systemreset.exe Windows ପାଇଁ ସିଷ୍ଟମ୍ ପୁନଃସେଟ୍ 23da8475a7481581e3da67f383316369

File info

File name: systemreset.exe.mui
Size: 24576 byte
MD5: 23da8475a7481581e3da67f383316369
SHA1: cfca0fb1d8ddf7a253255df8d4ea18143cb0005c
SHA256: dfec675d3363e835954531ea72e3f308b6e882db4c412278e945b5b0d74744d3
Operating systems: Windows 10
Extension: MUI
In x64: systemreset.exe Windows ପାଇଁ ସିଷ୍ଟମ୍ ପୁନଃସେଟ୍ (32-ବିଟ୍)

Translations messages and strings

If an error occurred or the following message in Oriya language and you cannot find a solution, than check answer in English. Table below helps to know how correctly this phrase sounds in English.

id Oriya English
136ପରବର୍ତ୍ତୀ Next
137ବାତିଲ୍ Cancel
138ପୁନଃସେଟ୍ Reset
139ବନ୍ଦ କରନ୍ତୁ Close
140ପ୍ରାରମ୍ଭ Start
142କେବଳ ଡ୍ରାଇଭର୍ ଯେଉଁଠାରେ Windows ସଂସ୍ଥାପିତ ହୋଇଛି Only the drive where Windows is installed
143ସମସ୍ତ ଡ୍ରାଇଭ୍‌ଗୁଡିକ All drives
144ପ୍ରଭାବିତ କରିବାକୁ ରହିଥିବା ଡ୍ରାଇଭ୍‌ଗୁଡିକର ତାଲିକା ମୋତେ ଦେଖନତୁ Show me the list of drives that will be affected
145ଆପଣ ସମସ୍ତ ଡ୍ରାଇଭ୍‌ଗୁଡିକ ଠାରୁ ସମସ୍ତ ଫାଇଲ୍‌ସମୂହ ଅପସାରଣ କରିବାକୁ ଚାହୁଁଛନ୍ତି କି? Do you want to remove all files from all drives?
147ଅତିରିକ୍ତ ଡିସ୍କ୍ ଖାଲି ସ୍ଥାନ ଆବଶ୍ୟକ Additional disk space needed
148ଡିସ୍କ୍ ସ୍ଥାନ ଖାଲି କରିବାକୁ, ଆପଣ: To free up disk space, you can:
149ଡିସ୍କ୍ କ୍ଲିନ୍‌ଅପ୍ ଚାଳନା Run Disk Cleanup
150ଆପଣଙ୍କର ଫାଇଲ୍‌ଗୁଡିକର କପି ଏକ ବାହ୍ୟ ଡିଭାଇସ୍‌କୁ କପି କରନ୍ତୁ ଏବଂ ଏହି PC ଠାରୁ ସେଗୁଡିକକୁ ବିଲୋପ କରନ୍ତୁ Copy your files to an external device and delete them from this PC
151ପ୍ରୋଗ୍ରାମ୍‌ସମୂହ ଅଣସଂସ୍ଥାପନ କରନ୍ତୁ Uninstall programs
153ଏହା ଅଧିକ ସମୟ ନେବ ନାହିଁ This won’t take long
155ଏକ ବିକଳ୍ପ ଚୟନ କରନ୍ତୁ Choose an option
156ଆପଣଙ୍କର କାର୍ଯ୍ୟସ୍ଥାନ ପାଇଁ ଏହି PC ସେଟ୍ ଅପ୍ କରି ରଖନ୍ତୁ Keep this PC set up for your workplace
157ହଁ Yes
158ପ୍ରାବଧାନିକରଣ ପ୍ୟାକେଜ୍‌ଗୁଡିକୁ ସଂରକ୍ଷଣ କରନ୍ତୁ ଯାହା ଆପଣଙ୍କର PC କାର୍ଯ୍ୟସ୍ଥାନ ଉତ୍ସଗୁଡିକୁ ବ୍ୟବହାର କରିବାକୁ ଦେଇଥାଏ. Saves provisioning packages that let your PC use workplace resources.
159ନାଁ No
160ପ୍ରାବଧାନିକରଣ ପ୍ୟାକେଜ୍‌ଗୁଡିକୁ ଅପସାରଣ କରେ ଯାହା ଆପଣଙ୍କର PC କାର୍ଯ୍ୟସ୍ଥାନ ଉତ୍ସଗୁଡିକୁ ବ୍ୟବହାର କରିବାକୁ ଦେଇଥାଏ. Removes provisioning packages that let your PC use workplace resources.
161ଚେତାବନୀ! Warning!
162ଏହି PC ନିକଟରେ Windows 10 କୁ ନବୀକରଣ ହୋଇଥିଲା. ଯଦି ଆପଣ ଏହି PC ପୁନଃସେଟ୍ କରିବେ, ଆପଣ ନବୀକରଣ କରିବାକୁ ସକ୍ଷମ ହେବେ ନାହିଁ ଏବଂ Windows ର ପୂର୍ବବର୍ତ୍ତୀ ସଂସ୍କରଣକୁ ଫେରନ୍ତୁ. This PC was recently upgraded to Windows 10. If you Reset this PC, you won’t be able to undo the upgrade and go back to the previous version of Windows.
163ଏହି PC ପୁନଃସେଟ୍ କରିବାକୁ ପ୍ରସ୍ତୁତ Ready to reset this PC
165ପୁନଃସ୍ଥାପନା କରିବାକୁ ପ୍ରସ୍ତୁତ Ready to restore
166ସତେଜ ଆରମ୍ଭ Fresh start
167ଚାଲନ୍ତୁ ପ୍ରାରମ୍ଭ କରିବା Let's get started
169ବିଷୟଗୁଡିକ ପ୍ରସ୍ତୁତ ହେଉଛି Getting things ready
171ଏହା କିଛି ସମୟ ନେବ, ଏବଂ ଆପଣଙ୍କର PC ପୁନଃଆରମ୍ଭ ହେବ. This will take a while and your PC will restart.
173ମୁକ୍ତ ଡିସ୍କ୍ ଖାଲି ସ୍ଥାନର ଏକ ଅତିରିକ୍ତ %1!ws! ଆବଶ୍ୟକ ଅଟେ (%2!ws!). An additional %1!ws! of free disk space is needed on (%2!ws!).
179ଟିପନ୍ତୁ: BitLocker ଡ୍ରାଇଭ୍ ଏନ୍‌କ୍ରିପ୍‌ସନ୍ ଏହି ପ୍ରକ୍ରିୟା ନହେବା ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ବାତିଲ୍ ରହିବ. Note: BitLocker drive encryption will be temporarily suspended until the process is done.
180ଗୁରୁତ୍ଵପୂର୍ଣ୍ଣ: ଆପଣ ଆରମ୍ଭ କରିବା ପୂର୍ବରୁ ଆପଣଙ୍କର PC ପ୍ଲଗ୍ ଇନ୍ କରନ୍ତୁ Important: Plug in your PC before you start
181ଏହି PC କୁ ଅନ୍ୟ ଲୋକମାନେ ଲଗ୍ ଅନ୍ ହୋଇଛନ୍ତି Other people are logged on to this PC
182ଆପଣ ଜାରି ରଖିବାକୁ ଚାହୁଁଛନ୍ତି କି? ଏହା ଅଣସଂରକ୍ଷିତ ଡାଟା ହରାଇବାର କାରଣ ହୋଇପାରେ. Do you want to continue? This will cause them to lose unsaved data.
183ପୁନଃସ୍ଥାପନା Restore
189ଏହା ଆପଣଙ୍କର PC ଠାରୁ ଆପଣଙ୍କର ଫାଇଲ୍‌ସମୂହ ଏବଂ ଆପ୍ଲିକେସନ୍‌ସମୂହ ଅପସାରଣ କରିବ ଏବଂ ସେମାନଙ୍କର ଡିଫଲ୍ଟସମୂହକୁ ସମସ୍ତ ସେଟିଂସମୂହ ପୁନଃଗଛିତ କରିବ. ଯଦି ଆପଣ ଫାଇଲ୍ ଇତିବୃତି ବ୍ୟବହାର କରିବେ, ସୁନିଶ୍ଚିତ ହୁଅନ୍ତୁ ଯେ ନବୀନତମ ସଂସ୍କରଣସମୂହ ଆପଣଙ୍କର ଫାଇଲ୍‌ଗୁଡିକ ଠାରୁ ପ୍ରକ୍ରିୟା କରଣ ହେବା ପୂର୍ବରୁ ଆପଣଙ୍କର ଫାଇଲ୍ ଇତିବୃତି ଡ୍ରାଇଭ୍‌କୁ କପି ହେବ. ଏହା କିଛି ମିନିଟ୍ ନେବ ଏବଂ ଆପଣଙ୍କର PC ପୁନଃ ଆରମ୍ଭ ହେବ. This will remove your personal files and apps from your PC and restore all settings to their defaults. If you use File History, make sure the latest versions of your files were copied to your File History drive before you proceed. This will take a few minutes and your PC will restart.
190ଟିପନ୍ତୁ: BitLocker ଡ୍ରାଇଭ୍ ଏନ୍‌କ୍ରିପ୍‌ସନ୍ ଟର୍ନ୍ ଅଫ୍ ହେବ. Note: BitLocker drive encryption will be turned off.
191ଆପଣଙ୍କର PC ରେ ଏକ ଡିଭାଇସ୍ ଠାରୁ ଅଧିକ ରହିଛି Your PC has more than one drive
192ଯଦି ଆପଣ ସମସ୍ତ ଡ୍ରାଇଭ୍‌ଗୁଡିକ ଠାରୁ ଫାଇଲ୍‌ଗୁଡିକ ଅପସାରଣ କରିବାକୁ ଚୟନ କରିବେ, ଏହି ଡ୍ରାଇଭ୍‌ଗୁଡିକ ପ୍ରଭାବିତ ହେବ: If you choose to remove files from all drives, these drives will be affected:
193ଡ୍ରାଇଭ୍‌ଗୁଡିକ ଯାହା ପ୍ରଭାବିତ ହେବ Drives that will be affected
194ଅଣନାମିତ ଡ୍ରାଇଭ୍ Unnamed drive
195ଯେତେବେଳେ ଏହା ବ୍ୟାଟେରୀ ପାୱାର୍‌ରେ ଚାଲୁଥିବ ଆମେ ଆପଣଙ୍କର PC ପୁନଃସେଟ୍ କରିପାରିବୁ ନାହିଁ. We can’t reset your PC while it’s running on battery power.
196ଆପଣଙ୍କର PC ରେ ପ୍ଲଗ୍ ଇନ୍ Plug in your PC
197କୌଣସି ପରିବର୍ତ୍ତନଗୁଡିକ ହୋଇନାହିଁ. No changes were made.
198ଆପଣଙ୍କର PC ପୁନଃସେଟ୍ କରିବାରେ ଏକ ଅସୁବିଧା ଅଛି There was a problem resetting your PC
201ଏହି PC ପୁଣି ସେଟ୍ କରିପାରିବ ନାହିଁ ଏବଂ ଆପଣଙ୍କର ଫାଇଲ୍‌ଗୁଡିକ ରଖନ୍ତୁ Cannot reset this PC and keep your files
202ଏହି PC ପୁନଃସେଟ୍ କରିବାକୁ ଏବଂ ଆପଣଙ୍କର ଫାଇଲ୍‌ଗୁଡିକ ରଖିବାକୁ, ଉପଭୋକ୍ତାଗଣ, ପ୍ରୋଗ୍ରାମ୍ ଫାଇଲ୍‌ଗୁଡିକ, ଏବଂ Windows ଡିରେକ୍ଟୋରୀଗୁଡିକ ସମାନ ଡ୍ରାଇଭ୍‌‌ରେ ରହିବା ଆବଶ୍ୟକ. ଆପଣ ଏହି PC ପୁନଃସେଟ୍ ଏବଂ ତାହା ପରିବର୍ତ୍ତେ ସବୁକିଚି ଅପସାରଣ କରିବାକୁ ମନୋନୟନ କରିପାରିବେ, କିନ୍ତୁ ଆପଣ ପ୍ରଥମେ ଆପଣଙ୍କର ବ୍ୟକ୍ତିଗତ ଫାଇଲ୍‌ଗୁଡିକୁ ବ୍ୟାକ୍ ଅପ୍ କରିବା ଆବଶ୍ୟକ. To reset this PC and keep your files, the Users, Program Files, and Windows directories need to be on the same drive. You can choose to reset this PC and remove everything instead, but you should back up your personal files first.
203ଆପଣ ଡ୍ରାଇଭ୍‌‌ଗୁଡିକୁ ଖାଲି କରିବାକୁ ଚାହୁଁଛନ୍ତି, ମଧ୍ୟ? Do you want to clean the drives, too?
204ଫାଇଲ୍‌ଗୁଡିକୁ ଅପସାରଣ କରନ୍ତୁ ଏବଂ ଡ୍ରାଇଭ୍ ଖାଲି କରନ୍ତୁ Remove files and clean the drive
205ଏହା ହୁଏତ କିଛି ଘଣ୍ଟା ନେଇପାରେ, କିନ୍ତୁ ଆପଣଙ୍କର ଅପସାରିତ ଫାଇଲ୍‌ଗୁଡିକୁ ପୁନଃଉଦ୍ଧାର କରିବାକୁ କେହିଜଣଙ୍କ ପାଇଁ କଠିନ ହେବ. ଯଦି ଆପଣ PC ରିସାଇକେଲ୍ କରୁଛନ୍ତି ତେବେ ଏହା ବ୍ୟବହାର କରନ୍ତୁ. This might take a few hours, but will make it harder for someone to recover your removed files. Use this if you’re recycling the PC.
206କେବଳ ମୋ ଫାଇଲ୍‌ଗୁଡିକ ଅପସାରଣ କରନ୍ତୁ Just remove my files
207ଏହା ଶୀଘ୍ର, କିନ୍ତୁ କମ୍ ସୁରକ୍ଷିତ. ଯଦି ଆପଣ PC ରଖୁଛନ୍ତି ଏହା ବ୍ୟବହାର କରନ୍ତୁ. This is quicker, but less secure. Use this if you’re keeping the PC.
211ଏହା ଆପଣଙ୍କର ବ୍ୟକ୍ତିଗତ ଫାଇଲ୍ ଏବଂ ଆପ୍ଲିକେସନ୍‌ଗୁଡିକକୁ ଆପଣଙ୍କର PC ଠାରୁ ଅପସାରଣ କରିବ ଏବଂ ସେମାନଙ୍କର ଡିଫଲ୍ଟଗୁଡିକକୁ ସମସ୍ତ ସେଟିଂସମୂହ ପୁନଃଗଚ୍ଛିତ କରିବ. ଯଦି ଆପଣ ଫାଇଲ୍ ଇତିବୃତି ବ୍ୟବହାର କରିବେ, ସୁନିଶ୍ଚିତ ହୁଅନ୍ତୁ ଯେ ଆପଣଙ୍କର ଫାଇଲ୍‌ଗୁଡିକର ନବୀନତମ ସଂସ୍କରଣଗୁଡିକ ଆପଣ ପ୍ରକ୍ରିୟାରତ କରିବା ପୂର୍ବରୁ ଆପଣଙ୍କର ଫାଇଲ୍ ଇତିବୃତି ଡ୍ରାଇଭ୍‌କୁ କପି କରିବେ. ଆପଣଙ୍କର PC ପୁନଃଆରମ୍ଭ ହେବ. This will remove your personal files and apps from your PC and restore all settings to their defaults. If you use File History, make sure the latest versions of your files were copied to your File History drive before you proceed. Your PC will restart.
214Windows To Go ଚାଳନ କରୁଥିବା ଯୋଗୁଁ ଆପଣଙ୍କର PC ପୁନଃସେଟ୍ ହୋଇପାରିବ ନାହିଁ. Your PC can’t be reset because it’s running Windows To Go.
216ଆମେ ଏହି PC କୁ ପୁନଃସେଟ୍‌ କରିପାରିବୁ ନାହିଁ We can’t reset this PC
21811;normal;none;Nirmala UI 11;normal;none;Segoe UI
219ଯେତେବେଳେ ଆପଣ ଆପଣଙ୍କର ଫାଇଲ୍‌ସମୂହ ଅପସାରଣ କରିବେ, ଆପଣ ମଧ୍ୟ ଡିସ୍କ୍ ଖାଲି କରିପାରିବେ ଯାହା ଦ୍ଵାରା କି ଫାଇଲ୍‌ଗୁଡିକ ସହଜରେ ପୁନଃଉଦ୍ଧାର ହୋଇପାରିବ ନାହିଁ. ଏହା ଅଧିକ ସୁରକ୍ଷିତ, କିନ୍ତୁ ଏହା ଅଧିକ ସମୟ ନିଏ. When you remove your files, you can also clean the drive so that the files can’t be recovered easily. This is more secure, but it takes much longer.
247ପୁନଃଉଦ୍ଧାର ପରିବେଶ ମିଳୁ ନାହିଁ Could not find the recovery environment
248ଆପଣଙ୍କର Windows ସଂସ୍ଥାପନ ସନ୍ନିବେଶ କରନ୍ତୁ କିମ୍ଵା ମିଡିଆ ପୁନଃଉଦ୍ଧାର କରନ୍ତୁ, ଏବଂ ମିଡିଆ ସହିତ ଆପଣଙ୍କର PC ପୁନଃଆରମ୍ଭ କରନ୍ତୁ. Insert your Windows installation or recovery media, and restart your PC with the media.
253ଏହି ଆପ୍ଲିକେସନ୍‌ଗୁଡିକ ପୁନଃସଂସ୍ଥାପନ କରିବା ଆବଶ୍ୟକ These apps will need to be reinstalled
254ଆପ୍ଲିକେସନ୍‌ଗୁଡିକର ତାଲିକା ସମୀକ୍ଷା କରନ୍ତୁ. ଆପଣ ପରେ ପୁନଃସଂସ୍ଥାପନ କରିବାକୁ ଡିସ୍କ୍ କିମ୍ଵା ଫାଇଲ୍‌ଗୁଡିକ ଆବଶ୍ୟକ କରିବେ. Reveiw the list of apps. You’ll need the discs or files to reinstall them later.
255ପଛକୁ ଯାଆନ୍ତୁ Go back
256ଯଦି ଆପଣ ବିକଶିତ ସନ୍ଧାନ, ନିରାପତ୍ତା ଏବଂ ଷ୍ଟାର୍ଟ୍‍‍ଅପ୍‍ ହରାନ୍ତି, ଯେକୌଣସି ସମୟରେ Windows 10 କୁ ଫେରି ଆସନ୍ତୁ. If you end up missing improved search, security, and startup, come back to Windows 10 anytime.
260Windows 10 ଚେଷ୍ଟା କରିଥିବାରୁ ଧନ୍ୟବାଦ Thanks for trying Windows 10
261ଡିସ୍କ୍ ସ୍ପେସ୍‍ ପୁନଃ ହାସଲ କରନ୍ତୁ Reclaim disk space
262ଏହା Windows 7 ଷ୍ଟୋର୍‍ କରିବା ପାଇଁ ବ୍ୟବହୃତ ଡିସ୍କ୍ ସ୍ପେସ୍‍ ପୁନରୁଦ୍ଧାର କରିବ. ଏହା ସେହି ଡିସ୍କ୍ ମୁକ୍ତ କରିବ, କିନ୍ତୁ ଏହା ପରେ Windows 7 କୁ ପୁନଃ ଗଚ୍ଛିତ କରିବା ପାଇଁ ଆଉ ସମର୍ଥ ହେବ ନାହିଁ. This will recover the disk space used to store Windows 7. It will free up that disk space, but you will no longer be able to restore Windows 7 after this.
263Windows 7 ଅପସାରଣ କରିବେ? Remove Windows 7?
264ଏହା ଆପଣଙ୍କର PC ରେ ସ୍ପେସ୍‍ ମୁକ୍ତ କରିବ, କିନ୍ତୁ ଆପଣ Windows 7 କୁ ଫେରିବାରେ ସମର୍ଥ ହେବ ନାହିଁ. This will free up space on your PC, but you won’t be able to go back to Windows 7.
265ନୂତନ ଏକାଉଣ୍ଟ୍ ଗୁଡିକ ଅପସାରଣ କରନ୍ତୁ Remove new accounts
266ଆପଣ Windows ର ଏକ ପୂର୍ବବର୍ତ୍ତୀ ସଂସ୍କରଣକୁ ଫେରିବା ପୂର୍ବରୁ, ଆପଣଙ୍କର ସର୍ବାଧିକ ନିକଟ ଅତୀତର ନବୀକରଣ ପରେ ଆପଣ ଯୋଗ କରିଥିବା ଯେକୌଣସି ଉପଭୋକ୍ତା ଏକାଉଣ୍ଟ୍ ଗୁଡିକୁ ଅପସାରଣ କରିବାକୁ ଆପଣ ଆବଶ୍ୟକ କରିବେ. ସେଗୁଡିକର ପ୍ରୋଫାଇଲ୍‍ ସମେତ ଏକାଉଣ୍ଟ୍ ଗୁଡିକ ସଂପୂର୍ଣ୍ଣ ଭାବେ ଅପସାରିତ ହେବା ଆବଶ୍ୟକ. Before you can go back to a previous version of Windows, you’ll need to remove any user accounts you added after your most recent upgrade. The accounts need to be completely removed, including their profiles.
267ଆପଣ ଗୋଟିଏ ଏକାଉଣ୍ଟ୍ ସୃଷ୍ଟି କରିଛନ୍ତି (%2!ws!) You created one account (%2!ws!)
268ଆପଣ %1!ws! ଏକାଉଣ୍ଟ୍ ସୃଷ୍ଟି କରିଛନ୍ତି (%2!ws!) You created %1!ws! accounts (%2!ws!)
269ଏହି ଏକାଉଣ୍ଟ୍‌ଗୁଡିକ ଅପସାରଣ କରିବାକୁ ସେଟିଂସମୂହ ଏକାଉଣ୍ଟ୍ ଅନ୍ୟ ପିପୁଲ୍‌କୁ ଯାଆନ୍ତୁ, ଏବଂ ତାପରେ ପୁନଃ ଚେଷ୍ଟା କରନ୍ତୁ. Go to Settings Accounts Other people to remove these accounts, and then try again.
270ଏକାଉଣ୍ଟ୍ ଗୁଡିକୁ ପଛକୁ ଘୁଞ୍ଚାନ୍ତୁ Move accounts back
271ଆପଣ Windows ର ଏକ ପୂର୍ବବର୍ତ୍ତୀ ସଂସ୍କରଣକୁ ଫେରିବା ପୂର୍ବରୁ, ଆପଣଙ୍କର ବର୍ତ୍ତମାନର ନବୀକରଣ ପରେ ଆପଣ ଘୁଞ୍ଚାଇଥିବା ଯେକୌଣସି ଉପଭୋକ୍ତା ଏକାଉଣ୍ଟ୍ ଗୁଡିକୁ ସେଗୁଡିକର ମୂଳ ଅବସ୍ଥାନରେ ଆପଣଙ୍କୁ ରଖିବାକୁ ପଡିବ. Before you can go back to a previous version of Windows, you’ll need to put any user accounts you moved after your most recent upgrade back in their original location.
272ଆପଣ ଗୋଟିଏ ଏକାଉଣ୍ଟ୍ ଚାଳିତ କରିଛନ୍ତି (%2!ws!) You moved one account (%2!ws!)
273ଆପଣ %1!ws! ଏକାଉଣ୍ଟ୍ ଚାଳିତ କରିଛନ୍ତି (%2!ws!) You moved %1!ws! accounts (%2!ws!)
274ଆମେ ଦୁଃଖିତ, କିନ୍ତୁ ଆପଣ ପଛକୁ ଯାଇପାରିବେ ନାହିଁ We’re sorry, but you can’t go back
275ଆମେ ଆପଣଙ୍କୁ Windows ର ପୂର୍ବବର୍ତ୍ତୀ ସଂସ୍କରଣକୁ ଫେରାଇ ନେବା ପାଇଁ ଆବଶ୍ୟକ କରୁଥିବା ଫାଇଲ୍‍ଗୁଡିକ ଏହି PC ଠାରୁ ଅପସାରିତ ହୋଇଥିଲା. The files we need to take you back to a previous version of Windows were removed from this PC.
277ଆମେ ଆପଣଙ୍କୁ Windows ର ପୂର୍ବବର୍ତ୍ତୀ ସଂସ୍କରଣକୁ ଫେରାଇ ନେଇପାରିବୁ ନାହିଁ କାରଣ ଆପଣଙ୍କର ସର୍ବାଧିକ ନିକଟତମ ନବୀକରଣ ସମୟରେ ବ୍ୟବହୃତ ହୋଇଥିବା USB ଫ୍ଲାଶ୍‍ ଡ୍ରାଇଭ୍‍ କିମ୍ବା ଅନ୍ୟ ବାହ୍ୟ ଡ୍ରାଇଭ୍‍ ନିଖୋଜ ଅଛି. ଦୟାକରି ଡିସ୍କ ସନ୍ନିବେଶ କରିବା ସହ ପୁନଃ ଚେଷ୍ଟା କରନ୍ତୁ. We can’t take you back to a previous version of Windows because the USB flash drive or other external drive that was used during your most recent upgrade is missing. Please insert the disk and try again.
279ଆମେ ଆପଣଙ୍କୁ Windows ର ପୂର୍ବବର୍ତ୍ତୀ ସଂସ୍କରଣକୁ ଫେରାଇ ନେଇପାରିବୁ ନାହିଁ କାରଣ ଏହା ନବୀକରଣ ପରଠାରୁ ଏକ ମାସରୁ ଅଧିକ ଅତିକ୍ରମ କରିସାରିଛି. We can’t take you back to the previous version of Windows because it’s been more than a month since the upgrade.
280ମୋର ଆପ୍ଲିକେସନ୍‍ କିମ୍ବା ଡିଭାଇସ୍‍ସମୂହ Windows 10 ରେ କାର୍ଯ୍ୟ କରୁନାହିଁ My apps or devices don’t work on Windows 10
281ପୂର୍ବବର୍ତ୍ତୀ ବିଲ୍ଡଗୁଡିକ ବ୍ୟବହାର କରିବାକୁ ସହଜ ଦେଖାଯାଉଛି Earlier builds seemed easier to use
282Windows 7 ବ୍ୟବହାର କରିବାକୁ ଅଧିକ ସହଜ ଜଣାପଡୁଛି Windows 7 seemed easier to use
283Windows 8 ବ୍ୟବହାର କରିବାକୁ ଅଧିକ ସହଜ ଜଣାପଡୁଛି Windows 8 seemed easier to use
284Windows 8.1 ବ୍ୟବହାର କରିବାକୁ ଅଧିକ ସହଜ ଜଣାପଡୁଛି Windows 8.1 seemed easier to use
285ପୂର୍ବ ବିଲ୍ଡଗୁଡିକ ଦ୍ରୁତ ପରି ଦେଖାଯାଉଛି Earlier builds seemed faster
286Windows 7 ଦ୍ରୁତ ପରି ଜଣାପଡୁଛି Windows 7 seemed faster
287Windows 8 ଅଧିକ ଦ୍ରୁତ ଜଣାପଡୁଛି Windows 8 seemed faster
289ପୂର୍ବ ବିଲ୍ଡଗୁଡିକ ଅଧିକ ବିଶ୍ଵାସଯୋଗ୍ୟ ପରି ଜଣାପଡୁଛି Earlier builds seemed more reliable
290Windows 7 ଅଧିକ ବିଶ୍ୱାସଯୋଗ୍ୟ ଜଣାପଡୁଛି Windows 7 seemed more reliable
291Windows 8 ଅଧିକ ବିଶ୍ୱାସଯୋଗ୍ୟ ଜଣାପଡୁଛି Windows 8 seemed more reliable
293ଅନ୍ୟ କାରଣ ପାଇଁ For another reason
294ଆପଣ କାହିଁକି ପଛକୁ ଯାଉଛଂତି? Why are you going back?
296ଆମକୁ ଅଧିକ କୁହନ୍ତୁ Tell us more
298ଯଦି ଆପଣ ଟ୍ରବୁଲ୍‍ସୁଟିଂ ପାଇଁ ପ୍ରସ୍ତୁତ ଥାନ୍ତି, If you’re up for troubleshooting,
299ସହାୟତାକୁ ସମ୍ପର୍କ କରନ୍ତୁ. contact support.
300ଆପଣ କଣ ଜାଣିବା ଆବଶ୍ୟକ What you need to know
301ଏହା କିଛି ସମୟ ନେଇପାରେ ଏବଂ ଏହା ସମାପ୍ତ ନହେବା ପର୍ଯ୍ୟନ୍ତ ଆପଣ ଆପଣଙ୍କର PC ବ୍ୟବହାର କରିବା ପାଇଁ ସମର୍ଥ ହେବେ ନାହିଁ. ଆପଣଙ୍କର PC ପ୍ଲଗ୍ ଇନ୍ ଏବଂ ଟର୍ନ୍ ଅନ୍ କରି ରଖନ୍ତୁ. This might take a while and you won’t be able to use your PC until it’s done. Leave your PC plugged in and turned on.
302ଫେରିଯିବା ପରେ: After going back:
303• ଆପଣଙ୍କୁ କିଛି ଆପ୍ଲିକେସନ୍‍ ଏବଂ ପ୍ରୋଗ୍ରାମ୍‍ଗୁଡିକ ପୁନଃସଂସ୍ଥାପନ କରିବାକୁ ପଡିବ. • You’ll have to reinstall some apps and programs.
304• ଆପଣଙ୍କୁ କିଛି ପ୍ରୋଗ୍ରାମ୍‍ଗୁଡିକ ପୁନଃସଂସ୍ଥାପନ କରିବାକୁ ପଡିବ. • You’ll have to reinstall some programs.
306ଲକ୍ ଆଉଟ୍ କରନ୍ତୁ ନାହିଁ Don’t get locked out
307ଯଦି ଆପଣ Windows 7 କୁ ସାଇନ୍‍ ଇନ୍‍ କରିବା ପାଇଁ ଏକ ପାସ୍‍ୱାର୍ଡ ବ୍ୟବହାର କରିଛନ୍ତି, ଆପଣ ଏହା ଜାଣିଥିବା ନିଶ୍ଚିତ କରନ୍ତୁ. If you used a password to sign in to Windows 7, make sure you know it.
308ଯଦି ଆପଣ Windows 8 କୁ ସାଇନ୍‍ ଇନ୍‍ କରିବା ପାଇଁ ଏକ ପାସ୍‍ୱାର୍ଡ ବ୍ୟବହାର କରିଛନ୍ତି, ଆପଣ ଏହା ଜାଣିଥିବା ନିଶ୍ଚିତ କରନ୍ତୁ. If you used a password to sign in to Windows 8, make sure you know it.
309ଯଦି ଆପଣ ଆପଣଙ୍କର ପୂର୍ବତନ ବିଲ୍ଡକୁ ସାଇନ୍‍ ଇନ୍‍ କରିବା ପାଇଁ ଏକ ପାସ୍‍ୱାର୍ଡ ବ୍ୟବହାର କରିଛନ୍ତି, ଆପଣ ଏହା ଜାଣିଥିବା ନିଶ୍ଚିତ କରନ୍ତୁ. If you used a password to sign in to your previous build, make sure you know it.
310Windows 7 କୁ ପୁଣି ଫେରନ୍ତୁ Go back to Windows 7
311Windows 8 କୁ ପୁଣି ଫେରନ୍ତୁ Go back to Windows 8
312ପୂର୍ବତନ ବିଲ୍ଡକୁ ପୁଣି ଫେରନ୍ତୁ Go back to earlier build
316ଆପଣ ଏକୁଟିଆ ବ୍ୟାଟେରୀ ପାୱାର୍‌ରେ ଫେରିପାରିବେ ନାହିଁ. ଆପଣଙ୍କର PC ପ୍ଲଗ୍ ଇନ୍ କରନ୍ତୁ ଏବଂ ତାପରେ ପୁଣି ଚେଷ୍ଟା କରନ୍ତୁ. You can’t go back on battery power alone. Plug in your PC and then try again.
323
324ଆପଣଙ୍କର ଫାଇଲ୍‌ଗୁଡିକ ବ୍ୟାକ୍ ଅପ୍ ହୋଇଛି? ଏହା ନିଶ୍ଚିତଭାବରେ ସେମାନଙ୍କୁ ପ୍ରଭାବ କରିବ, କିନ୍ତୁ ପ୍ରସ୍ତୁତ ରହିବା ଉତ୍ତମ ଅଟେ. Are your files backed up? This shouldn’t affect them, but it’s best to be prepared.
325ଆପଣ ଏହା ବିବା ସାଇନ୍ ଇନ୍ କରିବାକୁ ସକ୍ଷମ ହୋଇପାରିବେ ନାହିଁ. You won’t be able to sign in without it.
326ମୋ ଆପ୍ଲିକେସନ୍ କିମ୍ଵା ଡିଭାଇସ୍‌ଗୁଡିକ ଏହି ବିଲ୍ଡ୍‌ରେ କାର୍ଯ୍ୟ କରେ ନାହିଁ My apps or devices don’t work on this build
327• ଆପଣ Windows 10 କୁ ନବୀକରଣ କରିବା ପରେ ସେଟିଂକୁ କରିଥିବା ଯେକୌଣସି ପରିବର୍ତ୍ତନଗୁଡିକୁ ହରାଇବେ. • You’ll lose any changes made to settings after the upgrade to Windows 10.
328• ଆପଣ ନବୀନତମ ବିଲ୍ଡ୍ ସଂସ୍ଥାପନ କରିବା ପରେ ସେଟିଂସମୂହକୁ କରିଥିବା ଯେକୌଣସି ପରିବର୍ତ୍ତନଗୁଡିକ ହରାଇବେ. • You’ll lose any changes made to settings after installing the latest build.
329ଏହି ବିଲ୍ଡ୍ ଚେଷ୍ଟା କରିଥିବା ଯୋଗୁଁ ଧନ୍ୟବାଦ Thanks for trying out this build
330ଏହା ଉପଲବ୍ଧ ହେଲେ ଆମେ ପରବର୍ତ୍ତୀ ପୂର୍ବାଲୋକନ ବିଲ୍ଡ୍ ସଂସ୍ଥାପନ କରିବୁ. We’ll install the next preview build when it’s available.
331Windows ର ପୁରୁଣା ସଂସ୍କରଣ ବ୍ୟବହାର କରିବା ପାଇଁ ଅଧିକ ସହଜ ଜଣାପଡୁଛି The old version of Windows seemed easier to use
332Windows 8.1 ଅଧିକ ଦ୍ରୁତ ଜଣାପଡୁଛି Windows 8.1 seemed faster
333Windows ର ପୁରୁଣା ସଂସ୍କରଣ ଅଧିକ ଦ୍ରୁତ ଜଣାପଡୁଛି The old version of Windows seemed faster
334Windows 8.1 ଅଧିକ ବିଶ୍ୱାସଯୋଗ୍ୟ ଜଣାପଡୁଛି Windows 8.1 seemed more reliable
335ଯଦି ଆପଣ Windows 8.1 କୁ ସାଇନ୍ ଇନ୍ କରିବାକୁ ଏକ ପାସ୍‌ୱାର୍ଡ୍ ବ୍ୟବହାର କରିଛନ୍ତି, ସୁନିଶ୍ଚିତ ହୁଅନ୍ତୁ ଆପଣ ଏହା ଜାଣିଛନ୍ତି. If you used a password to sign in to Windows 8.1, make sure you know it.
336ଯଦି ଆପଣ ଆପଣଙ୍କର Windows ପୂର୍ବବର୍ତ୍ତୀ ସଂସ୍କରଣକୁ ସାଇନ୍ ଇନ୍ କରିବାକୁ ଏକ ପାସ୍‌ୱାର୍ଡ୍ ବ୍ୟବହାର କରିଛନ୍ତି, ସୁନିଶ୍ଚିତ ହୁଅନ୍ତୁ ଆପଣ ଏହା ଜାଣିଛନ୍ତି. If you used a password to sign in to your previous version of Windows, make sure you know it.
337Windows ର ପୁରୁଣା ସଂସ୍କରଣ ଅଧିକ ବିଶ୍ୱାସଯୋଗ୍ୟ ଜଣାପଡୁଛି The old version of Windows seemed more reliable
338Windows 8.1 କୁ ପୁଣି ଫେରନ୍ତୁ Go back to Windows 8.1
339ପୂର୍ବତନ Windows କୁ ପୁଣି ଫେରନ୍ତୁ Go back to previous Windows
340କିଛି ସ୍ଥାନ ଖାଲି କରନ୍ତୁ ଏବଂ ପୁଣି ଚେଷ୍ଟା କରନ୍ତୁ. Free up some space and try again.
341ଫେରିବାକୁ, Windows ସଂସ୍ଥାପିତ ହେବାକୁ ଥିବା ଡ୍ରାଇଭ୍‌ରେ %1!ws! MB ର ମୁକ୍ତ ସ୍ଥାନ ଆବଶ୍ୟକ କରିବେ. To go back, you’ll need %1!ws! MB of free space on the drive where Windows is installed.
342ଫେରିବାକୁ, Windows ସଂସ୍ଥାପିତ ହେବାକୁ ଥିବା ଡ୍ରାଇଭ୍‌ରେ %1!ws! GB ର ମୁକ୍ତ ସ୍ଥାନ ଆବଶ୍ୟକ କରିବେ. To go back, you’ll need %1!ws! GB of free space on the drive where Windows is installed.
344ଆପଣଙ୍କ ସଂସ୍ଥାର ନୀତି ଏହାକୁ ଅନୁମତି ଦିଏନାହିଁ. ଅଧିକ ସୂଚନା ପାଇଁ, ଆପଣଙ୍କର ସହାୟତା ବ୍ୟକ୍ତି କିମ୍ବା IT ବିଭାଗ ସହିତ କଥା ହୁଅନ୍ତୁ. Your organization’s policy doesn’t allow it. For more info, talk to your support person or IT department.
345ଅଦ୍ୟତନଗୁଡିକରେ ସୂଚନା ପ୍ରାପ୍ତ କରିପାରିଲେ ନାହିଁ Couldn’t get info on updates
346ଅଦ୍ୟତନଗୁଡିକ ପାଇଁ ପରୀକ୍ଷଣ କରିବାକୁ, ସେଟିଂଗୁଡିକ ଅଦ୍ୟତନ ଏବଂ ସୁରକ୍ଷା Windows Update କୁ ଯାଆନ୍ତୁ ଏବଂ ଅଦ୍ୟତନଗୁଡିକ ପରୀକ୍ଷଣ ଚୟନ କରନ୍ତୁ. To check for updates, go to Settings Update & Security Windows Update and select Check for updates.
347ଅଦ୍ୟତନଗୁଡିକ ପାଇଁ ପରୀକ୍ଷଣ କରିବେ କି? Check for updates?
348ଆପଣ ପଛକୁ ଯିବା ପୂର୍ବରୁ, ସାମ୍ପ୍ରତିକତମ ଅଦ୍ୟତନଗୁଡିକ ସଂସ୍ଥାପନ କରିବାକୁ ଚେଷ୍ଟା କରନ୍ତୁ. ଏହା ହୁଏତ ଆପଣ Windows 10 ସହିତ ସମ୍ମୁଖୀନ ହେଉଥିବା ସମସ୍ୟାକୁ ସମାଧାନ କରିପାରେ. Before you go back, try installing the latest updates. This might fix the problems you’re having with Windows 10.
349ଅଦ୍ୟତନଗୁଡିକ ପାଇଁ ପରୀକ୍ଷଣ କରନ୍ତୁ Check for updates
350ନାଁ, ଧନ୍ୟବାଦ No, thanks
351ଏହି PC କୁ ପୁନଃସେଟ୍‌ କରୁଛି Resetting this PC
352କିଛି ବିଷୟ ପ୍ରସ୍ତୁତ କରୁଛି %1!d!%% Getting a few things ready %1!d!%%
353ଏହି ବେଶିଷ୍ଟ୍ୟ ସୁରକ୍ଷିତ ମୋଡରେ ଉପଲବ୍ଧ ନାହିଁ This feature is not available in Safe Mode
354ଏହି PC ପୁନଃସେଟ୍ କରିବାକୁ, ସାଧାରଣଭାବରେ Windows ଆରମ୍ଭ କରନ୍ତୁ ଏବଂ ପୁଣି ଚେଷ୍ଟା କରନ୍ତୁ, କିମ୍ଵା ବିକଶିତ ଷ୍ଟାର୍ଟଅପ୍‌କୁ ଯାଆନ୍ତୁ ଏବଂ ଟ୍ରାବୁଲସୁଟ୍ ଚୟନ କରନ୍ତୁ. To reset this PC, start Windows normally and try again, or go to Advanced startup and select Troubleshoot.
355Windows ସହ ସାମାନ୍ୟ ଭାବେ ଆସୁଥିବା ଆପ୍ଲିକେସନ୍‌ ଏବଂ ପ୍ରୋଗ୍ରାମଗୁଡିକ ବ୍ୟତିତ ଏହା ଅନ୍ୟ ସମସ୍ତ ଅପସାରଣ କରିବ. ଆପଣଙ୍କ ଉତ୍ପାଦକଙ୍କ ଦ୍ୱାରା ସଂସ୍ଥାପିତ କୌଣସି ଷ୍ଟୋର ଆପ୍ଲିକେସନ୍‌ଗୁଡିକ ମଧ୍ୟ ରଖାଯିବ. ଆପଣଙ୍କ ଡିଭାଇସ୍‌ Windowsର ସର୍ବନୂତନ ସଂସ୍କରଣକୁ ଅଦ୍ୟତିତ ହେବ. ଆପଣଙ୍କ ବ୍ୟକ୍ତିଗତ ଫାଇଲ୍‌ଗୁଡିକ ଏବଂ କିଛି Windows ସେଟିଂସମୂହ ରଖାଯିବ. This will remove all apps and programs, except those that come standard with Windows. Any store apps installed by your manufacturer will also be kept. Your device will also be updated to the latest version of Windows. Your personal files and some Windows settings will be kept.
357ଆପଣଙ୍କ କାର୍ଯ୍ୟ ସଂରକ୍ଷଣ କରନ୍ତୁ ଏବଂ ଆପଣଙ୍କ ଡିଭାଇସ୍‌ ପ୍ଲଗ୍‌ ଇନ ତଥା ଚାଲୁ ଛାଡି ଦିଅନ୍ତୁ Save your work and leave your device plugged in and turned on
358ଏହା କିଛି ସମୟ ନେବ ଏବଂ ଆପଣଙ୍କ ଡିଭାଇସ୍‌ ଏକାଧିକ ଥର ପୁନଃପ୍ରାରମ୍ଭ ହେବ This will take a while and your device will restart several times
359Windows ସତେଜ କରୁଥିବା ବେଳେ ଆପଣଙ୍କ ଡିଭାଇସ୍‌ ଆପଣ ବ୍ୟବହାର କରିବାରେ ସମର୍ଥ ହେବେ ନାହିଁ, କିନ୍ତୁ ଏହା ପ୍ରସ୍ତୁତ ହେବା ପରେ ଆମେ ଆପଣଙ୍କୁ ଜଣାଇବୁ You won't be able to use your device while refreshing Windows, but we will let you know once it's ready
360ଏହି ପ୍ରକ୍ରିୟା ଆପଣଙ୍କର ଡିଭାଇସ୍ ନିର୍ଭରକରି 20 ମିନିଟ୍ କିମ୍ଵା ଅଧିକ ସମୟ ଲାଗିପାରେ. This process could take 20 minutes or longer depending on your device.
361ଆପଣଙ୍କର PC ସତେଜ କରୁଛି Refreshing your PC
362ଆପଣ ସଂସ୍ଥାପନ କରିଥିବା ସମସ୍ତ ଆପ୍ଲିକେସନଗୁଡିକ ତଥା ପ୍ରୋଗ୍ରାମଗୁଡିକ ଏହା ଅପସାରଣ କରିବ. ଆପଣଙ୍କ ଡିଭାଇସ୍‌ Windows ର ସର୍ବନୂତନ ସଂସ୍କରଣକୁ ଅଦ୍ୟତିତ ହେବ. ଆପଣଙ୍କ ବ୍ୟକ୍ତିଗତ ଫାଇଲ୍‌ଗୁଡିକ ଏବଂ କିଛି Windows ସେଟିଂସମୂହ ରଖାଯିବ. This will remove all apps and programs you installed. Your device will also be updated to the latest version of Windows. Your personal files and some Windows settings will be kept.

EXIF

File Name:systemreset.exe.mui
Directory:%WINDIR%\WinSxS\amd64_microsoft-windows-systemreset.resources_31bf3856ad364e35_10.0.15063.0_or-in_4fdb72f4fea445e8\
File Size:24 kB
File Permissions:rw-rw-rw-
File Type:Win32 DLL
File Type Extension:dll
MIME Type:application/octet-stream
Machine Type:Intel 386 or later, and compatibles
Time Stamp:0000:00:00 00:00:00
PE Type:PE32
Linker Version:14.10
Code Size:0
Initialized Data Size:24064
Uninitialized Data Size:0
Entry Point:0x0000
OS Version:10.0
Image Version:10.0
Subsystem Version:6.0
Subsystem:Windows GUI
File Version Number:10.0.15063.0
Product Version Number:10.0.15063.0
File Flags Mask:0x003f
File Flags:(none)
File OS:Windows NT 32-bit
Object File Type:Executable application
File Subtype:0
Language Code:Oriya
Character Set:Unicode
Company Name:Microsoft Corporation
File Description:Windows ପାଇଁ ସିଷ୍ଟମ୍ ପୁନଃସେଟ୍
File Version:10.0.15063.0 (WinBuild.160101.0800)
Internal Name:systemreset.exe
Legal Copyright:© Microsoft Corporation. ସର୍ବସତ୍ତ୍ଵ ସଂରକ୍ଷିତ.
Original File Name:systemreset.exe.mui
Product Name:Microsoft® Windows® Operating System
Product Version:10.0.15063.0

What is systemreset.exe.mui?

systemreset.exe.mui is Multilingual User Interface resource file that contain Oriya language for file systemreset.exe (Windows ପାଇଁ ସିଷ୍ଟମ୍ ପୁନଃସେଟ୍).

File version info

File Description:Windows ପାଇଁ ସିଷ୍ଟମ୍ ପୁନଃସେଟ୍
File Version:10.0.15063.0 (WinBuild.160101.0800)
Company Name:Microsoft Corporation
Internal Name:systemreset.exe
Legal Copyright:© Microsoft Corporation. ସର୍ବସତ୍ତ୍ଵ ସଂରକ୍ଷିତ.
Original Filename:systemreset.exe.mui
Product Name:Microsoft® Windows® Operating System
Product Version:10.0.15063.0
Translation:0x448, 1200