136 | ପରବର୍ତ୍ତୀ |
Next |
137 | ବାତିଲ୍ |
Cancel |
138 | ପୁନଃସେଟ୍ |
Reset |
139 | ବନ୍ଦ କରନ୍ତୁ |
Close |
140 | ପ୍ରାରମ୍ଭ |
Start |
142 | କେବଳ ଡ୍ରାଇଭର୍ ଯେଉଁଠାରେ Windows ସଂସ୍ଥାପିତ ହୋଇଛି |
Only the drive where Windows is installed |
143 | ସମସ୍ତ ଡ୍ରାଇଭ୍ଗୁଡିକ |
All drives |
144 | ପ୍ରଭାବିତ କରିବାକୁ ରହିଥିବା ଡ୍ରାଇଭ୍ଗୁଡିକର ତାଲିକା ମୋତେ ଦେଖନତୁ |
Show me the list of drives that will be affected |
145 | ଆପଣ ସମସ୍ତ ଡ୍ରାଇଭ୍ଗୁଡିକ ଠାରୁ ସମସ୍ତ ଫାଇଲ୍ସମୂହ ଅପସାରଣ କରିବାକୁ ଚାହୁଁଛନ୍ତି କି? |
Do you want to remove all files from all drives? |
147 | ଅତିରିକ୍ତ ଡିସ୍କ୍ ଖାଲି ସ୍ଥାନ ଆବଶ୍ୟକ |
Additional disk space needed |
148 | ଡିସ୍କ୍ ସ୍ଥାନ ଖାଲି କରିବାକୁ, ଆପଣ: |
To free up disk space, you can: |
149 | ଡିସ୍କ୍ କ୍ଲିନ୍ଅପ୍ ଚାଳନା |
Run Disk Cleanup |
150 | ଆପଣଙ୍କର ଫାଇଲ୍ଗୁଡିକର କପି ଏକ ବାହ୍ୟ ଡିଭାଇସ୍କୁ କପି କରନ୍ତୁ ଏବଂ ଏହି PC ଠାରୁ ସେଗୁଡିକକୁ ବିଲୋପ କରନ୍ତୁ |
Copy your files to an external device and delete them from this PC |
151 | ପ୍ରୋଗ୍ରାମ୍ସମୂହ ଅଣସଂସ୍ଥାପନ କରନ୍ତୁ |
Uninstall programs |
153 | ଏହା ଅଧିକ ସମୟ ନେବ ନାହିଁ |
This won’t take long |
155 | ଏକ ବିକଳ୍ପ ଚୟନ କରନ୍ତୁ |
Choose an option |
156 | ଆପଣଙ୍କର କାର୍ଯ୍ୟସ୍ଥାନ ପାଇଁ ଏହି PC ସେଟ୍ ଅପ୍ କରି ରଖନ୍ତୁ |
Keep this PC set up for your workplace |
157 | ହଁ |
Yes |
158 | ପ୍ରାବଧାନିକରଣ ପ୍ୟାକେଜ୍ଗୁଡିକୁ ସଂରକ୍ଷଣ କରନ୍ତୁ ଯାହା ଆପଣଙ୍କର PC କାର୍ଯ୍ୟସ୍ଥାନ ଉତ୍ସଗୁଡିକୁ ବ୍ୟବହାର କରିବାକୁ ଦେଇଥାଏ. |
Saves provisioning packages that let your PC use workplace resources. |
159 | ନାଁ |
No |
160 | ପ୍ରାବଧାନିକରଣ ପ୍ୟାକେଜ୍ଗୁଡିକୁ ଅପସାରଣ କରେ ଯାହା ଆପଣଙ୍କର PC କାର୍ଯ୍ୟସ୍ଥାନ ଉତ୍ସଗୁଡିକୁ ବ୍ୟବହାର କରିବାକୁ ଦେଇଥାଏ. |
Removes provisioning packages that let your PC use workplace resources. |
161 | ଚେତାବନୀ! |
Warning! |
162 | ଏହି PC ନିକଟରେ Windows 10 କୁ ନବୀକରଣ ହୋଇଥିଲା. ଯଦି ଆପଣ ଏହି PC ପୁନଃସେଟ୍ କରିବେ, ଆପଣ ନବୀକରଣ କରିବାକୁ ସକ୍ଷମ ହେବେ ନାହିଁ ଏବଂ Windows ର ପୂର୍ବବର୍ତ୍ତୀ ସଂସ୍କରଣକୁ ଫେରନ୍ତୁ. |
This PC was recently upgraded to Windows 10. If you Reset this PC, you won’t be able to undo the upgrade and go back to the previous version of Windows. |
163 | ଏହି PC ପୁନଃସେଟ୍ କରିବାକୁ ପ୍ରସ୍ତୁତ |
Ready to reset this PC |
165 | ପୁନଃସ୍ଥାପନା କରିବାକୁ ପ୍ରସ୍ତୁତ |
Ready to restore |
166 | ସତେଜ ଆରମ୍ଭ |
Fresh start |
167 | ଚାଲନ୍ତୁ ପ୍ରାରମ୍ଭ କରିବା |
Let's get started |
169 | ବିଷୟଗୁଡିକ ପ୍ରସ୍ତୁତ ହେଉଛି |
Getting things ready |
171 | ଏହା କିଛି ସମୟ ନେବ, ଏବଂ ଆପଣଙ୍କର PC ପୁନଃଆରମ୍ଭ ହେବ. |
This will take a while and your PC will restart. |
173 | ମୁକ୍ତ ଡିସ୍କ୍ ଖାଲି ସ୍ଥାନର ଏକ ଅତିରିକ୍ତ %1!ws! ଆବଶ୍ୟକ ଅଟେ (%2!ws!). |
An additional %1!ws! of free disk space is needed on (%2!ws!). |
179 | ଟିପନ୍ତୁ: BitLocker ଡ୍ରାଇଭ୍ ଏନ୍କ୍ରିପ୍ସନ୍ ଏହି ପ୍ରକ୍ରିୟା ନହେବା ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ବାତିଲ୍ ରହିବ. |
Note: BitLocker drive encryption will be temporarily suspended until the process is done. |
180 | ଗୁରୁତ୍ଵପୂର୍ଣ୍ଣ: ଆପଣ ଆରମ୍ଭ କରିବା ପୂର୍ବରୁ ଆପଣଙ୍କର PC ପ୍ଲଗ୍ ଇନ୍ କରନ୍ତୁ |
Important: Plug in your PC before you start |
181 | ଏହି PC କୁ ଅନ୍ୟ ଲୋକମାନେ ଲଗ୍ ଅନ୍ ହୋଇଛନ୍ତି |
Other people are logged on to this PC |
182 | ଆପଣ ଜାରି ରଖିବାକୁ ଚାହୁଁଛନ୍ତି କି? ଏହା ଅଣସଂରକ୍ଷିତ ଡାଟା ହରାଇବାର କାରଣ ହୋଇପାରେ. |
Do you want to continue? This will cause them to lose unsaved data. |
183 | ପୁନଃସ୍ଥାପନା |
Restore |
189 | ଏହା ଆପଣଙ୍କର PC ଠାରୁ ଆପଣଙ୍କର ଫାଇଲ୍ସମୂହ ଏବଂ ଆପ୍ଲିକେସନ୍ସମୂହ ଅପସାରଣ କରିବ ଏବଂ ସେମାନଙ୍କର ଡିଫଲ୍ଟସମୂହକୁ ସମସ୍ତ ସେଟିଂସମୂହ ପୁନଃଗଛିତ କରିବ. ଯଦି ଆପଣ ଫାଇଲ୍ ଇତିବୃତି ବ୍ୟବହାର କରିବେ, ସୁନିଶ୍ଚିତ ହୁଅନ୍ତୁ ଯେ ନବୀନତମ ସଂସ୍କରଣସମୂହ ଆପଣଙ୍କର ଫାଇଲ୍ଗୁଡିକ ଠାରୁ ପ୍ରକ୍ରିୟା କରଣ ହେବା ପୂର୍ବରୁ ଆପଣଙ୍କର ଫାଇଲ୍ ଇତିବୃତି ଡ୍ରାଇଭ୍କୁ କପି ହେବ. ଏହା କିଛି ମିନିଟ୍ ନେବ ଏବଂ ଆପଣଙ୍କର PC ପୁନଃ ଆରମ୍ଭ ହେବ. |
This will remove your personal files and apps from your PC and restore all settings to their defaults. If you use File History, make sure the latest versions of your files were copied to your File History drive before you proceed. This will take a few minutes and your PC will restart. |
190 | ଟିପନ୍ତୁ: BitLocker ଡ୍ରାଇଭ୍ ଏନ୍କ୍ରିପ୍ସନ୍ ଟର୍ନ୍ ଅଫ୍ ହେବ. |
Note: BitLocker drive encryption will be turned off. |
191 | ଆପଣଙ୍କର PC ରେ ଏକ ଡିଭାଇସ୍ ଠାରୁ ଅଧିକ ରହିଛି |
Your PC has more than one drive |
192 | ଯଦି ଆପଣ ସମସ୍ତ ଡ୍ରାଇଭ୍ଗୁଡିକ ଠାରୁ ଫାଇଲ୍ଗୁଡିକ ଅପସାରଣ କରିବାକୁ ଚୟନ କରିବେ, ଏହି ଡ୍ରାଇଭ୍ଗୁଡିକ ପ୍ରଭାବିତ ହେବ: |
If you choose to remove files from all drives, these drives will be affected: |
193 | ଡ୍ରାଇଭ୍ଗୁଡିକ ଯାହା ପ୍ରଭାବିତ ହେବ |
Drives that will be affected |
194 | ଅଣନାମିତ ଡ୍ରାଇଭ୍ |
Unnamed drive |
195 | ଯେତେବେଳେ ଏହା ବ୍ୟାଟେରୀ ପାୱାର୍ରେ ଚାଲୁଥିବ ଆମେ ଆପଣଙ୍କର PC ପୁନଃସେଟ୍ କରିପାରିବୁ ନାହିଁ. |
We can’t reset your PC while it’s running on battery power. |
196 | ଆପଣଙ୍କର PC ରେ ପ୍ଲଗ୍ ଇନ୍ |
Plug in your PC |
197 | କୌଣସି ପରିବର୍ତ୍ତନଗୁଡିକ ହୋଇନାହିଁ. |
No changes were made. |
198 | ଆପଣଙ୍କର PC ପୁନଃସେଟ୍ କରିବାରେ ଏକ ଅସୁବିଧା ଅଛି |
There was a problem resetting your PC |
201 | ଏହି PC ପୁଣି ସେଟ୍ କରିପାରିବ ନାହିଁ ଏବଂ ଆପଣଙ୍କର ଫାଇଲ୍ଗୁଡିକ ରଖନ୍ତୁ |
Cannot reset this PC and keep your files |
202 | ଏହି PC ପୁନଃସେଟ୍ କରିବାକୁ ଏବଂ ଆପଣଙ୍କର ଫାଇଲ୍ଗୁଡିକ ରଖିବାକୁ, ଉପଭୋକ୍ତାଗଣ, ପ୍ରୋଗ୍ରାମ୍ ଫାଇଲ୍ଗୁଡିକ, ଏବଂ Windows ଡିରେକ୍ଟୋରୀଗୁଡିକ ସମାନ ଡ୍ରାଇଭ୍ରେ ରହିବା ଆବଶ୍ୟକ. ଆପଣ ଏହି PC ପୁନଃସେଟ୍ ଏବଂ ତାହା ପରିବର୍ତ୍ତେ ସବୁକିଚି ଅପସାରଣ କରିବାକୁ ମନୋନୟନ କରିପାରିବେ, କିନ୍ତୁ ଆପଣ ପ୍ରଥମେ ଆପଣଙ୍କର ବ୍ୟକ୍ତିଗତ ଫାଇଲ୍ଗୁଡିକୁ ବ୍ୟାକ୍ ଅପ୍ କରିବା ଆବଶ୍ୟକ. |
To reset this PC and keep your files, the Users, Program Files, and Windows directories need to be on the same drive. You can choose to reset this PC and remove everything instead, but you should back up your personal files first. |
203 | ଆପଣ ଡ୍ରାଇଭ୍ଗୁଡିକୁ ଖାଲି କରିବାକୁ ଚାହୁଁଛନ୍ତି, ମଧ୍ୟ? |
Do you want to clean the drives, too? |
204 | ଫାଇଲ୍ଗୁଡିକୁ ଅପସାରଣ କରନ୍ତୁ ଏବଂ ଡ୍ରାଇଭ୍ ଖାଲି କରନ୍ତୁ |
Remove files and clean the drive |
205 | ଏହା ହୁଏତ କିଛି ଘଣ୍ଟା ନେଇପାରେ, କିନ୍ତୁ ଆପଣଙ୍କର ଅପସାରିତ ଫାଇଲ୍ଗୁଡିକୁ ପୁନଃଉଦ୍ଧାର କରିବାକୁ କେହିଜଣଙ୍କ ପାଇଁ କଠିନ ହେବ. ଯଦି ଆପଣ PC ରିସାଇକେଲ୍ କରୁଛନ୍ତି ତେବେ ଏହା ବ୍ୟବହାର କରନ୍ତୁ. |
This might take a few hours, but will make it harder for someone to recover your removed files. Use this if you’re recycling the PC. |
206 | କେବଳ ମୋ ଫାଇଲ୍ଗୁଡିକ ଅପସାରଣ କରନ୍ତୁ |
Just remove my files |
207 | ଏହା ଶୀଘ୍ର, କିନ୍ତୁ କମ୍ ସୁରକ୍ଷିତ. ଯଦି ଆପଣ PC ରଖୁଛନ୍ତି ଏହା ବ୍ୟବହାର କରନ୍ତୁ. |
This is quicker, but less secure. Use this if you’re keeping the PC. |
211 | ଏହା ଆପଣଙ୍କର ବ୍ୟକ୍ତିଗତ ଫାଇଲ୍ ଏବଂ ଆପ୍ଲିକେସନ୍ଗୁଡିକକୁ ଆପଣଙ୍କର PC ଠାରୁ ଅପସାରଣ କରିବ ଏବଂ ସେମାନଙ୍କର ଡିଫଲ୍ଟଗୁଡିକକୁ ସମସ୍ତ ସେଟିଂସମୂହ ପୁନଃଗଚ୍ଛିତ କରିବ. ଯଦି ଆପଣ ଫାଇଲ୍ ଇତିବୃତି ବ୍ୟବହାର କରିବେ, ସୁନିଶ୍ଚିତ ହୁଅନ୍ତୁ ଯେ ଆପଣଙ୍କର ଫାଇଲ୍ଗୁଡିକର ନବୀନତମ ସଂସ୍କରଣଗୁଡିକ ଆପଣ ପ୍ରକ୍ରିୟାରତ କରିବା ପୂର୍ବରୁ ଆପଣଙ୍କର ଫାଇଲ୍ ଇତିବୃତି ଡ୍ରାଇଭ୍କୁ କପି କରିବେ. ଆପଣଙ୍କର PC ପୁନଃଆରମ୍ଭ ହେବ. |
This will remove your personal files and apps from your PC and restore all settings to their defaults. If you use File History, make sure the latest versions of your files were copied to your File History drive before you proceed. Your PC will restart. |
214 | Windows To Go ଚାଳନ କରୁଥିବା ଯୋଗୁଁ ଆପଣଙ୍କର PC ପୁନଃସେଟ୍ ହୋଇପାରିବ ନାହିଁ. |
Your PC can’t be reset because it’s running Windows To Go. |
216 | ଆମେ ଏହି PC କୁ ପୁନଃସେଟ୍ କରିପାରିବୁ ନାହିଁ |
We can’t reset this PC |
218 | 11;normal;none;Nirmala UI |
11;normal;none;Segoe UI |
219 | ଯେତେବେଳେ ଆପଣ ଆପଣଙ୍କର ଫାଇଲ୍ସମୂହ ଅପସାରଣ କରିବେ, ଆପଣ ମଧ୍ୟ ଡିସ୍କ୍ ଖାଲି କରିପାରିବେ ଯାହା ଦ୍ଵାରା କି ଫାଇଲ୍ଗୁଡିକ ସହଜରେ ପୁନଃଉଦ୍ଧାର ହୋଇପାରିବ ନାହିଁ. ଏହା ଅଧିକ ସୁରକ୍ଷିତ, କିନ୍ତୁ ଏହା ଅଧିକ ସମୟ ନିଏ. |
When you remove your files, you can also clean the drive so that the files can’t be recovered easily. This is more secure, but it takes much longer. |
247 | ପୁନଃଉଦ୍ଧାର ପରିବେଶ ମିଳୁ ନାହିଁ |
Could not find the recovery environment |
248 | ଆପଣଙ୍କର Windows ସଂସ୍ଥାପନ ସନ୍ନିବେଶ କରନ୍ତୁ କିମ୍ଵା ମିଡିଆ ପୁନଃଉଦ୍ଧାର କରନ୍ତୁ, ଏବଂ ମିଡିଆ ସହିତ ଆପଣଙ୍କର PC ପୁନଃଆରମ୍ଭ କରନ୍ତୁ. |
Insert your Windows installation or recovery media, and restart your PC with the media. |
253 | ଏହି ଆପ୍ଲିକେସନ୍ଗୁଡିକ ପୁନଃସଂସ୍ଥାପନ କରିବା ଆବଶ୍ୟକ |
These apps will need to be reinstalled |
254 | ଆପ୍ଲିକେସନ୍ଗୁଡିକର ତାଲିକା ସମୀକ୍ଷା କରନ୍ତୁ. ଆପଣ ପରେ ପୁନଃସଂସ୍ଥାପନ କରିବାକୁ ଡିସ୍କ୍ କିମ୍ଵା ଫାଇଲ୍ଗୁଡିକ ଆବଶ୍ୟକ କରିବେ. |
Reveiw the list of apps. You’ll need the discs or files to reinstall them later. |
255 | ପଛକୁ ଯାଆନ୍ତୁ |
Go back |
256 | ଯଦି ଆପଣ ବିକଶିତ ସନ୍ଧାନ, ନିରାପତ୍ତା ଏବଂ ଷ୍ଟାର୍ଟ୍ଅପ୍ ହରାନ୍ତି, ଯେକୌଣସି ସମୟରେ Windows 10 କୁ ଫେରି ଆସନ୍ତୁ. |
If you end up missing improved search, security, and startup, come back to Windows 10 anytime. |
260 | Windows 10 ଚେଷ୍ଟା କରିଥିବାରୁ ଧନ୍ୟବାଦ |
Thanks for trying Windows 10 |
261 | ଡିସ୍କ୍ ସ୍ପେସ୍ ପୁନଃ ହାସଲ କରନ୍ତୁ |
Reclaim disk space |
262 | ଏହା Windows 7 ଷ୍ଟୋର୍ କରିବା ପାଇଁ ବ୍ୟବହୃତ ଡିସ୍କ୍ ସ୍ପେସ୍ ପୁନରୁଦ୍ଧାର କରିବ. ଏହା ସେହି ଡିସ୍କ୍ ମୁକ୍ତ କରିବ, କିନ୍ତୁ ଏହା ପରେ Windows 7 କୁ ପୁନଃ ଗଚ୍ଛିତ କରିବା ପାଇଁ ଆଉ ସମର୍ଥ ହେବ ନାହିଁ. |
This will recover the disk space used to store Windows 7. It will free up that disk space, but you will no longer be able to restore Windows 7 after this. |
263 | Windows 7 ଅପସାରଣ କରିବେ? |
Remove Windows 7? |
264 | ଏହା ଆପଣଙ୍କର PC ରେ ସ୍ପେସ୍ ମୁକ୍ତ କରିବ, କିନ୍ତୁ ଆପଣ Windows 7 କୁ ଫେରିବାରେ ସମର୍ଥ ହେବ ନାହିଁ. |
This will free up space on your PC, but you won’t be able to go back to Windows 7. |
265 | ନୂତନ ଏକାଉଣ୍ଟ୍ ଗୁଡିକ ଅପସାରଣ କରନ୍ତୁ |
Remove new accounts |
266 | ଆପଣ Windows ର ଏକ ପୂର୍ବବର୍ତ୍ତୀ ସଂସ୍କରଣକୁ ଫେରିବା ପୂର୍ବରୁ, ଆପଣଙ୍କର ସର୍ବାଧିକ ନିକଟ ଅତୀତର ନବୀକରଣ ପରେ ଆପଣ ଯୋଗ କରିଥିବା ଯେକୌଣସି ଉପଭୋକ୍ତା ଏକାଉଣ୍ଟ୍ ଗୁଡିକୁ ଅପସାରଣ କରିବାକୁ ଆପଣ ଆବଶ୍ୟକ କରିବେ. ସେଗୁଡିକର ପ୍ରୋଫାଇଲ୍ ସମେତ ଏକାଉଣ୍ଟ୍ ଗୁଡିକ ସଂପୂର୍ଣ୍ଣ ଭାବେ ଅପସାରିତ ହେବା ଆବଶ୍ୟକ. |
Before you can go back to a previous version of Windows, you’ll need to remove any user accounts you added after your most recent upgrade. The accounts need to be completely removed, including their profiles. |
267 | ଆପଣ ଗୋଟିଏ ଏକାଉଣ୍ଟ୍ ସୃଷ୍ଟି କରିଛନ୍ତି (%2!ws!) |
You created one account (%2!ws!) |
268 | ଆପଣ %1!ws! ଏକାଉଣ୍ଟ୍ ସୃଷ୍ଟି କରିଛନ୍ତି (%2!ws!) |
You created %1!ws! accounts (%2!ws!) |
269 | ଏହି ଏକାଉଣ୍ଟ୍ଗୁଡିକ ଅପସାରଣ କରିବାକୁ ସେଟିଂସମୂହ ଏକାଉଣ୍ଟ୍ ଅନ୍ୟ ପିପୁଲ୍କୁ ଯାଆନ୍ତୁ, ଏବଂ ତାପରେ ପୁନଃ ଚେଷ୍ଟା କରନ୍ତୁ. |
Go to Settings Accounts Other people to remove these accounts, and then try again. |
270 | ଏକାଉଣ୍ଟ୍ ଗୁଡିକୁ ପଛକୁ ଘୁଞ୍ଚାନ୍ତୁ |
Move accounts back |
271 | ଆପଣ Windows ର ଏକ ପୂର୍ବବର୍ତ୍ତୀ ସଂସ୍କରଣକୁ ଫେରିବା ପୂର୍ବରୁ, ଆପଣଙ୍କର ବର୍ତ୍ତମାନର ନବୀକରଣ ପରେ ଆପଣ ଘୁଞ୍ଚାଇଥିବା ଯେକୌଣସି ଉପଭୋକ୍ତା ଏକାଉଣ୍ଟ୍ ଗୁଡିକୁ ସେଗୁଡିକର ମୂଳ ଅବସ୍ଥାନରେ ଆପଣଙ୍କୁ ରଖିବାକୁ ପଡିବ. |
Before you can go back to a previous version of Windows, you’ll need to put any user accounts you moved after your most recent upgrade back in their original location. |
272 | ଆପଣ ଗୋଟିଏ ଏକାଉଣ୍ଟ୍ ଚାଳିତ କରିଛନ୍ତି (%2!ws!) |
You moved one account (%2!ws!) |
273 | ଆପଣ %1!ws! ଏକାଉଣ୍ଟ୍ ଚାଳିତ କରିଛନ୍ତି (%2!ws!) |
You moved %1!ws! accounts (%2!ws!) |
274 | ଆମେ ଦୁଃଖିତ, କିନ୍ତୁ ଆପଣ ପଛକୁ ଯାଇପାରିବେ ନାହିଁ |
We’re sorry, but you can’t go back |
275 | ଆମେ ଆପଣଙ୍କୁ Windows ର ପୂର୍ବବର୍ତ୍ତୀ ସଂସ୍କରଣକୁ ଫେରାଇ ନେବା ପାଇଁ ଆବଶ୍ୟକ କରୁଥିବା ଫାଇଲ୍ଗୁଡିକ ଏହି PC ଠାରୁ ଅପସାରିତ ହୋଇଥିଲା. |
The files we need to take you back to a previous version of Windows were removed from this PC. |
277 | ଆମେ ଆପଣଙ୍କୁ Windows ର ପୂର୍ବବର୍ତ୍ତୀ ସଂସ୍କରଣକୁ ଫେରାଇ ନେଇପାରିବୁ ନାହିଁ କାରଣ ଆପଣଙ୍କର ସର୍ବାଧିକ ନିକଟତମ ନବୀକରଣ ସମୟରେ ବ୍ୟବହୃତ ହୋଇଥିବା USB ଫ୍ଲାଶ୍ ଡ୍ରାଇଭ୍ କିମ୍ବା ଅନ୍ୟ ବାହ୍ୟ ଡ୍ରାଇଭ୍ ନିଖୋଜ ଅଛି. ଦୟାକରି ଡିସ୍କ ସନ୍ନିବେଶ କରିବା ସହ ପୁନଃ ଚେଷ୍ଟା କରନ୍ତୁ. |
We can’t take you back to a previous version of Windows because the USB flash drive or other external drive that was used during your most recent upgrade is missing. Please insert the disk and try again. |
279 | ଆମେ ଆପଣଙ୍କୁ Windows ର ପୂର୍ବବର୍ତ୍ତୀ ସଂସ୍କରଣକୁ ଫେରାଇ ନେଇପାରିବୁ ନାହିଁ କାରଣ ଏହା ନବୀକରଣ ପରଠାରୁ ଏକ ମାସରୁ ଅଧିକ ଅତିକ୍ରମ କରିସାରିଛି. |
We can’t take you back to the previous version of Windows because it’s been more than a month since the upgrade. |
280 | ମୋର ଆପ୍ଲିକେସନ୍ କିମ୍ବା ଡିଭାଇସ୍ସମୂହ Windows 10 ରେ କାର୍ଯ୍ୟ କରୁନାହିଁ |
My apps or devices don’t work on Windows 10 |
281 | ପୂର୍ବବର୍ତ୍ତୀ ବିଲ୍ଡଗୁଡିକ ବ୍ୟବହାର କରିବାକୁ ସହଜ ଦେଖାଯାଉଛି |
Earlier builds seemed easier to use |
282 | Windows 7 ବ୍ୟବହାର କରିବାକୁ ଅଧିକ ସହଜ ଜଣାପଡୁଛି |
Windows 7 seemed easier to use |
283 | Windows 8 ବ୍ୟବହାର କରିବାକୁ ଅଧିକ ସହଜ ଜଣାପଡୁଛି |
Windows 8 seemed easier to use |
284 | Windows 8.1 ବ୍ୟବହାର କରିବାକୁ ଅଧିକ ସହଜ ଜଣାପଡୁଛି |
Windows 8.1 seemed easier to use |
285 | ପୂର୍ବ ବିଲ୍ଡଗୁଡିକ ଦ୍ରୁତ ପରି ଦେଖାଯାଉଛି |
Earlier builds seemed faster |
286 | Windows 7 ଦ୍ରୁତ ପରି ଜଣାପଡୁଛି |
Windows 7 seemed faster |
287 | Windows 8 ଅଧିକ ଦ୍ରୁତ ଜଣାପଡୁଛି |
Windows 8 seemed faster |
289 | ପୂର୍ବ ବିଲ୍ଡଗୁଡିକ ଅଧିକ ବିଶ୍ଵାସଯୋଗ୍ୟ ପରି ଜଣାପଡୁଛି |
Earlier builds seemed more reliable |
290 | Windows 7 ଅଧିକ ବିଶ୍ୱାସଯୋଗ୍ୟ ଜଣାପଡୁଛି |
Windows 7 seemed more reliable |
291 | Windows 8 ଅଧିକ ବିଶ୍ୱାସଯୋଗ୍ୟ ଜଣାପଡୁଛି |
Windows 8 seemed more reliable |
293 | ଅନ୍ୟ କାରଣ ପାଇଁ |
For another reason |
294 | ଆପଣ କାହିଁକି ପଛକୁ ଯାଉଛଂତି? |
Why are you going back? |
296 | ଆମକୁ ଅଧିକ କୁହନ୍ତୁ |
Tell us more |
298 | ଯଦି ଆପଣ ଟ୍ରବୁଲ୍ସୁଟିଂ ପାଇଁ ପ୍ରସ୍ତୁତ ଥାନ୍ତି, |
If you’re up for troubleshooting, |
299 | ସହାୟତାକୁ ସମ୍ପର୍କ କରନ୍ତୁ. |
contact support. |
300 | ଆପଣ କଣ ଜାଣିବା ଆବଶ୍ୟକ |
What you need to know |
301 | ଏହା କିଛି ସମୟ ନେଇପାରେ ଏବଂ ଏହା ସମାପ୍ତ ନହେବା ପର୍ଯ୍ୟନ୍ତ ଆପଣ ଆପଣଙ୍କର PC ବ୍ୟବହାର କରିବା ପାଇଁ ସମର୍ଥ ହେବେ ନାହିଁ. ଆପଣଙ୍କର PC ପ୍ଲଗ୍ ଇନ୍ ଏବଂ ଟର୍ନ୍ ଅନ୍ କରି ରଖନ୍ତୁ. |
This might take a while and you won’t be able to use your PC until it’s done. Leave your PC plugged in and turned on. |
302 | ଫେରିଯିବା ପରେ: |
After going back: |
303 | • ଆପଣଙ୍କୁ କିଛି ଆପ୍ଲିକେସନ୍ ଏବଂ ପ୍ରୋଗ୍ରାମ୍ଗୁଡିକ ପୁନଃସଂସ୍ଥାପନ କରିବାକୁ ପଡିବ. |
• You’ll have to reinstall some apps and programs. |
304 | • ଆପଣଙ୍କୁ କିଛି ପ୍ରୋଗ୍ରାମ୍ଗୁଡିକ ପୁନଃସଂସ୍ଥାପନ କରିବାକୁ ପଡିବ. |
• You’ll have to reinstall some programs. |
306 | ଲକ୍ ଆଉଟ୍ କରନ୍ତୁ ନାହିଁ |
Don’t get locked out |
307 | ଯଦି ଆପଣ Windows 7 କୁ ସାଇନ୍ ଇନ୍ କରିବା ପାଇଁ ଏକ ପାସ୍ୱାର୍ଡ ବ୍ୟବହାର କରିଛନ୍ତି, ଆପଣ ଏହା ଜାଣିଥିବା ନିଶ୍ଚିତ କରନ୍ତୁ. |
If you used a password to sign in to Windows 7, make sure you know it. |
308 | ଯଦି ଆପଣ Windows 8 କୁ ସାଇନ୍ ଇନ୍ କରିବା ପାଇଁ ଏକ ପାସ୍ୱାର୍ଡ ବ୍ୟବହାର କରିଛନ୍ତି, ଆପଣ ଏହା ଜାଣିଥିବା ନିଶ୍ଚିତ କରନ୍ତୁ. |
If you used a password to sign in to Windows 8, make sure you know it. |
309 | ଯଦି ଆପଣ ଆପଣଙ୍କର ପୂର୍ବତନ ବିଲ୍ଡକୁ ସାଇନ୍ ଇନ୍ କରିବା ପାଇଁ ଏକ ପାସ୍ୱାର୍ଡ ବ୍ୟବହାର କରିଛନ୍ତି, ଆପଣ ଏହା ଜାଣିଥିବା ନିଶ୍ଚିତ କରନ୍ତୁ. |
If you used a password to sign in to your previous build, make sure you know it. |
310 | Windows 7 କୁ ପୁଣି ଫେରନ୍ତୁ |
Go back to Windows 7 |
311 | Windows 8 କୁ ପୁଣି ଫେରନ୍ତୁ |
Go back to Windows 8 |
312 | ପୂର୍ବତନ ବିଲ୍ଡକୁ ପୁଣି ଫେରନ୍ତୁ |
Go back to earlier build |
316 | ଆପଣ ଏକୁଟିଆ ବ୍ୟାଟେରୀ ପାୱାର୍ରେ ଫେରିପାରିବେ ନାହିଁ. ଆପଣଙ୍କର PC ପ୍ଲଗ୍ ଇନ୍ କରନ୍ତୁ ଏବଂ ତାପରେ ପୁଣି ଚେଷ୍ଟା କରନ୍ତୁ. |
You can’t go back on battery power alone. Plug in your PC and then try again. |
323 | • |
• |
324 | ଆପଣଙ୍କର ଫାଇଲ୍ଗୁଡିକ ବ୍ୟାକ୍ ଅପ୍ ହୋଇଛି? ଏହା ନିଶ୍ଚିତଭାବରେ ସେମାନଙ୍କୁ ପ୍ରଭାବ କରିବ, କିନ୍ତୁ ପ୍ରସ୍ତୁତ ରହିବା ଉତ୍ତମ ଅଟେ. |
Are your files backed up? This shouldn’t affect them, but it’s best to be prepared. |
325 | ଆପଣ ଏହା ବିବା ସାଇନ୍ ଇନ୍ କରିବାକୁ ସକ୍ଷମ ହୋଇପାରିବେ ନାହିଁ. |
You won’t be able to sign in without it. |
326 | ମୋ ଆପ୍ଲିକେସନ୍ କିମ୍ଵା ଡିଭାଇସ୍ଗୁଡିକ ଏହି ବିଲ୍ଡ୍ରେ କାର୍ଯ୍ୟ କରେ ନାହିଁ |
My apps or devices don’t work on this build |
327 | • ଆପଣ Windows 10 କୁ ନବୀକରଣ କରିବା ପରେ ସେଟିଂକୁ କରିଥିବା ଯେକୌଣସି ପରିବର୍ତ୍ତନଗୁଡିକୁ ହରାଇବେ. |
• You’ll lose any changes made to settings after the upgrade to Windows 10. |
328 | • ଆପଣ ନବୀନତମ ବିଲ୍ଡ୍ ସଂସ୍ଥାପନ କରିବା ପରେ ସେଟିଂସମୂହକୁ କରିଥିବା ଯେକୌଣସି ପରିବର୍ତ୍ତନଗୁଡିକ ହରାଇବେ. |
• You’ll lose any changes made to settings after installing the latest build. |
329 | ଏହି ବିଲ୍ଡ୍ ଚେଷ୍ଟା କରିଥିବା ଯୋଗୁଁ ଧନ୍ୟବାଦ |
Thanks for trying out this build |
330 | ଏହା ଉପଲବ୍ଧ ହେଲେ ଆମେ ପରବର୍ତ୍ତୀ ପୂର୍ବାଲୋକନ ବିଲ୍ଡ୍ ସଂସ୍ଥାପନ କରିବୁ. |
We’ll install the next preview build when it’s available. |
331 | Windows ର ପୁରୁଣା ସଂସ୍କରଣ ବ୍ୟବହାର କରିବା ପାଇଁ ଅଧିକ ସହଜ ଜଣାପଡୁଛି |
The old version of Windows seemed easier to use |
332 | Windows 8.1 ଅଧିକ ଦ୍ରୁତ ଜଣାପଡୁଛି |
Windows 8.1 seemed faster |
333 | Windows ର ପୁରୁଣା ସଂସ୍କରଣ ଅଧିକ ଦ୍ରୁତ ଜଣାପଡୁଛି |
The old version of Windows seemed faster |
334 | Windows 8.1 ଅଧିକ ବିଶ୍ୱାସଯୋଗ୍ୟ ଜଣାପଡୁଛି |
Windows 8.1 seemed more reliable |
335 | ଯଦି ଆପଣ Windows 8.1 କୁ ସାଇନ୍ ଇନ୍ କରିବାକୁ ଏକ ପାସ୍ୱାର୍ଡ୍ ବ୍ୟବହାର କରିଛନ୍ତି, ସୁନିଶ୍ଚିତ ହୁଅନ୍ତୁ ଆପଣ ଏହା ଜାଣିଛନ୍ତି. |
If you used a password to sign in to Windows 8.1, make sure you know it. |
336 | ଯଦି ଆପଣ ଆପଣଙ୍କର Windows ପୂର୍ବବର୍ତ୍ତୀ ସଂସ୍କରଣକୁ ସାଇନ୍ ଇନ୍ କରିବାକୁ ଏକ ପାସ୍ୱାର୍ଡ୍ ବ୍ୟବହାର କରିଛନ୍ତି, ସୁନିଶ୍ଚିତ ହୁଅନ୍ତୁ ଆପଣ ଏହା ଜାଣିଛନ୍ତି. |
If you used a password to sign in to your previous version of Windows, make sure you know it. |
337 | Windows ର ପୁରୁଣା ସଂସ୍କରଣ ଅଧିକ ବିଶ୍ୱାସଯୋଗ୍ୟ ଜଣାପଡୁଛି |
The old version of Windows seemed more reliable |
338 | Windows 8.1 କୁ ପୁଣି ଫେରନ୍ତୁ |
Go back to Windows 8.1 |
339 | ପୂର୍ବତନ Windows କୁ ପୁଣି ଫେରନ୍ତୁ |
Go back to previous Windows |
340 | କିଛି ସ୍ଥାନ ଖାଲି କରନ୍ତୁ ଏବଂ ପୁଣି ଚେଷ୍ଟା କରନ୍ତୁ. |
Free up some space and try again. |
341 | ଫେରିବାକୁ, Windows ସଂସ୍ଥାପିତ ହେବାକୁ ଥିବା ଡ୍ରାଇଭ୍ରେ %1!ws! MB ର ମୁକ୍ତ ସ୍ଥାନ ଆବଶ୍ୟକ କରିବେ. |
To go back, you’ll need %1!ws! MB of free space on the drive where Windows is installed. |
342 | ଫେରିବାକୁ, Windows ସଂସ୍ଥାପିତ ହେବାକୁ ଥିବା ଡ୍ରାଇଭ୍ରେ %1!ws! GB ର ମୁକ୍ତ ସ୍ଥାନ ଆବଶ୍ୟକ କରିବେ. |
To go back, you’ll need %1!ws! GB of free space on the drive where Windows is installed. |
344 | ଆପଣଙ୍କ ସଂସ୍ଥାର ନୀତି ଏହାକୁ ଅନୁମତି ଦିଏନାହିଁ. ଅଧିକ ସୂଚନା ପାଇଁ, ଆପଣଙ୍କର ସହାୟତା ବ୍ୟକ୍ତି କିମ୍ବା IT ବିଭାଗ ସହିତ କଥା ହୁଅନ୍ତୁ. |
Your organization’s policy doesn’t allow it. For more info, talk to your support person or IT department. |
345 | ଅଦ୍ୟତନଗୁଡିକରେ ସୂଚନା ପ୍ରାପ୍ତ କରିପାରିଲେ ନାହିଁ |
Couldn’t get info on updates |
346 | ଅଦ୍ୟତନଗୁଡିକ ପାଇଁ ପରୀକ୍ଷଣ କରିବାକୁ, ସେଟିଂଗୁଡିକ ଅଦ୍ୟତନ ଏବଂ ସୁରକ୍ଷା Windows Update କୁ ଯାଆନ୍ତୁ ଏବଂ ଅଦ୍ୟତନଗୁଡିକ ପରୀକ୍ଷଣ ଚୟନ କରନ୍ତୁ. |
To check for updates, go to Settings Update & Security Windows Update and select Check for updates. |
347 | ଅଦ୍ୟତନଗୁଡିକ ପାଇଁ ପରୀକ୍ଷଣ କରିବେ କି? |
Check for updates? |
348 | ଆପଣ ପଛକୁ ଯିବା ପୂର୍ବରୁ, ସାମ୍ପ୍ରତିକତମ ଅଦ୍ୟତନଗୁଡିକ ସଂସ୍ଥାପନ କରିବାକୁ ଚେଷ୍ଟା କରନ୍ତୁ. ଏହା ହୁଏତ ଆପଣ Windows 10 ସହିତ ସମ୍ମୁଖୀନ ହେଉଥିବା ସମସ୍ୟାକୁ ସମାଧାନ କରିପାରେ. |
Before you go back, try installing the latest updates. This might fix the problems you’re having with Windows 10. |
349 | ଅଦ୍ୟତନଗୁଡିକ ପାଇଁ ପରୀକ୍ଷଣ କରନ୍ତୁ |
Check for updates |
350 | ନାଁ, ଧନ୍ୟବାଦ |
No, thanks |
351 | ଏହି PC କୁ ପୁନଃସେଟ୍ କରୁଛି |
Resetting this PC |
352 | କିଛି ବିଷୟ ପ୍ରସ୍ତୁତ କରୁଛି %1!d!%% |
Getting a few things ready %1!d!%% |
353 | ଏହି ବେଶିଷ୍ଟ୍ୟ ସୁରକ୍ଷିତ ମୋଡରେ ଉପଲବ୍ଧ ନାହିଁ |
This feature is not available in Safe Mode |
354 | ଏହି PC ପୁନଃସେଟ୍ କରିବାକୁ, ସାଧାରଣଭାବରେ Windows ଆରମ୍ଭ କରନ୍ତୁ ଏବଂ ପୁଣି ଚେଷ୍ଟା କରନ୍ତୁ, କିମ୍ଵା ବିକଶିତ ଷ୍ଟାର୍ଟଅପ୍କୁ ଯାଆନ୍ତୁ ଏବଂ ଟ୍ରାବୁଲସୁଟ୍ ଚୟନ କରନ୍ତୁ. |
To reset this PC, start Windows normally and try again, or go to Advanced startup and select Troubleshoot. |
355 | Windows ସହ ସାମାନ୍ୟ ଭାବେ ଆସୁଥିବା ଆପ୍ଲିକେସନ୍ ଏବଂ ପ୍ରୋଗ୍ରାମଗୁଡିକ ବ୍ୟତିତ ଏହା ଅନ୍ୟ ସମସ୍ତ ଅପସାରଣ କରିବ. ଆପଣଙ୍କ ଉତ୍ପାଦକଙ୍କ ଦ୍ୱାରା ସଂସ୍ଥାପିତ କୌଣସି ଷ୍ଟୋର ଆପ୍ଲିକେସନ୍ଗୁଡିକ ମଧ୍ୟ ରଖାଯିବ. ଆପଣଙ୍କ ଡିଭାଇସ୍ Windowsର ସର୍ବନୂତନ ସଂସ୍କରଣକୁ ଅଦ୍ୟତିତ ହେବ. ଆପଣଙ୍କ ବ୍ୟକ୍ତିଗତ ଫାଇଲ୍ଗୁଡିକ ଏବଂ କିଛି Windows ସେଟିଂସମୂହ ରଖାଯିବ. |
This will remove all apps and programs, except those that come standard with Windows. Any store apps installed by your manufacturer will also be kept. Your device will also be updated to the latest version of Windows. Your personal files and some Windows settings will be kept. |
357 | ଆପଣଙ୍କ କାର୍ଯ୍ୟ ସଂରକ୍ଷଣ କରନ୍ତୁ ଏବଂ ଆପଣଙ୍କ ଡିଭାଇସ୍ ପ୍ଲଗ୍ ଇନ ତଥା ଚାଲୁ ଛାଡି ଦିଅନ୍ତୁ |
Save your work and leave your device plugged in and turned on |
358 | ଏହା କିଛି ସମୟ ନେବ ଏବଂ ଆପଣଙ୍କ ଡିଭାଇସ୍ ଏକାଧିକ ଥର ପୁନଃପ୍ରାରମ୍ଭ ହେବ |
This will take a while and your device will restart several times |
359 | Windows ସତେଜ କରୁଥିବା ବେଳେ ଆପଣଙ୍କ ଡିଭାଇସ୍ ଆପଣ ବ୍ୟବହାର କରିବାରେ ସମର୍ଥ ହେବେ ନାହିଁ, କିନ୍ତୁ ଏହା ପ୍ରସ୍ତୁତ ହେବା ପରେ ଆମେ ଆପଣଙ୍କୁ ଜଣାଇବୁ |
You won't be able to use your device while refreshing Windows, but we will let you know once it's ready |
360 | ଏହି ପ୍ରକ୍ରିୟା ଆପଣଙ୍କର ଡିଭାଇସ୍ ନିର୍ଭରକରି 20 ମିନିଟ୍ କିମ୍ଵା ଅଧିକ ସମୟ ଲାଗିପାରେ. |
This process could take 20 minutes or longer depending on your device. |
361 | ଆପଣଙ୍କର PC ସତେଜ କରୁଛି |
Refreshing your PC |
362 | ଆପଣ ସଂସ୍ଥାପନ କରିଥିବା ସମସ୍ତ ଆପ୍ଲିକେସନଗୁଡିକ ତଥା ପ୍ରୋଗ୍ରାମଗୁଡିକ ଏହା ଅପସାରଣ କରିବ. ଆପଣଙ୍କ ଡିଭାଇସ୍ Windows ର ସର୍ବନୂତନ ସଂସ୍କରଣକୁ ଅଦ୍ୟତିତ ହେବ. ଆପଣଙ୍କ ବ୍ୟକ୍ତିଗତ ଫାଇଲ୍ଗୁଡିକ ଏବଂ କିଛି Windows ସେଟିଂସମୂହ ରଖାଯିବ. |
This will remove all apps and programs you installed. Your device will also be updated to the latest version of Windows. Your personal files and some Windows settings will be kept. |