୍ଟା କଲୁ କିନ୍ତୁ ଆପଣଙ୍କର ସକ୍ରିୟ ସମୟର ବାହାରେ ଅଦ୍ୟତନସମୂହ ସଂସ୍ଥାପନ କରିବାକୁ ଅସମର୍ଥ. ପୁନଃପ୍ରାରମ୍ଭ ପୂର୍ବରୁ ଯେକୌଣସି କାର୍ଯ୍ୟ ସଂରକ୍ଷଣ କରିବାକୁ ନିଶ୍ଚିତ କରନ୍ତୁ. Your device will restart at %1 because we tried but were unable to install updates outside of your active hours. Make sure to save any work before the restart.
707ଆପଣଙ୍କ ସଂସ୍ଥା ଦ୍ୱାରା ସେଟ୍ କରାଯାଇଥିବା ସକ୍ରିୟ ସମୟ ବାହାରେ ଆପଣଙ୍କ ଡିଭାଇସ୍‌ ପୁନଃପ୍ରାରମ୍ଭ ହେବାକୁ ଅନୁସୂଚିତ ହୋଇଛି. (ସକ୍ରିୟ ସମୟ ହେଉଛି %1 ରୁ %2 ପର୍ଯ୍ୟନ୍ତ.) Your device is scheduled to restart outside of active hours set by your organization. (Active hours are %1 to %2.)
708ଆପଣଙ୍କ ସକ୍ରିୟ ସମୟ ବାହାରେ ଅଦ୍ୟତନଗୁଡିକ ସଂସ୍ଥାପନ କରିବାକୁ ଆମେ ଏକ ଉତ୍ତମ ସମୟ ପାଇଲୁ ନାହିଁ ଏବଂ ସମାପ୍ତ କରିବା ପାଇଁ ଆପଣଙ୍କ ଡିଭାଇସକୁ ଆପଣ ପୁନଃପ୍ରାରମ୍ଭ କରିବା ଆବଶ୍ୟକ କରୁ. We couldn’t find a good time to install updates outside of your active hours and need you to restart your device to finish up.
800ଆପଣଙ୍କ ଡିଭାଇସ୍‌ ସାମ୍ଭବ୍ୟ ବିପଦରେ ରହିଛି କାରଣ ଏହା ଆଉଟ୍‌ ଅପ୍‌ ଡେଟ୍‌ ହୋଇଛି ଏବଂ ପ୍ରମୁଖ ସୁରକ୍ଷା ତଥା ଗୁଣବତ୍ତା ଅଦ୍ୟତନଗୁଡିକ ଏଥିରେ ନିଖୋଜ ଅଛି. ଆସନ୍ତୁ ଟ୍ରାକ୍‌କୁ ଫେରିବା ଯାହା ଦ୍ୱାରା Windows ଅଧିକ ନିରାପଦରେ ଚାଲି ପାରିବ. ଚାଲୁ ରଖିବାକୁ ଏହି ବଟନ୍‌ ଚୟନ କରନ୍ତୁ: Your device is at risk because it’s out of date and missing important security and quality updates. Let’s get you back on track so Windows can run more securely. Select this button to get going:
1000ଅଦ୍ୟତନଗୁଡିକ ଉପଲବ୍ଧ, କିନ୍ତୁ ଆମେ ଡାଉନ୍‌ଲୋଡ୍ କରିବାକୁ ଅସ୍ଥାୟୀଭାବରେ %1 MB-%2 MB ର ଖାଲି ସ୍ଥାନ ଆବଶ୍ୟକ କରୁ. ବର୍ତ୍ତମାନ ଆପଣ ଆବଶ୍ୟକ ନକରୁଥିବା କିଛି ଅପସାରଣ କରନ୍ତୁ ଏବଂ ଆମେ ପରେ ପୁନଃ ଚେଷ୍ଟା କରିବୁ. Updates are available, but we temporarily need %1 MB-%2 MB of space to download. Remove some things you don't need right now and we'll try again.
1001ଅଦ୍ୟତନଗୁଡିକ ଉପଲବ୍ଧ, କିନ୍ତୁ ଆମେ ଡାଉନ୍‌ଲୋଡ୍ କରିବାକୁ ଅସ୍ଥାୟୀଭାବରେ %1 MB-%2 GB ର ଖାଲି ସ୍ଥାନ ଆବଶ୍ୟକ କରୁ. ବର୍ତ୍ତମାନ ଆପଣ ଆବଶ୍ୟକ ନକରୁଥିବା କିଛି ଅପସାରଣ କରନ୍ତୁ ଏବଂ ଆମେ ପରେ ପୁନଃ ଚେଷ୍ଟା କରିବୁ. Updates are available, but we temporarily need %1 MB-%2 GB of space to download. Remove some things you don't need right now and we'll try again.
1002ଅଦ୍ୟତନଗୁଡିକ ଉପଲବ୍ଧ, କିନ୍ତୁ ଆମେ ଡାଉନ୍‌ଲୋଡ୍ କରିବାକୁ ଅସ୍ଥାୟୀଭାବରେ %1 GB-%2 GB ର ଖାଲି ସ୍ଥାନ ଆବଶ୍ୟକ କରୁ. ବର୍ତ୍ତମାନ ଆପଣ ଆବଶ୍ୟକ ନକରୁଥିବା କିଛି ଅପସାରଣ କରନ୍ତୁ ଏବଂ ଆମେ ପରେ ପୁନଃ ଚେଷ୍ଟା କରିବୁ. Updates are available, but we temporarily need %1 GB-%2 GB of space to download. Remove some things you don't need right now and we'll try again.
1003ଅଦ୍ୟତନଗୁଡିକ ଉପଲବ୍ଧ ଅଛି, କିନ୍ତୁ ଆମେ ଡାଉନଲୋଡ୍‍ କରିବାକୁ ଅସ୍ଥାୟୀ ଭାବରେ %1 MB ଆବଶ୍ୟକ କରିଥାଉ. ଆପଣ ଏହିକ୍ଷଣି ଆବଶ୍ୟକ କରୁନଥିବା କିଛି ବିଷୟ ଅପସାରଣ କରନ୍ତୁ ଏବଂ ଆମେ ପୁନଃ ଚେଷ୍ଟା କରିବୁ. Updates are available, but we temporarily need %1 MB of space to download. Remove some things you don't need right now and we'll try again.
1004ଅଦ୍ୟତନଗୁଡିକ ଉପଲବ୍ଧ ଅଛି, କିନ୍ତୁ ଆମେ ଡାଉନଲୋଡ୍‍ କରିବାକୁ ଅସ୍ଥାୟୀ ଭାବରେ %1 GB ସ୍ପେସ୍‍ ଆବଶ୍ୟକ କରିଥାଉ. ଆପଣ ଏହିକ୍ଷଣି ଆବଶ୍ୟକ କରୁନଥିବା କିଛି ବିଷୟ ଅପସାରଣ କରନ୍ତୁ ଏବଂ ଆମେ ପୁନଃ ଚେଷ୍ଟା କରିବୁ. Updates are available, but we temporarily need %1 GB of space to download. Remove some things you don't need right now and we'll try again.
1005ଅଦ୍ୟତନଗୁଡିକ ଉପଲବ୍ଧ, କିନ୍ତୁ ଆମେ ଅସ୍ଥାୟୀଭାବରେ ଡାଉନ୍‌ଲୋଡ୍ କରିବାକୁ କିଛି ସମୟ ଆବଶ୍ୟକ କରୁ. ଆପଣ ବର୍ତ୍ତମାନ ଆବଶ୍ୟକ କରୁନଥିବା କିଛିକୁ ଅପସାରଣ କରନ୍ତୁ ଏବଂ ଆମେ ପୁଣି ଚେଷ୍ଟା କରିବୁ. Updates are available, but we temporarily need some space to download. Remove some things you don't need right now and we'll try again.
1100ଅଦ୍ୟତନଗୁଡିକ ଉପଲବ୍ଧ, କିନ୍ତୁ ଆମେ ଡାଉନ୍‌ଲୋଡ୍ କରିବାକୁ ଅସ୍ଥାୟୀଭାବରେ %1 MB ର ଖାଲି ସ୍ଥାନ ଆବଶ୍ୟକ କରୁ. ବର୍ତ୍ତମାନ ଆପଣ ଆବଶ୍ୟକ ନକରୁଥିବା କିଛି ଅପସାରଣ କରନ୍ତୁ ଏବଂ ଆମେ ପରେ ପୁନଃ ଚେଷ୍ଟା କରିବୁ. Updates are available, but we temporarily need %1 MB of space to install. Remove some things you don't need right now and we'll try again.
1101ଅଦ୍ୟତନଗୁଡିକ ଉପଲବ୍ଧ, କିନ୍ତୁ ଆମେ ଡାଉନ୍‌ଲୋଡ୍ କରିବାକୁ ଅସ୍ଥାୟୀଭାବରେ %1 ର ଖାଲି ସ୍ଥାନ ଆବଶ୍ୟକ କରୁ. ବର୍ତ୍ତମାନ ଆପଣ ଆବଶ୍ୟକ ନକରୁଥିବା କିଛି ଅପସାରଣ କରନ୍ତୁ ଏବଂ ଆମେ ପରେ ପୁନଃ ଚେଷ୍ଟା କରିବୁ. Updates are available, but we temporarily need %1 GB of space to install. Remove some things you don't need right now and we'll try again.
1102ଅଦ୍ୟତନଗୁଡିକ ଉପଲବ୍ଧ, କିନ୍ତୁ ଆମେ ସଂସ୍ଥାପନ କରିବାକୁ ଅସ୍ଥାୟୀଭାବରେ କିଛି ସ୍ଥାନ ଆବଶ୍ୟକ କରୁ. ଆପଣ ବର୍ତ୍ତମାନ ଆବଶ୍ୟକ କରୁନଥିବା କିଛିକୁ ଅପସାରଣ କରନ୍ତୁ ଏବଂ ଆମେ ପୁଣି ଚେଷ୍ଟା କରିବୁ. Updates are available, but we temporarily need some space to install. Remove some things you don't need right now and we'll try again.
1200ଅଦ୍ୟତନଗୁଡିକ ଉପଲବ୍ଧ ଅଛି. ଆପଣ Wi-Fi କୁ ସଂଯୋଗ କରିବା ମାତ୍ରେ ଆମେ ଅଦ୍ୟତନଗୁଡିକ ଡାଉନଲୋଡ୍‍ କରିବୁ, କିମ୍ବା ଆପଣ ଆପଣଙ୍କର ଡାଟା ସଂଯୋଗ ବ୍ୟବହାର କରି %1 MB-%2 MB ଡାଉନଲୋଡ୍‍ ବ୍ୟବହାର କରିପାରିବେ (ପରିବର୍ତ୍ତନଗୁଡିକ ଲାଗୁ ହୋଇପାରେ). ଆପଣଙ୍କର ମୋବାଇଲ୍ ଅପରେଟର୍ ମଧ୍ୟ ହୁଏତ କିଛି ଅଦ୍ୟତନଗୁଡିକ ପାଇଁ Wi-Fi ଆବଶ୍ୟକ କରିପାରନ୍ତି. Updates are available. We'll download them when you are not using a metered connection, or you can download %1 MB-%2 MB using your current data connection (charges might apply). You might still need to connect to unmetered Wi-Fi for some updates.
1201ଅଦ୍ୟତନଗୁଡିକ ଉପଲବ୍ଧ ଅଛି. ଆପଣ Wi-Fi କୁ ସଂଯୋଗ କରିବା ମାତ୍ରେ ଆମେ ଅଦ୍ୟତନଗୁଡିକ ଡାଉନଲୋଡ୍‍ କରିବୁ, କିମ୍ବା ଆପଣ ଆପଣଙ୍କର ଡାଟା ସଂଯୋଗ ବ୍ୟବହାର କରି %1 MB-%2 GB ଡାଉନଲୋଡ୍‍ ବ୍ୟବହାର କରିପାରିବେ (ପରିବର୍ତ୍ତନଗୁଡିକ ଲାଗୁ ହୋଇପାରେ). ଆପଣଙ୍କର ମୋବାଇଲ୍ ଅପରେଟର୍ ମଧ୍ୟ ହୁଏତ କିଛି ଅଦ୍ୟତନଗୁଡିକ ପାଇଁ Wi-Fi ଆବଶ୍ୟକ କରିପାରନ୍ତି. Updates are available. We'll download them when you are not using a metered connection, or you can download %1 MB-%2 GB using your current data connection (charges might apply). You might still need to connect to unmetered Wi-Fi for some updates.
1202ଅଦ୍ୟତନଗୁଡିକ ଉପଲବ୍ଧ ଅଛି. ଆପଣ Wi-Fi କୁ ସଂଯୋଗ କରିବା ମାତ୍ରେ ଆମେ ଅଦ୍ୟତନଗୁଡିକ ଡାଉନଲୋଡ୍‍ କରିବୁ, କିମ୍ବା ଆପଣ ଆପଣଙ୍କର ଡାଟା ସଂଯୋଗ ବ୍ୟବହାର କରି %1 GB-%2 GB ଡାଉନଲୋଡ୍‍ ବ୍ୟବହାର କରିପାରିବେ (ପରିବର୍ତ୍ତନଗୁଡିକ ଲାଗୁ ହୋଇପାରେ). ଆପଣଙ୍କର ମୋବାଇଲ୍ ଅପରେଟର୍ ମଧ୍ୟ ହୁଏତ କିଛି ଅଦ୍ୟତନଗୁଡିକ ପାଇଁ Wi-Fi ଆବଶ୍ୟକ କରିପାରନ୍ତି. Updates are available. We'll download them when you are not using a metered connection, or you can download %1 GB-%2 GB using your current data connection (charges might apply). You might still need to connect to unmetered Wi-Fi for some updates.
1203ଅଦ୍ୟତନଗୁଡିକ ଉପଲବ୍ଧ ଅଛି. ଆପଣ Wi-Fi କୁ ସଂଯୋଗ କରିବା ମାତ୍ରେ ଆମେ ଅଦ୍ୟତନଗୁଡିକ ଡାଉନଲୋଡ୍‍ କରିବୁ, କିମ୍ବା ଆପଣ ଆପଣଙ୍କର ଡାଟା ସଂଯୋଗ ବ୍ୟବହାର କରି %1 MB ଡାଉନଲୋଡ୍‍ ବ୍ୟବହାର କରିପାରିବେ (ପରିବର୍ତ୍ତନଗୁଡିକ ଲାଗୁ ହୋଇପାରେ). ଆପଣଙ୍କର ମୋବାଇଲ୍ ଅପରେଟର୍ ମଧ୍ୟ ହୁଏତ କିଛି ଅଦ୍ୟତନଗୁଡିକ ପାଇଁ Wi-Fi ଆବଶ୍ୟକ କରିପାରନ୍ତି. Updates are available. We'll download them when you are not using a metered connection, or you can download %1 MB using your current data connection (charges might apply). You might still need to connect to unmetered Wi-Fi for some updates.
1204ଅଦ୍ୟତନଗୁଡିକ ଉପଲବ୍ଧ ଅଛି. ଆପଣ Wi-Fi କୁ ସଂଯୋଗ କରିବା ମାତ୍ରେ ଆମେ ଅଦ୍ୟତନଗୁଡିକ ଡାଉନଲୋଡ୍‍ କରିବୁ, କିମ୍ବା ଆପଣ ଆପଣଙ୍କର ଡାଟା ସଂଯୋଗ ବ୍ୟବହାର କରି %1 GB ଡାଉନଲୋଡ୍‍ ବ୍ୟବହାର କରିପାରିବେ (ପରିବର୍ତ୍ତନଗୁଡିକ ଲାଗୁ ହୋଇପାରେ). ଆପଣଙ୍କର ମୋବାଇଲ୍ ଅପରେଟର୍ ମଧ୍ୟ ହୁଏତ କିଛି ଅଦ୍ୟତନଗୁଡିକ ପାଇଁ Wi-Fi ଆବଶ୍ୟକ କରିପାରନ୍ତି. Updates are available. We'll download them when you are not using a metered connection, or you can download %1 GB using your current data connection (charges might apply). You might still need to connect to unmetered Wi-Fi for some updates.
1205ଅଦ୍ୟତନଗୁଡିକ ଉପଲବ୍ଧ. Wi-Fi କୁ ଆପଣ ଯାଥାଶୀଘ୍ର ସଂଯୋଗ ହେଲେ ଆମେ ଅଦ୍ୟତନଗୁଡିକୁ ଡାଉନ୍‌ଲୋଡ୍ କରିବୁ, କିମ୍ଵା ଆପଣ ଆପଣଙ୍କର ଡାଟା ସଂଯୋଜନ ବ୍ୟବହାର କରି ଅଦ୍ୟତନଗୁଡିକୁ ଡାଉନ୍‌ଲୋଡ୍ କରିପାରିବେ (ଦେୟଗୁଡିକ ଲାଗୁ ହୋଇପାରେ). ଆପଣଙ୍କର ମୋବାଇଲ୍ ଅପରେଟର୍ ହୁଏତ କିଛି ଅଦ୍ୟତନଗୁଡିକ ପାଇଁ Wi-Fi ଆବଶ୍ୟକ କରନ୍ତି. Updates are available. We'll download them when you are not using a metered connection, or you can get them now using your current data connection (charges might apply). You might still need to connect to unmetered Wi-Fi for some updates.
1300ଆମେ କିଛି ଅଦ୍ୟତନଗୁଡିକୁ ସଂସ୍ଥାପନ କରିପାରୁ ନାହୁଁ କାରଣ ଆପଣ PC କୁ ଲଗ୍ ଅନ୍ ହୋଇନାହାଁନ୍ତି. We couldn't install some updates because you weren't logged on to the PC.
1301ଆମେ ଆପଣଙ୍କର ସାଇନ୍ ଇନ୍ ହୋଇଥିବା ଏକାଉଣ୍ଟ୍ ବ୍ୟବହାର କରି କିଛି ଅଦ୍ୟତନଗୁଡିକୁ ସଂସ୍ଥାପନ କରିପାରିବୁ ନାହିଁ. ଅନ୍ୟ ଏକାଉଣ୍ଟ୍ ସହିତ ସାଇନ୍ ଇନ୍ କରିବାକୁ ଚେଷ୍ଟା କରନ୍ତୁ. We couldn't install some updates using the account you're signed in with. Try signing in with another account.
1302କିଛି ଅଦ୍ୟତନଗୁଡିକ ପ୍ରାପ୍ତ କରିବାକୁ ଏହି PC ସ୍ଵୀକୃତ ହୋଇନାହିଁ, ସାମ୍ଭବ୍ୟତଃ Windows ର ଏକ ଭିନ୍ନ ସଂସ୍କରଣକୁ ଏକ ନବୀକରଣ ସଂସ୍ଥାପନ କରିବାକୁ ଚେଷ୍ଟା କରୁଥିବା ଯୋଗୁଁ ହୋଇଥାଇ ପାରେ. ଆମେ ଅଦ୍ୟତନ କରିବାକୁ ଚେଷ୍ଟା ଜାରି ରଖିବୁ. This PC isn't authorized to get some updates, possibly because an upgrade to a different edition of Windows is trying to install. We'll keep trying to update.
8000କିଛି ଅଦ୍ୟତନଗୁଡିକ ସଂସ୍ଥାପନ କରିବାରେ କିଛି ସମସ୍ୟା ରହିଥିଲା, କିନ୍ତୁ ଆମେ ପରେ ପୁନଃ ଚେଷ୍ଟା କରିବୁ. ଯଦି ଆପଣ ଏହା ଦେଖିବା ଜାରି ରଖିବେ ଏବଂ ସୂଚନା ପାଇଁ ସାମର୍ଥ୍ୟ ସମ୍ପର୍କ କିମ୍ବା ୱେବ୍ ସନ୍ଧାନ କରିବାକୁ ଚାହାଁନ୍ତି, ଏହା ହୁଏତ ସହାୟତା ହୋଇପାରେ: There were problems installing some updates, but we'll try again later. If you keep seeing this and want to search the web or contact support for information, this may help:
8001• %1 - ତ୍ରୁଟି %2 • %1 - Error %2
8002କିଛି ଅଦ୍ୟତନଗୁଡିକ ସଂସ୍ଥାପନ କରିବାରେ କିଛି ସମସ୍ୟା ରହିଥିଲା, କିନ୍ତୁ ଆମେ ପରେ ପୁନଃ ଚେଷ୍ଟା କରିବୁ. ଯଦି ଆପଣ ଏହା ଦେଖିବା ଜାରି ରଖିବେ ଏବଂ ସୂଚନା ପାଇଁ ସାମର୍ଥ୍ୟ ସମ୍ପର୍କ କିମ୍ବା ୱେବ୍ ସନ୍ଧାନ କରିବାକୁ ଚାହାଁନ୍ତି, ଏହା ହୁଏତ ସହାୟତା ହୋଇପାରେ: (%1) There were some problems installing updates, but we'll try again later. If you keep seeing this and want to search the web or contact support for information, this may help: (%1)
8003ଆମେ କିଛି ଇସ୍ୟୁଗୁଡିକୁ ପାଇଛୁ. ଅଦ୍ୟତନ କରିବା ସମାପ୍ତ କରିବାକୁ ଏବଂ ସମାଧାନ କରିବାକୁ ଏହି ବାର୍ତ୍ତା ଚୟନ କରନ୍ତୁ. We found some issues. Select this message to fix and finish updating.
8004ଆମେ ଅଦ୍ୟତନଗୁଡିକ ପାଇଁ ଯାଞ୍ଚ କରୁ ନାହୁଁ, କାରଣ ଆପଣ ଇଣ୍ଟର୍ନେଟ୍‌କୁ ସଂଯୋଜିତ ନୁହଁନ୍ତି. ସୁନିଶ୍ଚିତ ହୁଅନ୍ତୁ ଆପଣଙ୍କର ଏକ ସେଲ୍ୟୁଲାର୍ ଡାଟା କିମ୍ଵା Wi-Fi ସଂଯୋଜନ ରହିଛି ଏବଂ ପୁନଃ ଚେଷ୍ଟା କରନ୍ତୁ. We couldn't check for updates, because you aren't connected to the Internet. Make sure you have a cellular data or Wi-Fi connection and try again.
8005ଆପଣଙ୍କର ସଂଯୋଜନ ରୋମିଂ ଅଟେ. ଆମେ ପରେ ସ୍ଵତଃସ୍ପୃତଭାବରେ ଚେଷ୍ଟା କରିବୁ. Your connection is roaming. We'll try again later automatically.
8006ଅନ୍ୟ ଅଦ୍ୟତନଗୁଡିକ ପ୍ରଗତିରେ ରହିଥିବା ଯୋଗୁଁ ଆମେ କିଛି ଅଦ୍ୟତନଗୁଡିକୁ ସଂସ୍ଥାପନ କରିପାରିବୁ ନାହିଁ. ଆପଣଙ୍କର କମ୍ପ୍ୟୁଟର୍ ପୁନଃଆରମ୍ଭ କରିବା ହୁଏତ ସହାୟକ ହୋଇପାରେ, ଏବଂ ଆମେ ଅଦ୍ୟତନ କରିବାକୁ ଚେଷ୍ଟା କରିବୁ. We can't install some updates because other updates are in progress. Restarting your computer may help, and we'll keep trying to update.
8007ଇଣ୍ଟର୍ନେଟ୍ ସଂଯୋଜନ ହରାଇଥିବା ଯୋଗୁଁ ଆମେ ଅଦ୍ୟତନଗୁଡିକୁ ଡାଉନ୍‌ଲୋଡ୍ କରିବା ସାମାପ୍ତ କରିପାରିବୁ ନାହିଁ. ସୁନିଶ୍ଚିତ ହୁଅନ୍ତୁ ଆପଣ ସଂଯୋଗ ଅଛନ୍ତି ଏବଂ ଆମେ ପରେ ପୁନଃ ଚେଷ୍ଟା କରିବୁ. We couldn't finish downloading updates because the Internet connection was lost. Make sure you're connected and we'll try again later.
8008ଅଦ୍ୟତନଗୁଡିକ ଉପଲବ୍ଧ ଅଛି, ସେଗୁଡିକ ଆପଣଙ୍କର ବର୍ତ୍ତମାନର ଅବସ୍ଥାନରେ ଡାଉନଲୋଡ୍‍ ହେବା ପାଇଁ ବହୁତ ବଡ ଅଟେ. ଆପଣ Wi-Fi କୁ ସଂଯୋଗ କରିବା ମାତ୍ରେ ଆମେ ଅଦ୍ୟତନଗୁଡିକ ଡାଉନଲୋଡ୍‍ କରିବୁ. Updates are available, but they are too big to download over your current connection. We'll download the updates as soon as you connect to Wi-Fi.
8009ଆପଣ ଆପଣଙ୍କର ଏକାଉଣ୍ଟ୍ ଠାରୁ ସାଇନ୍ ଆଉଟ୍ ହୋଇଥିବା ଯୋଗୁଁ ଆମେ କିଛି ଅଦ୍ୟତନଗୁଡିକୁ ଡାଉନ୍‌ଲୋଡ୍ କରିପାରୁ ନାହିଁ. ଆପଣଙ୍କର ଏକାଉଣ୍ଟ୍ ସହିତ ସାଇନ୍ ଇନ୍ କରନ୍ତୁ, ଅଦ୍ୟତନ ପୁଣି ଚେଷ୍ଟା କରନ୍ତୁ, ଏବଂ ଡାଉନ୍‌ଲୋଡ୍ ସମୟରେ ସାଇନ୍ ଇନ୍ ରୁହନ୍ତୁ. We couldn't download some updates because you were signed out of your account. Sign in with your account, try the update again, and stay signed in during the download.
8010ବ୍ୟାଟେରୀ ସଞ୍ଚୟକାରୀ ଟର୍ନ୍ ଅନ୍ ହୋଇଛି, ତେଣୁ ଆମେ ଡାଉନ୍‌ଲୋଡ୍ ବିରତି କରିଛୁ. ବ୍ୟାଟେରୀ ସେଭର୍ ଟର୍ନ୍ ଅଫ୍ ରହିଥିବା ବେଳେ ଆମେ ଡାଉନ୍‌ଲୋଡ୍ କରିବା ପୁଣି ଆରମ୍ଭ କରିବୁ. Battery Saver is on, so we've paused downloads. We'll resume when Battery Saver is off or click the ‘Download’ button to do it now.
8011କିଛି ଅଦ୍ୟତନଗୁଡିକୁ ଡାଉନ୍‌ଲୋଡ୍ କରିବାରେ ଅସୁବିଧା ରହିଛି, କିନ୍ତୁ ଆମେ ପରେ ପୁଣି ଚେଷ୍ଟା କରନ୍ତୁ. ଯଦି ଆପଣ ଏହା ଦେଖିବା ଜାରି ରଖିବେ, ସହାୟତା ପାଇଁ ୱେବ୍ ସନ୍ଧାନ କରିବାକୁ ଚେଷ୍ଟା କରନ୍ତୁ କିମ୍ଵା ସାମର୍ଥ୍ୟ ସମ୍ପର୍କ କରନ୍ତୁ. ଏହି ତ୍ରୁଟି କୋଡ୍ ହୁଏତ ସହାୟତା କରିପାରେ: (%1) There were problems downloading some updates, but we'll try again later. If you keep seeing this, try searching the web or contacting support for help. This error code might help: (%1)
8014ନେଟ୍‌ୱାର୍କ୍ ସମସ୍ୟାଗୁଡିକ ଯୋଗୁଁ ଆମେ ଅଦ୍ୟତନଗୁଡିକୁ ଡାଉନ୍‌ଲୋଡ୍ କରିପାରିବୁ ନାହିଁ. ଆମେ ଡାଉନ୍‌ଲୋଡ୍ କରିବାକୁ ଚେଷ୍ଟା ଜାରି ରଖିବୁ. We couldn't download updates because of network problems. We'll keep trying to download.
8015PC ଟର୍ନ୍ ଅଫ୍ ହୋଇଥିବା ଯୋଗୁଁ ଆମେ କିଛି ଅଦ୍ୟତନଗୁଡିକୁ ସଂସ୍ଥାପନ କରିପାରୁ ନାହୁଁ. We couldn't install some updates because the PC was turned off.
8016ଆପଣଙ୍କର PC ରେ ଏକ ବର୍ତ୍ତମାନର ଡ୍ରାଇଭର୍ ଆମେ ସଂସ୍ଥାପନ କରିବାକୁ ଚେଷ୍ଟା କରୁଥିବା ଡ୍ରାଇଭର୍ ଠାରୁ ଭଲ ଅଟେ. ଆମେ ସଂସ୍ଥାପନ କରିବାକୁ ଚେଷ୍ଟା ଜାରି ରଖିବୁ. A current driver on your PC may be better than the driver we're trying to install. We'll keep trying to install.
8017କିଛି ଅଦ୍ୟତନଗୁଡିକ ବାତିଲ୍ ହୋଇଛି. ଆମେ ନୂତନ ଅଦ୍ୟତନଗୁଡିକ ଉପଲବ୍ଧ ହେଲେ ଚେଷ୍ଟା ଜାରି ରଖିବୁ. Some updates were cancelled. We'll keep trying in case new updates become available.
8019ଆମେ ଆପଣଙ୍କର ଅଦ୍ୟତନକୁ କିଛି ପରିବର୍ତ୍ତନଗୁଡିକ କରିବା ଆବଶ୍ୟକ କରୁଛୁ. ଆମେ ଚେଷ୍ଟା ଜାରି ରଖିବୁ. We need to make some changes to your update. We'll keep trying.
8020ଆପଣଙ୍କର ଅଦ୍ୟତନ ଅବରୋଧ କରୁଥିବା କିଛିକୁ ନିର୍ଦ୍ଧିଷ୍ଟ କରିବାରେ ଦୟାକରି ଆମକୁ ସହାୟତା କରନ୍ତୁ. Please help us fix some things that are blocking your update.
8021ଷ୍ଟୋରେଜ୍ ଅବସ୍ଥାନ ଯେଉଁଠାରେ ଅଦ୍ୟତନଗୁଡିକ ଡାଉନ୍‌ଲୋଡ୍ କରିବା ବଦଳିଛି. ସୁନିଶ୍ଚିତ ହୁଅନ୍ତୁ ଅଦ୍ୟତନଗୁଡିକ ଡାଉନ୍‌ଲୋଡ୍ ହେବା ବେଳେ ଯେକୌଣସି ଡ୍ରାଇଭ୍ କିମ୍ଵା ମେମୋରୀ କାର୍ଡ୍‌ଗୁଡିକ ଅପସାରଣ ହୋଇନାହିଁ. The storage location where updates were downloading changed. Make sure any drives or memory cards aren't removed while updates are downloading.
8022ଏହି ଅଦ୍ୟତନ ସଂସ୍ଥାପନ କରିବାକୁ, ନୂତନ ସଫ୍ଟୱେର୍ ଲାଇସେନ୍ସ ସର୍ତ୍ତାବଳୀ ସ୍ଵୀକାର କରନ୍ତୁ. To install this update, accept the new Software License Terms.
8023ଆମେ ଆପଣଙ୍କର ଅଦ୍ୟତନଗୁଡିକ ଡାଉନ୍‌ଲୋଡ୍ କରିବାକୁ ଅନ୍‌ଲାଇନ୍ ହୋଇପାରିବୁ ନାହିଁ. ଆମେ ପରେ ପୁଣି ଚେଷ୍ଟା କରିବୁ, କିମ୍ଵା ଆପଣ ବର୍ତ୍ତମାନ ଦେଖିପାରିବେ. ଯଦି ଏହା ତେବେବି କାର୍ଯ୍ୟ କରେ ନାହିଁ, ସୁନିଶ୍ଚିତ ହୁଅନ୍ତୁ ଆପଣ ଇଣ୍ଟର୍ନେଟ୍‌ ସହିତ ସଂଯୋଗ ଅଛନ୍ତି. We couldn't connect to the update service. We'll try again later, or you can check now. If it still doesn't work, make sure you're connected to the Internet.
8024ଆମେ ଅସ୍ଥାୟୀଭାବରେ ଆପଣଙ୍କର ଅଦ୍ୟତନଗୁଡିକ ଡାଉନ୍‌ଲୋଡ୍ କରିବାକୁ ଅଧିକ ସ୍ଥାନ ଆବଶ୍ୟକ କରୁ. ଦୟାକରି ଆପଣ ବର୍ତ୍ତମାନ ଆବଶ୍ୟକ କରୁନଥିବା କିଛିକୁ ଅପସାରଣ କରନ୍ତୁ ଏବଂ ଆମେ ପୁଣି ଚେଷ୍ଟା କରିବୁ. We temporarily need more space to download your updates. Please remove some things you don't need right now and we'll try again.
8025ଆପଣଙ୍କର ଅଦ୍ୟତନଗୁଡିକୁ ସଂସ୍ଥାପନ କରିବାକୁ ଆମେ ଅସ୍ଥାୟୀଭାବରେ ଅଧିକ ସ୍ଥାନ ଆବଶ୍ୟକ କରୁ. ଦୟାକରି ଆପଣ ଆବଶ୍ୟ କରୁନଥିବା କିଛିକୁ ଅପସାରଣ କରନ୍ତୁ ଏବଂ ଆମେ ପୁଣି ଚେଷ୍ଟା କରିବୁ. We temporarily need more space to install your updates. Please remove some things you don't need right now and we'll try again.
8026ଆମେ ଅଦ୍ୟତନଗୁଡିକ ଡାଉନ୍‌ଲୋଡ୍ କରିବାରେ ଅସୁବିଧା ଭୋଗୁଛୁ. ଆପଣଙ୍କର ଡିଭାଇସ୍ ପୁନଃଆରମ୍ଭ କରିବା ହୁଏତ ସହାୟକ ହୋଇପାରେ. We're having some trouble downloading updates. Restarting your device may help.
8027ସେଗୁଡିକ ସଂସ୍ଥାପିତ ହେବା ପୂର୍ବରୁ ଆପଣ ହୁଏତ କିଛି ଅଦ୍ୟତନଗୁଡିକୁ ବିଲୋପ କରିଛନ୍ତି. ଯଦି ଆପଣ ତେବେବି ସେଗୁଡିକୁ ଆବଶ୍ୟକ କରନ୍ତି ଆମେ ସେହି ଫାଇଲ୍‌ଗୁଡିକୁ ଡାଉନ୍‌ଲୋଡ୍ କରିବୁ. You may have deleted some update files before they could be installed. We'll download those files for you if you still need them.
8028କିଛି ଅଦ୍ୟତନ ଫାଇଲ୍‌ଗୁଡିକ ସଠିକ୍‌ଭାବରେ ସାଇନ୍ ହୋଇନାହିଁ.

ତ୍ରୁଟି କୋଡ୍: (%1)
Some update files aren't signed correctly.

Error code: (%1)
8029ସୁନିଶ୍ଚିତ ହୁଅନ୍ତୁ ଆପଣଙ୍କର ଇଣ୍ଟର୍ନେଟ୍ ସଂଯୋଜନ ମିଟର୍‌ଯୁକ୍ତ କିମ୍ଵା ରୋମିଂରେ ଅଛି, ଏବଂ ପୁଣି ଅଦ୍ୟତନଗୁଡିକ ଡାଉନ୍‌ଳୋଡ୍ କରିବାକୁ ଚେଷ୍ଟା କରନ୍ତୁ.

ତ୍ରୁଟି କୋଡ୍: (%1)
Make sure your Internet connection isn't metered or roaming, and try downloading updates again.

Error code: (%1)
8030କିଛି ଅଦ୍ୟତନଗୁଡିକ ଡାଉନ୍‌ଲୋଡ୍ କରିବା ସମାପ୍ତ ହୋଇନାହିଁ. ଆମେ ଚେଷ୍ଟା ଜାରି ରଖିବୁ.

ତ୍ରୁଟି କୋଡ୍: (%1)
Some updates didn't finish downloading. We'll keep trying.

Error code: (%1)
8031ଆମେ ଅଦ୍ୟତନ ସମାପ୍ତ କରିପାରିବୁ ନାହିଁ. ଆପଣଙ୍କର ଡିଭାଇସ୍ ପୁନଃଆରମ୍ଭ କରିବାକୁ ଚେଷ୍ଟା କରନ୍ତୁ ଏବଂ ଆମେ ପୁଣି ଚେଷ୍ଟା କରିବୁ.

ତ୍ରୁଟି କୋଡ୍: (%1)
We can't finish the update. Try restarting your device and we'll try again.

Error code: (%1)
8032କିଛି ଅଦ୍ୟତନ ଫାଇଲ୍‌ଗୁଡିକ ମିଳୁ ନାହିଁ କିମ୍ଵା ସମସ୍ୟା ରହିଛି. ଆମେ ପରେ ପୁଣି ଅଦ୍ୟତନ ଡାଉନ୍‌ଲୋଡ୍ କରିବାକୁ ଚେଷ୍ଟା କରିବୁ.

ତ୍ରୁଟି କୋଡ୍: (%1)
Some update files are missing or have problems. We'll try to download the update again later.

Error code: (%1)
8033ଆମେ ଅଦ୍ୟତନଗୁଡିକୁ ପ୍ରାପ୍ତ କରିପାରିବୁ ନାହିଁ. ସୁନିଶ୍ଚିତ ହୁଅନ୍ତୁ ଆପଣ ଆପଣଙ୍କର ସଂସ୍ଥାର ନେଟ୍‌ୱାର୍କ୍‌‌କୁ ସଂଯୋଜିତ ଅଛନ୍ତି ଏବଂ ପୁଣି ଚେଷ୍ଟା କରନ୍ତୁ. We couldn't get updates. Make sure you are connected to your organization's network and try again.
8034ବ୍ୟାଟେରି ସେଭର୍‍ ଟର୍ନ୍‍ ଅନ୍‍ ଅଛି. ଆପଣ ଅଦ୍ୟତନଗୁଡିକ ସଂସ୍ଥାପନ କରିବା ପୂର୍ବରୁ ଆପଣଙ୍କର ଡିଭାଇସ୍‍ ପ୍ଲଗ୍‍ ଇନ୍‍ କରନ୍ତୁ. Battery Saver is turned on. Plug in your device before you install updates.
8035ଅଦ୍ୟତନଗୁଡିକ ସଂସ୍ଥାପନ କରିବାକୁ, ଆପଣଙ୍କର ବ୍ୟାଟେରୀ 40% ହୋଇଥିବା ଆମେ ଆବଶ୍ୟକ କରୁ. To install updates, we need your battery charged to 40%.
8036ଆମେ ଅଦ୍ୟତନଗୁଡିକ ପାଇଁ ଯାଞ୍ଚ କରୁ ନାହୁଁ, କାରଣ ଆପଣ ଇଣ୍ଟର୍ନେଟ୍‌କୁ ସଂଯୋଜିତ ନୁହଁନ୍ତି. ସୁନିଶ୍ଚିତ ହୁଅନ୍ତୁ ଆପଣଙ୍କର ଏକ ସେଲ୍ୟୁଲାର୍ ଡାଟା କିମ୍ଵା WLAN ସଂଯୋଜନ ରହିଛି ଏବଂ ପୁନଃ ଚେଷ୍ଟା କରନ୍ତୁ. We couldn't check for updates, because you aren't connected to the Internet. Make sure you have a cellular data or WLAN connection and try again.
8037ଅଦ୍ୟତନଗୁଡିକ ଉପଲବ୍ଧ ଅଛି, ସେଗୁଡିକ ଆପଣଙ୍କର ବର୍ତ୍ତମାନର ଅବସ୍ଥାନରେ ଡାଉନଲୋଡ୍‍ ହେବା ପାଇଁ ବହୁତ ବଡ ଅଟେ. ଆପଣ WLAN କୁ ସଂଯୋଗ କରିବା ମାତ୍ରେ ଆମେ ଅଦ୍ୟତନଗୁଡିକ ଡାଉନଲୋଡ୍‍ କରିବୁ. Updates are available, but they are too big to download over your current connection. We'll download the updates as soon as you connect to WLAN.
8038ଅଦ୍ୟତନଗୁଡିକ ଉପଲବ୍ଧ ଅଛି. ଆପଣ WLAN କୁ ସଂଯୋଗ କରିବା ମାତ୍ରେ ଆମେ ଅଦ୍ୟତନଗୁଡିକ ଡାଉନଲୋଡ୍‍ କରିବୁ, କିମ୍ବା ଆପଣ ଆପଣଙ୍କର ଡାଟା ସଂଯୋଗ ବ୍ୟବହାର କରି %1 MB-%2 MB ଡାଉନଲୋଡ୍‍ ବ୍ୟବହାର କରିପାରିବେ (ପରିବର୍ତ୍ତନଗୁଡିକ ଲାଗୁ ହୋଇପାରେ). ଆପଣଙ୍କର ମୋବାଇଲ୍ ଅପରେଟର୍ ମଧ୍ୟ ହୁଏତ କିଛି ଅଦ୍ୟତନଗୁଡିକ ପାଇଁ WLAN ଆବଶ୍ୟକ କରିପାରନ୍ତି. Updates are available. We'll download them when you are not using a metered connection, or you can download %1 MB-%2 MB using your current data connection (charges might apply). You might still need to connect to unmetered WLAN for some updates.
8039ଅଦ୍ୟତନଗୁଡିକ ଉପଲବ୍ଧ ଅଛି. ଆପଣ WLAN କୁ ସଂଯୋଗ କରିବା ମାତ୍ରେ ଆମେ ଅଦ୍ୟତନଗୁଡିକ ଡାଉନଲୋଡ୍‍ କରିବୁ, କିମ୍ବା ଆପଣ ଆପଣଙ୍କର ଡାଟା ସଂଯୋଗ ବ୍ୟବହାର କରି %1 MB-%2 GB ଡାଉନଲୋଡ୍‍ ବ୍ୟବହାର କରିପାରିବେ (ପରିବର୍ତ୍ତନଗୁଡିକ ଲାଗୁ ହୋଇପାରେ). ଆପଣଙ୍କର ମୋବାଇଲ୍ ଅପରେଟର୍ ମଧ୍ୟ ହୁଏତ କିଛି ଅଦ୍ୟତନଗୁଡିକ ପାଇଁ WLAN ଆବଶ୍ୟକ କରିପାରନ୍ତି. Updates are available. We'll download them when you are not using a metered connection, or you can download %1 MB-%2 GB using your current data connection (charges might apply). You might still need to connect to unmetered WLAN for some updates.
8040ଅଦ୍ୟତନଗୁଡିକ ଉପଲବ୍ଧ ଅଛି. ଆପଣ WLAN କୁ ସଂଯୋଗ କରିବା ମାତ୍ରେ ଆମେ ଅଦ୍ୟତନଗୁଡିକ ଡାଉନଲୋଡ୍‍ କରିବୁ, କିମ୍ବା ଆପଣ ଆପଣଙ୍କର ଡାଟା ସଂଯୋଗ ବ୍ୟବହାର କରି %1 GB-%2 GB ଡାଉନଲୋଡ୍‍ ବ୍ୟବହାର କରିପାରିବେ (ପରିବର୍ତ୍ତନଗୁଡିକ ଲାଗୁ ହୋଇପାରେ). ଆପଣଙ୍କର ମୋବାଇଲ୍ ଅପରେଟର୍ ମଧ୍ୟ ହୁଏତ କିଛି ଅଦ୍ୟତନଗୁଡିକ ପାଇଁ WLAN ଆବଶ୍ୟକ କରିପାରନ୍ତି. Updates are available. We'll download them when you are not using a metered connection, or you can download %1 GB-%2 GB using your current data connection (charges might apply). You might still need to connect to unmetered WLAN for some updates.
8041ଅଦ୍ୟତନଗୁଡିକ ଉପଲବ୍ଧ ଅଛି. ଆପଣ WLAN କୁ ସଂଯୋଗ କରିବା ମାତ୍ରେ ଆମେ ଅଦ୍ୟତନଗୁଡିକ ଡାଉନଲୋଡ୍‍ କରିବୁ, କିମ୍ବା ଆପଣ ଆପଣଙ୍କର ଡାଟା ସଂଯୋଗ ବ୍ୟବହାର କରି %1 MB ଡାଉନଲୋଡ୍‍ ବ୍ୟବହାର କରିପାରିବେ (ପରିବର୍ତ୍ତନଗୁଡିକ ଲାଗୁ ହୋଇପାରେ). ଆପଣଙ୍କର ମୋବାଇଲ୍ ଅପରେଟର୍ ମଧ୍ୟ ହୁଏତ କିଛି ଅଦ୍ୟତନଗୁଡିକ ପାଇଁ WLAN ଆବଶ୍ୟକ କରିପାରନ୍ତି. Updates are available. We'll download them when you are not using a metered connection, or you can download %1 MB using your current data connection (charges might apply). You might still need to connect to unmetered WLAN for some updates.
8042ଅଦ୍ୟତନଗୁଡିକ ଉପଲବ୍ଧ ଅଛି. ଆପଣ WLAN କୁ ସଂଯୋଗ କରିବା ମାତ୍ରେ ଆମେ ଅଦ୍ୟତନଗୁଡିକ ଡାଉନଲୋଡ୍‍ କରିବୁ, କିମ୍ବା ଆପଣ ଆପଣଙ୍କର ଡାଟା ସଂଯୋଗ ବ୍ୟବହାର କରି %1 GB ଡାଉନଲୋଡ୍‍ ବ୍ୟବହାର କରିପାରିବେ (ପରିବର୍ତ୍ତନଗୁଡିକ ଲାଗୁ ହୋଇପାରେ). ଆପଣଙ୍କର ମୋବାଇଲ୍ ଅପରେଟର୍ ମଧ୍ୟ ହୁଏତ କିଛି ଅଦ୍ୟତନଗୁଡିକ ପାଇଁ WLAN ଆବଶ୍ୟକ କରିପାରନ୍ତି. Updates are available. We'll download them when you are not using a metered connection, or you can download %1 GB using your current data connection (charges might apply). You might still need to connect to unmetered WLAN for some updates.
8043ଅଦ୍ୟତନଗୁଡିକ ଉପଲବ୍ଧ. WLAN କୁ ଆପଣ ଯାଥାଶୀଘ୍ର ସଂଯୋଗ ହେଲେ ଆମେ ଅଦ୍ୟତନଗୁଡିକୁ ଡାଉନ୍‌ଲୋଡ୍ କରିବୁ, କିମ୍ଵା ଆପଣ ଆପଣଙ୍କର ଡାଟା ସଂଯୋଜନ ବ୍ୟବହାର କରି ଅଦ୍ୟତନଗୁଡିକୁ ଡାଉନ୍‌ଲୋଡ୍ କରିପାରିବେ (ଦେୟଗୁଡିକ ଲାଗୁ ହୋଇପାରେ). ଆପଣଙ୍କର ମୋବାଇଲ୍ ଅପରେଟର୍ ହୁଏତ କିଛି ଅଦ୍ୟତନଗୁଡିକ ପାଇଁ WLAN ଆବଶ୍ୟକ କରନ୍ତି. Updates are available. We'll download them when you are not using a metered connection, or you can get them now using your current data connection (charges might apply). You might still need to connect to unmetered WLAN for some updates.
8044ଆମେ ଅଦ୍ୟତନଗୁଡିକୁ ସଂସ୍ଥାପନ କରି ନାହୁଁ କାରଣ ଆପଣଙ୍କର ଡିଭାଇସ୍‌ରେ ତାରିଖ ଏବଂ ସମୟ ସୂଚନା ସହିତ ଏକ ସମସ୍ୟା ରହିଥିବା. ସୁନିଶ୍ଚିତ ହୁଅନ୍ତୁ ଆପଣଙ୍କର ତାରିଖ, ସମୟ, ଏବଂ ସମୟ ଜୋନ୍ ସେଟିଂସମୂହ ସଠିକ୍ ଅଛି ଏବଂ ଆମେ ପରେ ପୁଣି ଚେଷ୍ଟା କରିବୁ. We couldn't install updates because there's a problem with the date and time information on your device. Make sure your date, time, and time zone settings are correct and we'll try again later.
8045ଆପଣ ପରବର୍ତ୍ତୀ ସମୟରେ ପ୍ଲଗ୍‌ ଇନ୍ ହୋଇଥିବା ବେଳେ ଆମେ ଅଦ୍ୟତନଗୁଡିକୁ ଡାଉନ୍‌ଲୋଡ୍ କରିବୁ କିମ୍ଵା ବର୍ତ୍ତମାନ ଏହା କରିବାକୁ କେବଳ 'ଡାଉନ୍‌ଲୋଡ୍' ବଟନ୍ କ୍ଲିକ୍ କରନ୍ତୁ We'll download updates next time you're plugged in or just click the 'download' button to do it now
8046ଆପଣ ପରବର୍ତ୍ତୀ ସମୟରେ ପ୍ଲଗ୍‌ ଇନ୍ ହୋଇଥିବା ବେଳେ ଆମେ ଅଦ୍ୟତନଗୁଡିକୁ ସଂସ୍ଥାପନ କରିବୁ କିମ୍ଵା ବର୍ତ୍ତମାନ ଏହା କରିବାକୁ କେବଳ 'ସଂସ୍ଥାପନ' ବଟନ୍ କ୍ଲିକ୍ କରନ୍ତୁ We'll install updates next time you're plugged in or just click the 'install' button to do it now
8047ଆପଣଙ୍କ ଡିଭାଇସ ପାଇଁ ଏକ ଅଦ୍ୟତନ ପ୍ରସ୍ତୁତ ହୋଇଛି କିନ୍ତୁ ଏହା ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରସ୍ତୁତ ନୁହେଁ। ଆମେ ଆପଣଙ୍କୁ ଚେଷ୍ଟା କରିବୁ କିମ୍ବା ଆପଣ ବର୍ତ୍ତମାନ ପୁନର୍ବାର ଚେଷ୍ଟା କରିପାରିବେ। An update is being prepared for your device, but it’s not quite ready yet. We'll keep trying or you can try again now.

EXIF

File Name:MusUpdateHandlers.dll.mui
Directory:%WINDIR%\WinSxS\amd64_microsoft-windows-u..ehandlers.resources_31bf3856ad364e35_10.0.15063.0_or-in_d78c21c067959c5d\
File Size:44 kB
File Permissions:rw-rw-rw-
File Type:Win32 DLL
File Type Extension:dll
MIME Type:application/octet-stream
Machine Type:Intel 386 or later, and compatibles
Time Stamp:0000:00:00 00:00:00
PE Type:PE32
Linker Version:14.10
Code Size:0
Initialized Data Size:44544
Uninitialized Data Size:0
Entry Point:0x0000
OS Version:10.0
Image Version:10.0
Subsystem Version:6.0
Subsystem:Windows GUI
File Version Number:10.0.15063.0
Product Version Number:10.0.15063.0
File Flags Mask:0x003f
File Flags:(none)
File OS:Windows NT 32-bit
Object File Type:Dynamic link library
File Subtype:0
Language Code:Oriya
Character Set:Unicode
Company Name:Microsoft Corporation
File Description:ଆଧୁନିକ ଅଦ୍ୟତନ ସେଟିଂଗୁଡିକ ହ୍ୟାଣ୍ଡଲର୍ ଲାଗୁକରଣ
File Version:10.0.15063.0 (WinBuild.160101.0800)
Internal Name:MusUpdateHandlers.dll
Legal Copyright:© Microsoft Corporation. ସର୍ବସତ୍ତ୍ଵ ସଂରକ୍ଷିତ.
Original File Name:MusUpdateHandlers.dll.mui
Product Name:Microsoft® Windows® Operating System
Product Version:10.0.15063.0

What is MusUpdateHandlers.dll.mui?

MusUpdateHandlers.dll.mui is Multilingual User Interface resource file that contain Oriya language for file MusUpdateHandlers.dll (ଆଧୁନିକ ଅଦ୍ୟତନ ସେଟିଂଗୁଡିକ ହ୍ୟାଣ୍ଡଲର୍ ଲାଗୁକରଣ).

File version info

File Description:ଆଧୁନିକ ଅଦ୍ୟତନ ସେଟିଂଗୁଡିକ ହ୍ୟାଣ୍ଡଲର୍ ଲାଗୁକରଣ
File Version:10.0.15063.0 (WinBuild.160101.0800)
Company Name:Microsoft Corporation
Internal Name:MusUpdateHandlers.dll
Legal Copyright:© Microsoft Corporation. ସର୍ବସତ୍ତ୍ଵ ସଂରକ୍ଷିତ.
Original Filename:MusUpdateHandlers.dll.mui
Product Name:Microsoft® Windows® Operating System
Product Version:10.0.15063.0
Translation:0x448, 1200